+୩ ସିଟ୍ ସଂଖ୍ୟା ବଢାଇଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷ ପାଇଁ ସ୍ନାତକ(ୟୁଜି) ସିଟ୍ ସଂଖ୍ୟା ବଢାଇଲା ଉଚ୍ଚଶିକ୍ଷା ବିଭାଗ। ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ସରକାରୀ କଲେଜରେ ୪୬୮୪ ସିଟ୍, ୪୮୮ ବର୍ଗ କଲେଜରେ ୩୪୧୬ … Read More

ଭତ୍ତା ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ୧୮ ଲକ୍ଷ ଲୋକଙ୍କୁ ଭତ୍ତା ମିଳିନଥିବା ଅଭିଯୋଗ

ଭୁବନେଶ୍ୱର : ଭତ୍ତା ବନ୍ଦକୁ ନେଇ ଓଡ଼ିଶା ରାଜନୀତି ଗରମ ! । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଭତ୍ତା ନମିଳିବାରୁ ମୃତ୍ୟୁ ଅଭିଯୋଗ । ଗରିବଙ୍କ ଭତ୍ତା ପାଇଁ ଟେକ୍ନୋଲୋଜି ବାହାନା ଚଳିବନି । ରାଜ୍ୟରେ ଭତ୍ତା ପ୍ରଦାନରେ … Read More

ଅସରାଏ ବର୍ଷାରେ ସିଲଭର୍ ସିଟି କଟକ ବେହାଲ, ଏସସିବି ପରିସରରେ ଆଣ୍ଠୁଏ ଉଚ୍ଚର ପାଣି

କଟକ:  ବିଶ୍ୱ ସ୍ତରୀୟ ହେବାକୁ ଥିବା କଟକ ଏସସିବି ମେଡିକାଲର ବିକଳ ଚିତ୍ର । ପ୍ରବଳ ବର୍ଷା ଯୋଗୁଁ ଏସସିବି ମେଡିକାଲ ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ହନ୍ତସନ୍ତ ହେଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ଡ୍ରେନେଜ ଓ … Read More

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, କାଲି ଆସିବେ ପ୍ରଧାନମନ୍ତ୍ରୀ

ବାଙ୍ଗିରିପୋଷି: ମୟୂରଭଞ୍ଜ ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏମସ ଦ୍ବାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ପଶ୍ଚିମବଙ୍ଗ … Read More

ଟିଏମସିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରିୟା ମଲ୍ଲିକ

କଲକାତା : ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରିୟା ମଲ୍ଲିକ ସମସ୍ତ ଟିଏମସି ପଦବୀରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଦିନ ସେ ଅସୁସ୍ଥ ସ୍ୱାସ୍ଥ୍ୟ କାରଣ ଦର୍ଶାଇ ସମସ୍ତ ଟିଏମସି ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫାପତ୍ରକୁ ସାର୍ବଜନୀନ କରି ପୂର୍ବତନ … Read More

ଟେଲିଗ୍ରାମ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଜୁନ୍ ୨୨ ପର୍ଯ୍ୟନ୍ତ ଜାରି ରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଟେଲିଗ୍ରାମ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । NEET ପୁନଃପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଟେଲିଗ୍ରାମ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି … Read More

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ସ୍ୱଚ୍ଛ ଓ ନକଲ-ମୁକ୍ତ ପରୀକ୍ଷା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍ । ୨୧ ତାରିଖରେ ହେବାକୁ ଥିବା NEET-UG ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି … Read More

୫୬ତମ ଜନ୍ମଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଲୋକସଭା ବିପକ୍ଷ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ୫୬ତମ ଜନ୍ମ ଉତ୍ସବ । ଏହି ଅବସରରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ରାହୁଲଙ୍କ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା … Read More

ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ, ୧୬ ମୃତ

ନୂଆଦିଲ୍ଲୀ: ଗୁରୁବାର-ଶୁକ୍ରବାର ରାତିରେ ଇସ୍ରାଏଲ ଦକ୍ଷିଣ ଲେବାନନ୍ ଉପରେ ଭୟଙ୍କର ଆକ୍ରମଣ କରିଛି । ଫଳରେ ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନେକ ଆହତ ହୋଇଥିବା ସହ ଅନେକ ନିଖୋଜ ଥିବା ଜଣାପଡିଛି । ଲେବାନନର … Read More

ଆମେରିକା-ଇରାନ ଚୁକ୍ତି ପରେ ଗୁଜୁରାଟରେ ପହଞ୍ଚିଲା ପ୍ରଥମ ଏଲଏନଜି ଟ୍ୟାଙ୍କର୍

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଶକ୍ତି କ୍ଷେତ୍ର ସହ ଜଡିତ ଭଲ ଖବର ଆସିଛି। ଭାରତର ପ୍ରଥମ ତରଳ ପ୍ରାକୃତିକ ଗ୍ୟାସ(LNG) ଟ୍ୟାଙ୍କର, ‘ଦିଶା’ ସଫଳତାର ସହ ହରମୁଜ୍ ପ୍ରଣାଳୀ … Read More