ଜେଲ୍ ଓ୍ବାର୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାର୍ଟର୍ସରୁ ଗଳିତ ମୃତଦେହ ଉଦ୍ଧାର

କୋରାପୁଟ: କ୍ବାର୍ଟର୍ସରୁ ଉଦ୍ଧାର ହେଲା ଜେଲ ଓ୍ବାର୍ଡରଙ୍କ ମୃତଦେହ । କୋରାପୁଟ ଜେଲରେ ୱାର୍ଡର ଭାବେ କାର୍ଯ୍ୟରତ ଦାମୋଦର ତ୍ରିପାଠୀଙ୍କ ମୃତଦେହ ଏକ କ୍ୱାର୍ଟର୍ସ ଭିତରୁ ଉଦ୍ଧାର କରାଯାଇଛି । ମୃତକଙ୍କ ଘର ଜୟପୁରସ୍ଥିତ କେଲାନଗରରେ ବୋଲି ପୋଲିସ ପକ୍ଷରୁ ସୂଚନା … Read More

ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ନିର୍ବାଚନ ବାତିଲ୍‌ ପ୍ରତିବାଦରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ନୟାଗଡ଼ : କଲେଜ ନିର୍ବାଚନ ପାଇଁ କ୍ୟାମ୍ପସ ସରଗରମ । ସରିଲାଣି ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ । ଦିନ ୩ଟାରେ ଆସିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ତେବେ ଏଭଳି ସ୍ଥିତିରେ କିଛି ସ୍ଥାନରେ ନିର୍ବାଚନ ବାତିଲ୍ ପ୍ରତିବାଦରେ ଧାରଣା ଦେଇଛନ୍ତି … Read More

ରେଳ ଲାଇନରେ ଶୋଇ ଭିଡିଓ ବନାଇବା ବେଳେ ଚାଲିଗଲା ନାବାଳକର ଜୀବନ

ବୌଦ୍ଧ: ରେଳ ଲାଇନରେ ଶୋଇ ଷ୍ଟଣ୍ଟ ଭିଡିଓ ବନାଇ ଭାଇରାଲ ହୋଇଥିଲେ । ଏହାକୁ ନେଇ ପୋଲିସ ଗତବର୍ଷ ଜୁଲାଇ ମାସରେ ପୋଲିସ ନାବାଳକଙ୍କୁ ତାଗିଦ ବି କରିଥିଲା । ହେଲେ ଏଥର କିନ୍ତୁ ଆଉ ବର୍ତ୍ତିଲେନି । ସମାନ ଢଙ୍ଗରେ … Read More

ଦେବଗଡ଼ କଲେଜରେ ପ୍ରାର୍ଥୀପତ୍ର ନାକଚ ନେଇ ଛାତ୍ର ଅଶାନ୍ତି, ଟାୟର ଜାଳି ରାସ୍ତା ଅବରୋଧ

ଦେବଗଡ଼: ଦୀର୍ଘ ଆଠ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜଧାନୀ ଭୁବନେଶ୍ଵରଠୁ ନେଇ ଗ୍ରାମାଞ୍ଚଳ କଲେଜ ପର୍ଯ୍ୟନ୍ତ ସବୁଠି ମାହୋଲ ସରଗରମ। ଅନେକ କଲେଜରେ ନିର୍ବାଚନକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଲାଣି। ଏହି … Read More

ଜେଲ ଗଲେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳ ବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର। ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହି ଘଟଣା ସରକାରୀ ଅଧିକାରୀଙ୍କ ସମ୍ପତ୍ତି ଠୁଳକୁ ନେଇ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ପ୍ରସନ୍ନ କୁମାର ପାତ୍ରଙ୍କ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକର ମୋଟ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ସମ୍ପତ୍ତିର ତଥ୍ୟ ମିଳିଥିବା ଜଣାପଡ଼ିଛି। ଭିଜିଲାନ୍ସ ଚଢ଼ାଉ ବେଳେ ପ୍ରାୟ ୧ କୋଟି ୪୬ ଲକ୍ଷ ଟଙ୍କାର ଜମାରାଶି ଏବଂ ୨୧୧ ଗ୍ରାମ୍‌ ସୁନା ଠାବ ହୋଇଥିବା ସୂଚନା ମିଳିଛି।ଏହା ସହ ଭୁବନେଶ୍ୱରରେ ୪ଟି ବହୁତଳ କୋଠା ଓ ଗୋଟିଏ ଫ୍ଲାଟ୍‌ ଥିବା ଜଣାପଡ଼ିଛି। ଏଥିସହ ଭୁବନେଶ୍ୱର ଉପକଣ୍ଠରେ ୭ଟି ଦାମୀ ପ୍ଲଟ୍‌ ମଧ୍ୟ ଠାବ କରାଯାଇଛି।

ଆରଡେଇ ନଦୀରେ ବୁଡ଼ିଗଲେ ଦୁଇ ଭାଇ: ଜଣଙ୍କର ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

ଯୋଡ଼ା : ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭାଇ ।  କେନ୍ଦୁଝର ଝୁମ୍ପୁରା ଥାନା ତେଲି ଅର୍ଶଳା ଗାଁ ମୁସଲିମ ବସ୍ତିରେ ଅଘଟଣ ।  ମହମ୍ମଦ ମହିବୁର ରହେମନଙ୍କ ଦୁଇ ନାବାଳକ ସମେତ ସେହି ଗାଁର ଅନ୍ୟଜଣେ ନାବାଳକ ଆରଡେଇ ନଦୀକୁ ଗାଧେଇବାକୁ … Read More

ଉମରକୋଟ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା, ଅଣଛାତ୍ରଙ୍କୁ ଛୁରାମାଡ଼

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବେଳେ କଲେଜ କ୍ୟାମ୍ପସ ବାହାରେ ଗତକାଲି ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଦୁଇ … Read More

ନାଗ ସହ ରିଲ୍ସ, ସର୍ପାଘାତରେ ଯୁବକ ମୃତ

ପୁରୀ : ମହଙ୍ଗା ପଡ଼ିଲା ନାଗ ସହ ରିଲ୍ସ । ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ଯୁବକଙ୍କ ମୃତ୍ୟୁ ଘଟିଛି ।  ମୃତ ଯୁବକ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ … Read More

R&B ଡିଭିଜନ୍ -୧ରେ ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍ ମାମଲା; ଆଉ ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ R&B ଡିଭିଜନ୍-୧ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ୯.୨୪ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗ ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ତିନିଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ଟ୍ରେଜେରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। … Read More

ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ

ଭଦ୍ରକ: ଭଦ୍ରକ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ବିଭିନ୍ନ ଛାତ୍ର ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ଅଶାନ୍ତି ସୃଷ୍ଟି ହେବା ପରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି … Read More