ଏକ୍ସପାଇରି ଔଷଧ ଖାଇ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦୁଝର/ବାଂଶପାଳ: ‌କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ନାବାଳିକା ଝିଅ (୧୧ବର୍ଷ) ଏକ୍ସପାଇରି ‌ଔଷଧ ଖାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତ ଗୁରୁବାର (୪ ଜୁନ୍‌) ସନ୍ଧ୍ୟାରେ ଆଶାକର୍ମୀ … Read More

ପିଓକେରେ ହେଉଥିବା ଅତ୍ୟାଚାର ବିରୋଧରେ ଲଣ୍ଡନ ରାଜରାସ୍ତାରେ କାଶ୍ମୀରବାସୀଙ୍କ ବିଦ୍ରୋହ

ଲଣ୍ଡନ,୯/୬: ପାକ୍ ଅଧିକୃତ ଜମ୍ମୁ ଏବଂ କାଶ୍ମୀର(ପିଓକେ)ରେ ଚାଲିଥିବା ଉତ୍ତେଜନା ଏବେ ସାତ ସମୁଦ୍ର ପାର ହୋଇ ବ୍ରିଟେନର ରାଜରାସ୍ତା ପର୍ଯ୍ୟନ୍ତ ପହଞ୍ଚିଛି। ୟୁକେରେ ରହୁଥିବା ଶହ ଶହ କାଶ୍ମୀର ପ୍ରବାସୀ ଏବଂ ମାନବାଧିକାର କର୍ମୀ ପାକିସ୍ତାନ ସରକାର ଏବଂ ସେନାର … Read More

ଟିଭିକେକୁ ସମର୍ଥନ କରିଥିବା ୨୧ ବିଦ୍ରୋହୀ ଏଆଇଏଡିଏମ୍‌କେ ବିଧାୟକଙ୍କୁ ଆଶ୍ୱସ୍ତି

ବେଙ୍ଗାଲୁରୁ: ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ ଏଡାପାଡି କେ ପଲାନିସ୍ୱାମୀଙ୍କୁ ଆଉ ଏକ ଝଟକା ଦେଇ ତାମିଲନାଡୁ ବାଚସ୍ପତି ଜେସିଡି ପ୍ରଭାକର ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କୁ ସମର୍ଥନ କରିଥିବା ଦଳର ୨୧ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ … Read More

ଭୂକମ୍ପରେ ଥରିଲା କ୍ୟୁବା

ନୂଆଦିଲ୍ଲୀ:ଭୂକମ୍ପରେ ଥରିଲା କ୍ୟୁବା। ଶକ୍ତିଶାଳୀ ଭୂକମ୍ପ କ୍ୟୁବାରେ ଅନୁଭୂତ। ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା । ମେକ୍ପିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଭୂକମ୍ପର ଝଟକା । ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀରେ ଭୂକମ୍ପର ଝଟକା … Read More

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ନେଇ ବଡ ନିଷ୍ପତ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଅବିବାହିତ ବୟସ୍କଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କକୁ ” ନୈତିକ ପତନ” (କଳଙ୍କ) ବୋଲି ବିବେଚନା କରାଯାଇପାରିବ ନାହିଁ ଏବଂ … Read More

ଦଳରୁ ବହିଷ୍କାର ହେବେ କି ମମତା ବାନାର୍ଜୀ !!

କଲକାତା : ଦଳରୁ ବହିଷ୍କାର ହେବେ କି ମମତା ବାନାର୍ଜୀ? ପଶ୍ଚିମବଙ୍ଗରେ (ଟିଏମସି) ବିଦ୍ରୋହ ଏବଂ ବିଭାଜନ ସହିତ ସଂଘର୍ଷ କରୁଛି। ମମତା ବାନାର୍ଜୀଙ୍କ ରାଜନୈତିକ ଭବିଷ୍ୟତ ବାଜିରେ ଲାଗିଛି। ସେ ଟିଏମସି ଏବଂ ସଭାପତି ପଦ ହରାଇବାର ଏବଂ ବହିଷ୍କାର … Read More

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ଦଳର ବିପର୍ଯ୍ୟସ୍ଥ ଅବସ୍ଥା ସମୟରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ମଙ୍ଗଳବାର ଦିଲ୍ଲୀରେ ସୋନିଆଙ୍କ ବାସଭବନରେ ହୋଇଥିବା ବୈଠକରେ, ଦୁଇ ନେତ୍ରୀ ଇଣ୍ଡି ମେଣ୍ଟ ବୈଠକ ପରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ … Read More

ଇରାନରେ ସବୁ ମହଙ୍ଗା : ବଢିଯାଇଛି ଖାଦ୍ୟ ଏବଂ ଔଷଧ ଦାମ୍, EMIରେ ଲୋକେ କିଣୁଛନ୍ତି ଚାଉଳ-ରୁଟି

ତେହେରାନ,୦୯|୦୬:ଇସ୍ରାଏଲ୍ ଓ ଆମେରିକା ସହ ଚାଲିଥିବା ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ଇରାନବାସୀଙ୍କ ଜୀବନକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି। ଦେଶରେ ମହଙ୍ଗା ମାଡ଼ ଏବଂ ଆର୍ଥିକ ସଙ୍କଟ ଏପରି ଚରମ ସୀମାରେ ପହଞ୍ଚିଛି ଯେ, ମାସ ଅଧାରୁ ହିଁ ଲୋକଙ୍କ ଦରମା … Read More

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ବ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି। ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତି ଦେଶ ଭିତରେ … Read More

ସାର ସବ୍‌ସିଡି ଦୁଇଗୁଣା କରିବାକୁ ଦାବି, ୧.୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ଉପରେ ୧୦୦% ବୃଦ୍ଧି ପ୍ରସ୍ତାବ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସାର କ୍ଷେତ୍ର ଉପରେ ମଧ୍ୟ ପଡ଼ିଛି । ଆଗାମୀ ଦିନରେ ଏହି କ୍ଷେତ୍ର ଉପରେ ଅଧିକ ଚାପ ପଡ଼ିବା ଆଶଂକା କରାଯାଉଛି । ସରକାରୀ ସୂତ୍ର ଅନୁସାରେ ବୈଶ୍ୱିକ ଯୋଗାଣ ସହ ଜଡ଼ିତ ଆହ୍ୱାନ ଓ … Read More