‘ଅପରେସନ ଡେଲଟା ହଣ୍ଟ୍‌: ୩୬୨ ବାଂଲାଦେଶୀ ଗିରଫ, ୭୮୨ ସନ୍ଦୀଗ୍ଧ ଅଟକ

ଅହମଦାବାଦ: ଗୁଜରାଟରେ ଅପରେସନ ଡେଲଟା ହଣ୍ଟ୍‌’ ଅଧୀନରେ ଏକାଧିକ ସହର ଏବଂ ଜିଲ୍ଲାମାନଙ୍କରେ ଚଢ଼ଉ କରାଯାଇଛି ଏବଂ ୩୬୨ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଗୁଜରାଟ ପୁଲିସ ମଧ୍ୟ ଅପରେସନ୍‌ ଡେଲଟା ହଣ୍ଟ୍‌ ଅଧୀନରେ ୭୮୨ ସନ୍ଦୀଗ୍ଧଙ୍କୁ ଅଟକ ରଖି ଜେରା … Read More

ଗାଜାରେ ଇସ୍ରାଏଲର ଆକ୍ରମଣ, ୮ ମୃତ, ୧୫ ଆହତ

ଗାଜା : ଗାଜାରେ ଇସ୍ରାଏଲ  ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଗାଜା ସହରର ପଶ୍ଚିମ ଭାଗରେ ଏକ ଜନବସତି ଅଞ୍ଚଳରେ ଏକ ଘର ଉପରେ ଇସ୍ରାଏଲ ଆକ୍ରମଣ କରିବା ଫଳରେ ୭ ଜଣଙ୍କର ମୃତ୍ୟୁ … Read More

କୁଏତରୁ ଫେରୁଥିଲା ବେଳେ ଡ୍ରୋନ ଆକ୍ରମଣରେ ଚାଲିଗଲା ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ : କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ମଧ୍ୟପ୍ରଦେଶର ଉଜ୍ଜୟନୀର ବାସିନ୍ଦା ୫୦ ବର୍ଷ ବୟସ୍କ ମଞ୍ଜୁର ଅହମ୍ମଦଙ୍କ ମୃତ୍ୟୁ ହୋଇଛି । ମଞ୍ଜୁର ତାଙ୍କ ଭାଣିଜୀଙ୍କ ବାହାଘର ପାଇଁ ଭାରତ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ … Read More

ଏଣିକି ଅଦାଲତରେ AIରେ ହେବ କାମ, ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନେଇ ଆସିଲା ବଡ ଖବର। ଏଣିକି ଦେଶର ବିଭିନ୍ନ କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଏବଂ ଉନ୍ନତ କରିବା ପାଇଁ ଏଆଇ ବ୍ୟବହାର କରାଯାଇପାରିବ। ସୁପ୍ରିମକୋର୍ଟର କୃତ୍ରିମ ବୁଦ୍ଧିମତ୍ତା କମିଟି “ଅଦାଲତରେ କୃତ୍ରିମ ବୁଦ୍ଧିମତ୍ତାର … Read More

ବାକି ଟଙ୍କା ନ ଦେବାରୁ ନାବାଳିକାର ଯୋଡିଥିବା ହାଡ଼କୁ ଭାଙ୍ଗିଦେଲେ ଡାକ୍ତର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଜଫରନଗର ସ୍ଥିତ ଜିଲ୍ଲା ହସପିଟାଲରେ ଅଭାବନୀୟ ଘଟଣା । ଟଙ୍କା କେଇଟା ପାଇଁ ଡାକ୍ତର ସାଜିଲା ନରରାକ୍ଷସ । ବାକି ଟଙ୍କା ନମିଳିବାରୁ ଭାଙ୍ଗିଦେଲା ନୀରିହର ଗୋଡ଼ । ଯେଉଁ ହାତରେ ହାଡ଼ ଯୋଡ଼ିଥିଲେ, ସେହି ହାତରେ ପୁଣି … Read More

କେରଳମ୍ ଛୁଇଁଲା ମୌସୁମୀ, ଏଥର ୮ ଦିନ ବିଳମ୍ବ

କେରଳମ : କେରଳମ୍ ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟରେ କେରଳମ୍ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ମେ’ ୨୬ରେ ମୌସୁମୀ … Read More

ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ, Z+ରୁ ମିଳିଲା Y କ୍ୟାଟେଗୋରୀ ସୁରକ୍ଷା

କୋଲକତା : ପଶ୍ଚିମବଙ୍ଗରେ ଟିଏମସିର କ୍ଷମତା ଯିବା ପରେ ଏହାର ପ୍ରଭାବ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ଉପରେ ପଡ଼ିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜେପି ସରକାର ଆସିବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲିଙ୍କ ସୁରକ୍ଷାକୁ Z+ ବର୍ଗରୁ … Read More

ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ; ଚାଲିଗଲା ୧୦ ଜୀବନ

ପାଟନା : ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ଚାଲିଗଲା ୧୦ ଜଣଙ୍କ ଜୀବନ। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବିହାରର ମୁଜାଫରପୁର ଜିଲ୍ଲାର ପ୍ରସାଦ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା। ସକାଳ ୯:୩୦ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା … Read More

ଦେବାଶିଷ ସାମନ୍ତରାୟ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ଗୁରୁବାର ପ୍ରାର୍ଥୀକୁ ଘୋଷଣା କରିଛି ବିଜେପି। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। … Read More

ସାତକୋଶିଆରେ ନରହନ୍ତା ଦନ୍ତାକୁ ଛଡାଯିବା ପରେ ରେଞ୍ଜ ଅଫିସ ଘେରାଉ କଲେ ସ୍ଥାନୀୟ ଲୋକେ

ଠାକୁରମୁଣ୍ଡା:ଅନୁଗୁଳର ଦୁର୍ଦ୍ଧାନ୍ତ ନରହନ୍ତା ଦନ୍ତା ହାତୀକୁ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ଛଡାଯିବା ଖବର ପରେ ,ରେଞ୍ଜ ଅଫିସ ଘେରାଉ କଲେ ସ୍ଥାନୀୟ ଲୋକେ।ଅନୁଗୁଳ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ମଣିଷ ମରା ଦୁର୍ଦ୍ଧାନ୍ତ ଦନ୍ତା ହାତୀକୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ … Read More