ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପାଟଣା: ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକ ଙ୍କ ର ଆଜି ୭୭ ବର୍ଷ ବୟସ ରେ ପରଲୋକ ଘଟିଛି।କିଛି ମାସ ହେଲା ସେ ଅସୁସ୍ଥ ଥାଇ ଭୁବନେଶ୍ୱର ର ଏକ ଚିକିତ୍ସାଳୟରେ ଚିକିତ୍ସାଧିନ ରହିବା ପରେ ନିକଟରେ ଘର କୁ … Read More

ଏସିଆନ୍ ପାରା ଗେମ୍ସରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଭାରତୀୟ ଖେଳାଳିଙ୍କୁ ଗିରଫ କରି ଭାରତ ପଠାଇଲା ଜାପାନ ପୋଲିସ

ନୂଆଦିଲ୍ଲୀ: ଜାପାନରେ ଆୟୋଜିତ ଏସିଆନ୍ ପାରା ଗେମ୍ସରେ ବିବାଦରେ ଫସିଛନ୍ତି ଭାରତୀୟ ଖେଳାଳି । ମହମ୍ମଦ ସାମ୍ସ ଆସଲାମ୍ ଶେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ୪୦ ବର୍ଷୀୟ ଶେଖଙ୍କ ବିରୋଧରେ ଜଣେ ମହିଳା ହୋଟେଲ କର୍ମଚାରୀ ଯୌନ ନିର୍ଯାତନା … Read More

ଘରୋଇ ଟିଭି ଚ୍ୟାନେଲ୍ ଗୁଡ଼ିକୁ ପ୍ରୋଗ୍ରାମ୍ କୋଡ୍ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଘରୋଇ ଟିଭି ଚ୍ୟାନେଲଙ୍କୁ କେନ୍ଦ୍ର ସରକାରଙ୍କ ଚେତାବନୀ । ଏଆଇ ଅପବ୍ୟବହାର ଉପରେ ରୋକ ଲଗାଇବା ନିର୍ଦ୍ଦେଶ । ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ … Read More

ତିବ୍ଦତରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୭.୦

ନୂଆଦିଲ୍ଲୀ: ଗୁରୁବାର ତିବ୍ଦତରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିବା ଜଣାପଡିଛି । ତେବେ କ୍ଷୟକ୍ଷତିର ଖବର ଏଯାଏ ହସ୍ତଗତ ହୋଇପାରିନାହିଁ । କିନ୍ତୁ ଏହଦ୍ୱାରା ହିମାଳୟ ପାର୍ବତୀୟ ଅଞ୍ଚଳର ପରିବେଶ … Read More

ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ଆଲୋଚନା: ଟ୍ରମ୍ପ

ୱାଶିଂଟନ: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇଥିବା ସୂଚନା ଦେଇଛନ୍ତି। ସେହିପରି ଆମେରିକାର ବୈଦେଶିକ … Read More

ସାଉଦୀ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୨ ମୃତ

ନୂଆଦିଲ୍ଲୀ: ସାଉଦୀ ଆରବ ପୂର୍ବାଞ୍ଚଳ ସହର ଦମମ୍‌ଠାରେ ଥିବା କିଙ୍ଗ ଫହଦ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ ହୁତୀ ବିଦ୍ରୋହୀଙ୍କ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ସାଉଦୀ ନଗରିକ ହୋଇଥିବା ଅନ୍ୟ ଜଣକ ଭାରତୀୟ । … Read More

ଏସ୍‌ବିଆଇ ଡାଟା ସେଣ୍ଟର ଉପରେ ସାଇବର ଆକ୍ରମଣ: ୩୮୯୭ ଉପଭୋକ୍ତାଙ୍କ ତଥ୍ୟ ଚୋରି

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ର ଡାଟା ସେଣ୍ଟର ଉପରେ ବୁଧବାର ସାଇବର ଆକ୍ରମଣ ହୋଇଛି। ହ୍ୟାକରମାନେ ଏସ୍‌ବିଆଇର ୩୮୯୭ଜଣ ଉପଭୋକ୍ତାଙ୍କ ତଥ୍ୟ ଚୋରି କରିଥିବା ଏସ୍‌ବିଆଇ ତରଫରୁ ସୂଚନା ପ୍ରଦାନ କରାଯାଇଛି।ଏସ୍‌ବିଆଇ ତରଫରୁ ମିଳିଥିବା ସୂଚନାନୁଯାୟୀ ଉପଭୋକ୍ତାଙ୍କ ନାମ, ମୋବାଇଲ୍‌ ନମ୍ବର, … Read More

ଇସ୍ରାଏଲ୍‌ର ସ୍ୱାଧୀନତା ଦିବସରେ ପିଏମ୍ ମୋଦିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେବା ସହ ମଶାଲ ପ୍ରଜ୍ୱଳନ (Torch lighting) କରିବା ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦfଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରିଛନ୍ତି। ୨୨ ଅକ୍ଟୋବର ୨୦୨ରେ ଉଭୟ ନେତାଙ୍କ ମଧ୍ୟରେ … Read More

’ଜନକଲ୍ୟାଣରେ ମନଦିଅନ୍ତୁ ରାଜନେତା’, କଂଗ୍ରେସ ଓ ଆପ୍‌କୁ ଶାହାଙ୍କ କଟାକ୍ଷ

ନୂଆଦିଲ୍ଲୀ: ବିରୋଧୀଙ୍କୁ ତେର୍ଚ୍ଛା ବାଣ ମାରିଲେ ଅମିତ ଶାହା । ଏକ ସଭାରେ ଯୋଗଦେଇ ବିରୋଧୀ କଂଗ୍ରେସ ଓ ଆପ୍‌କୁ କଟାକ୍ଷ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଜନକଲ୍ୟାଣରେ ମନଦିଅନ୍ତୁ ରାଜନେତା । ବିକ୍ଷୋଭ କି ପ୍ରତିବାଦ ଦ୍ୱାରା କିଛି … Read More

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ସଜାଗ: ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସଜାଗ ରହିଥିବା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ। ବାତ୍ୟା ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ଅପଡେଟ୍‌ ମିଳିନଥିବାରୁ ଲୋକଙ୍କୁ ବିଚଳିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ପାଣିପାଗର ସ୍ଥିତି ଉପରେ … Read More