ଆଶୁତୋଷ ଦୀକ୍ଷିତ ନୂଆ ବାୟୁସେନା ମୁଖ୍ୟ ନିଯୁକ୍ତ, ଆସନ୍ତା ୩୧ରେ ଦାୟିତ୍ବଗ୍ରହଣ

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ … Read More

କେମିଷ୍ଟ୍ରିରେ ନୋବେଲ୍: ହେନେରୀ ବି. କାଗନ ଓ କେନ୍ସୋ ସୋଆଇଙ୍କୁ ସମ୍ମାନ

ଷ୍ଟକହୋମ୍: ୨୦୨୬ ମସିହା ପାଇଁ ରସାୟନ ବିଜ୍ଞାନର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଅସମମିତ ଜୈବିକ ସଂଶ୍ଳେଷଣରେ ଅଣ-ରୈଖିକ ପ୍ରଭାବ ଏବଂ ଅଟୋକାଟାଲିସିସ୍‌ … Read More

ଭାରତୀୟ ନୌସେନାରେ ହନିଟ୍ରାପ୍ ଆଶଙ୍କା: ସନ୍ଦେହ ଘେରରେ୧୩ ଯବାନ

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ନେଟୱାର୍କ ସର୍ବଦା ଜାତୀୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିଆସିଛି । ସୈନିକମାନଙ୍କଠାରୁ ହନିଟ୍ରାପ୍ କରି ସମ୍ବେଦନଶୀଳ ସୂଚନା ହାସଲ କରୁଥିବା ପାକିସ୍ତାନୀ ନେଟୱାର୍କର ପର୍ଦ୍ଦାଫାସ କରିବା ପାଇଁ ଅପରେସନ୍ ଫାୟାରୱାଲ୍-୨୦୨୬ ଆରମ୍ଭ କରାଯାଇଛି । … Read More

ତୈଳବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ, ୨୩ ଭାରତୀୟ ନାବିକ ସୁରକ୍ଷିତ ଉଦ୍ଧାର

ୟୁକ୍ରେନ୍: କୃଷ୍ଣ ସାଗରରେ ତୈଳବାହୀ ଜାହାଜ ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ  କରିଛି । ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ୨୩ ଭାରତୀୟ ନାବିକ । ​ଏହି ଆକ୍ରମଣରେ ଲାଇବେରିଆ ପତାକାବାହୀ ‘ଆଫ୍ରାମାକ୍ସ ରିଓ’ ଟ୍ୟାଙ୍କରରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । … Read More

୨୫ ବର୍ଷର ରାଜନୈତିକ ଓ ପ୍ରଶାସନିକ ଯାତ୍ରା: ଜନତାଙ୍କ ଆଶୀର୍ବାଦ ମୋର ସବୁଠୁ ବଡ଼ ଶକ୍ତି-ପିଏମ୍ ମୋଦୀ

ନୂଆଦିଲ୍ଲୀ : ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୁବପିଢିଙ୍କୁ ଦେଶର ବିକାଶ ପାଇଁ ଶକ୍ତି ଏବଂ ସାହସ ସହିତ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଛନ୍ତି । ଜନତାଙ୍କ ଆଶୀର୍ବାଦ ମୋର ସବୁଠୁ … Read More

ସୀମାପୁରୀରେ ଭୁଶୁଡ଼ିଲା ୪ ମହଲା କୋଠା, ମାଟି ତଳେ ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ : ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୪ ମହଲା କୋଠା । ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା । ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଭଗ୍ନାବଶେଷ ତଳେ ଅନେକ ଲୋକ … Read More

ନୌସେନାର ଶକ୍ତି ବୃଦ୍ଧି କରିବ ବ୍ରହ୍ମୋସ୍; ୬୬୧ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକର ସାମୁଦ୍ରିକ ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୬୬୧.୫୦ କୋଟି ଟଙ୍କାର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ଅଧୀନରେ ନୌସେନାର ଜାହାଜଗୁଡ଼ିକ ପାଇଁ ‘ବ୍ରହ୍ମୋସ୍’ (BrahMos) ଫାୟାର୍ କଣ୍ଟ୍ରୋଲ୍ ସିଷ୍ଟମ୍ … Read More

୪ ବର୍ଷ ପରେ ରେପୋ ରେଟ୍‌ରେ ବୃଦ୍ଧି କଲା RBI, ମହଙ୍ଗା ହେବ ଲୋନ୍‌… ବଢ଼ିବ EMI

ନୂଆଦିଲ୍ଲୀ: ଲୋନ୍‌ ନେଇଥିବା ଲୋକଙ୍କୁ ବଡ଼ ଝଟକା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପ୍ରାୟ ୪ ବର୍ଷ ପରେ ପ୍ରଥମଥର ପାଇଁ ରେପୋ ରେଟ୍‌ରେ ବୃଦ୍ଧି କରିଛି RBI। ବୁଧବାର ତିନିଦିନିଆ ମୁଦ୍ରାନୀତି କମିଟି ବା MPC ବୈଠକର ଫଳାଫଳ ଘୋଷଣା … Read More

ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଶାନ୍ତି-ଶୃଙ୍ଖଳା ରକ୍ଷା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ବର: ଆସନ୍ତା ୮ ଅକ୍ଟୋବରରେ ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ … Read More

କ୍ୟାମ୍ପସ୍ ନିର୍ବାଚନ ତାଲିକାରୁ ଲ’ କଲେଜ ବାଦ୍, ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ

ଭୁବନେଶ୍ବର : ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଉତ୍ସାହ । ସାରା ରାଜ୍ୟରେ କଲେଜ ନିର୍ବାଚନକୁ ନେଇ ମାହୋଲ ସରଗରମ ଥିବାବେଳେ ଏଥର ଛାତ୍ର ସଂସଦ ନିର୍ବାଚନରୁ ବାଦ୍ ପଡିଛି … Read More