ନିର୍ବାଚନ ସମୟରେ ଅର୍ଥ, ନିଶାଦ୍ରବ୍ୟ ପ୍ରଲୋଭନର ଗତିବିଧିରେ ଲାଗିବ ରୋକ୍

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ସମୟରେ ଅର୍ଥ, ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ପ୍ରଲୋଭନର ଗତିବିଧିକୁ ରୋକାଯିବ। ଏଥିଲାଗି ଭାରତ ନିର୍ବାଚନ ଆୟୋଗ(ଇସିଆଇ) ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମୁଖ୍ୟଙ୍କ ସହିତ ଶୁକ୍ରବାର ବୈଠକ କରି ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଇସିଆଇଙ୍କ ପକ୍ଷରୁ ନୂଆଦିଲ୍ଲୀର ନିର୍ବାଚନ ସଦନରେ ବହୁ-ବିଭାଗୀୟ … Read More

ବିହାର ବିଧାନସଭା ନିର୍ବାଚନ: ପରସ୍ପର ବିରୋଧରେ ପ୍ରାର୍ଥୀ ଦେଲେ କଂଗ୍ରେସ-ଆରଜେଡି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନର ଶେଷ ଦିନ ଆଜି ଥିବାବେଳେ ବହୁ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ, ମହାଗଠବନ୍ଧନ ମଧ୍ୟରେ ଆସନ ବଣ୍ଟନ ସମ୍ପର୍କରେ ଚୂଡ଼ାନ୍ତ ଚିତ୍ର ଏପର୍ଯ୍ୟନ୍ତ ପ୍ରକାଶ … Read More

ଜୁବଲି ହିଲ୍ସ ବିଧାନସଭା ଉପନିର୍ବାଚନ: କଂଗ୍ରେସକୁ ସମର୍ଥନ ଦେଲେ ଓୱେସି

ହାଇଦ୍ରାବାଦ: ତେଲେଙ୍ଗାନାରେ ଜୁବଲି ହିଲ୍ସ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ( Congress) ପ୍ରାର୍ଥୀ ନବୀନ ଯାଦବ ଶୁକ୍ରବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ଦଳର ବରିଷ୍ଠ ନେତା ଏବଂ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ଉପସ୍ଥିତ ଥିଲେ, … Read More

ଶତ୍ରୁ ପାଇଁ କାଳ Tejas Mk-1A ଲଢ଼ୁଆ ବିମାନ, ପ୍ରଥମ ଉଡ଼ାଣ ସଫଳ

ନୂଆଦିଲ୍ଲୀ : ଭାରତର ସ୍ବଦେଶୀ ଲଢୁଆ ବିମାନ ତେଜସ୍ ନାସିକ ହାଲ୍ କାରଖାନାରେ ନିର୍ମିତ ହୋଇଛି । Tejas Mk-1A ଲଢ଼ୁଆ ବିମାନର ଲୋକାର୍ପଣ ଏବଂ ଏହାର ସଫଳ ଉଡ଼ାଣ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ … Read More

୭୦୦ ବିଲିଅନ ଡଲାର ତଳକୁ ଖସିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୦୦ ବିଲିଅନ ଡଲାର ତଳକୁ ଖସି ଆସିଛି। ଅକ୍ଟୋବର ୩ ତାରିଖରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ମୁଦ୍ରା ଭଣ୍ଡାର ୨୭୬ ମିଲିଅନ ଡଲାର ହ୍ରାସ ପାଇ ୬୯୯.୯୬ ବିଲିଅନ ଡଲାରରେ ପହଞ୍ଚିଥିଲା ବୋଲି ଭାରତୀୟ … Read More

ସବୁଠୁ ଶକ୍ତିଶାଳୀ ସିଙ୍ଗାପୁର ପାସପୋର୍ଟ : ୮୫ତମ ସ୍ଥାନରେ ଭାରତ

ଲଣ୍ଡନ: ହେନଲି ପାସପୋର୍ଟ ସୂଚକାଙ୍କ ପକ୍ଷରୁ ଚଳିତବର୍ଷ ପାଇଁ ବିଭିନ୍ନ ଦେଶର ପାସପୋର୍ଟ ତାଲିକା ଜାରି କରାଯାଇଛି। ତଦନୁଯାୟୀ ସିଙ୍ଗାପୁର ପାସପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସବୁଠୁ ଶକ୍ତିଶାଳୀ ପାସପୋର୍ଟ ଭାବେ ମାନ୍ୟତାଲାଭ କରିଛି। ସିଙ୍ଗାପୁର ପାସପୋର୍ଟଧାରୀ ବ୍ୟକ୍ତି ବିନା … Read More

ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ବିରତି ସମୟ ଶେଷ, ଚିନ୍ତାରେ ଶେହବାଜ

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତି ସମୟ ଶୁକ୍ରବାର ସନ୍ଧ୍ୟା ୬ଟାରେ ଶେଷ ହେଉଛି। ଯୁଦ୍ଧ ବିରତି ଶେଷ ହେବା ପରେ ପୁଣି ଥରେ ଆକ୍ରମଣ ପ୍ରତିଆକ୍ରଣ ଆରମ୍ଭ ହୋଇଯିବାର ଆଶଙ୍କା ରହିଛି। ଯାହାକୁ ନେଇ ଚିନ୍ତାରେ … Read More

ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ହର୍ଷ ସାଙ୍ଘଭୀ

ଗୁଜରାଟ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂଆ କ୍ୟାବିନେଟ ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି । ହର୍ଷ ସାଙ୍ଘଭୀ ଉପ … Read More

ଋଷ ଠାରୁ ତେଲ କିଣା ପ୍ରସଙ୍ଗ ଉପରେ ଟ୍ରମ୍ପଙ୍କୁ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଋଷ ଠାରୁ ତେଲ କିଣା ପ୍ରସଙ୍ଗ ଉପରେ ଜବାବ ରଖିଲା ଭାରତ । ଟ୍ରମ୍ପଙ୍କ ଦାବିକୁ ନେଇ କେନ୍ଦ୍ର ସରକାର କହିଲେ ଦେଶର ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷାକୁ ଦିଆଯିବ ଅଗ୍ରାଧିକାର । ହଁ ଦର୍ଶକବନ୍ଧୁ, ପୁଣି ଆମେରିକା ରାଷ୍ଟ୍ରପତିଙ୍କର ବିଭ୍ରାନ୍ତିକର ବୟାନ ସମସ୍ତଙ୍କୁ … Read More

ଡିଭାଇଡର ଉପରେ ଚଢିଗଲା କାର୍, ୩ ମୃତ

ବରଗଡ଼ : ଡିଭାଇଡର ଉପରେ ଚଢିଗଲା କାର୍, ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ବରଗଡ଼ ଭଟଲି ଛକ ଓଭର ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା … Read More