ଲୋକସଭା ନିର୍ବାଚନରେ ​​ଭୋଟ ଚୋରି କରି ଏନଡିଏ ସରକାର ଗଠନ କରିଛି: ରାହୁଲ

ନାଳନ୍ଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛନ୍ତି ବିରୋଧୀ ଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀ। ରାହୁଲ ଲଗାତାର ଦ୍ୱିତୀୟ ଦିନ ପାଇଁ ବିହାର ବିଧାନସଭା ନିର୍ବାଚନ ରାଲି କରିଛନ୍ତି। … Read More

ପଣବନ୍ଦୀ ଥିବା ୧୭ ଶିଶୁ ଉଦ୍ଧାର, ପୁଲିସ ଗୁଳିରେ ୟୁଟ୍ୟୁବର ନିହତ

ମୁମ୍ବଇର ରା’ ଷ୍ଟୁଡିଓରେ ପଣବନ୍ଦୀ ଡ୍ରାମା ଶେଷ ହୋଇଛି। ୩ ଘଣ୍ଟାର ହାଇଡ୍ରାମା ପରେ ପୁଲିସ ଗୁଳିରେ ପିଲାଙ୍କୁ ପଣବନ୍ଦୀ ରଖି ଆତଙ୍କ ସୃଷ୍ଟି କରିଥିବା ଜଣେ ୟୁଟ୍ୟୁବର ରୋହିତ ଆର୍ଯ୍ୟା ନିହତ ହୋଇଛି। ଏହା ସହିତ ସେ ପଣବନ୍ଦୀ ରଖିଥିବା … Read More

ମୁଜାଫରପୁରରେ ଆରଜେଡି-କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ

ପାଟନା: ବନ୍ଧୁକ, ନିଷ୍ଠୁରତା, ତିକ୍ତତା, କୁଶାସନ, ଦୁର୍ନୀତି ଏହି ପାଞ୍ଚଟି ଶଦ୍ଦର ପ୍ରୟୋଗ କରି ଆରଜେଡି-କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବିହାରରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଆରଜେଡି ଏବଂ କଂଗ୍ରେସ ସରକାର ସମୟରେ ହୋଇଥିବା ପାଞ୍ଚଟି … Read More

ପିଓକେରେ ବଢୁଛି ଆତଙ୍କବାଦୀ କାର୍ଯ୍ୟକଳାପ: ଭାରତକୁ ଅନୁପ୍ରବେଶ ଅପେକ୍ଷାରେ ୧୨୦ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ସୀମା ଦେଇ ପାକିସ୍ତାନ ପଟୁ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ୧୨୦ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ଅଛନ୍ତି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଗତ କିଛିଦିନ … Read More

ଫେବ୍ରୁଆରି ୧୭ରୁ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) 2026 ବୋର୍ଡ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ କରିଛି। ପ୍ରକାଶିତ ତାରିଖ ଅନୁଯାୟୀ, CBSE ଦଶମ ପରୀକ୍ଷା ଫେବୃଆରୀ 17, 2026 ରୁ ଆରମ୍ଭ ହୋଇ ମାର୍ଚ୍ଚ 10, 2026 … Read More

ହିନ୍ଦୀରେ ପ୍ରେସକ୍ରିପସନ ଲେଖିବେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା AIIMSର ଡାକ୍ତରମାନେ ଏବେ ହିନ୍ଦୀରେ ପ୍ରେସକ୍ରିପସନ୍ ଲେଖିବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଡାକ୍ତରମାନଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ବ୍ୟବହାର କରିବାକୁ ଉତ୍ସାହିତ କରାଯିବ। ହିନ୍ଦୀରେ ପ୍ରେସକ୍ରିପସନ୍ ଏବଂ … Read More

ଗେରୁଆ ନଦୀରେ ବୁଡ଼ିଲା ଡଙ୍ଗା, ୮ ନିଖୋଜ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବହରାଇଚ ବଡ଼ ଅଘଟଣ । ଗେରୁଆ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୨୨ ଜଣ ବୁଡ଼ିଯାଇଛନ୍ତି । ଏହି ଘଟଣାରୁ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୮ ଜଣ ନିଖୋଜ ରହିଛନ୍ତି । ଏସଡିଆରଏଫ … Read More

କଣ୍ଟ୍ରାକ୍ଟ କିଲର ଲଗାଇ ଭିଣେଇକୁ ମାରିଲା ଶାଳୀ

ମଧ୍ୟପ୍ରଦେଶ: ବିବାହ ପୂର୍ବରୁ ଭିଣେଇ ସହ ଅବୈଧ ସମ୍ପର୍କ ରଖିଥିଲା ଶାଳୀ । ବାହା ହୋଇଗଲା ପରେ ଆରମ୍ଭ ହେଲା ସମସ୍ୟା । ଭିଡିଓ ରଖି ବାରମ୍ବାର ଶାଳୀକୁ ବ୍ଲାକମେଲ୍ କରୁଥିଲା ଭିଣେଇ । ଏଥିରେ ଅତିଷ୍ଠ ହୋଇଗଲା ଶାଳୀ ଆଉ … Read More

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଉତ୍ତର ପ୍ରଦେଶ: ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯାତନା ଦେଲା ସ୍ବାମୀ । ସାତ ଜନ୍ମ ପାଇଁ ହାତ ଧରିଥିଲା କିନ୍ତୁ ଗୋଟିଏ ଜନ୍ମ ପାଇଁ ବି ସାଥ୍ ଦେଲାନି । ଓଲଟା ହତ୍ୟା କରି ଦୁର୍ଘଟଣାର ରୂପ ଦେଲା ସ୍ବାମୀ । … Read More

ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା । ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷା ପାଇଁ ପେଣ୍ଟାଗନକୁ ନିର୍ଦ୍ଧେଶ ଦେଇଛନ୍ତି ଟ୍ରମ୍ପ। ଚୀନ୍ ଓ ରୁଷ ଚାଲୁ … Read More