କଇଁଚିରେ ଆକ୍ରମଣ କରି ଦୁଇ ସନ୍ତାନଙ୍କୁ ହତ୍ୟା କଲା ମା’, ନିଜେ ବି ହାରିଲା ଜୀବନ

ନୂଆଦିଲ୍ଲୀ: ପିଲାମାନେ ଜିଦ୍‌ କରିବେ, ବାହାରକୁ ଖେଳିବାକୁ ଯିବେ । କିନ୍ତୁ ଏତିକି କଥାରେ, ନିଜ ଜନ୍ମକଲା ପିଲାଙ୍କୁ ମା’ ହତ୍ୟା କରିଦେବ, ଭାବିଲେ ଲୋମ ଟାଙ୍କୁରି ଉଠିବ । ଠିକ୍‌ ଏଭଳି ଏକ ଲୋକହର୍ଷଣକାରୀ ଘଟଣା ରାଜସ୍ଥାନର ଅଲଓ୍ବର ଜିଲ୍ଲାରେ ଘଟିଛି … Read More

ନିୟନ୍ତ୍ରଣ ହରାଇ ଚଢ଼ିଗଲା କାର, ୯ ଶ୍ରମିକ ମୃତ

ଚଣ୍ଡିଗଡ଼: ପଂଜାବର ସଂଗରୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇଛି। ଫଳରେ କାରଟି ମନେରେଗା ଶ୍ରମିକଙ୍କ ଉପରେ ଚଢ଼ି ଯାଇଛି। ଦୁର୍ଘଟଣା କାରଣରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ କିଛି … Read More

ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୁବ ନେତୃତ୍ୱ ସମାବେଶ, ନିର୍ବାଚିତ ପ୍ରାର୍ଥୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ : କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି  ରାଜ୍ୟସ୍ତରୀୟ ଯୁବ ନେତୃତ୍ୱ ସମାବେଶ ଅନୁଷ୍ଠିତ ହୋଇଯାଇଛି ।  ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏ. ବି . ଭି . ପି. ଛାତ୍ର ଛାତ୍ରୀ … Read More

କାର୍ – ବସ୍ ଧକ୍କା, ଚାଲିଗଲା ୫ ଜଣଙ୍କ ଜୀବନ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବୀଡ଼ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଖାମଗାଓଁ-ପଣ୍ଢରପୁର ଜାତୀୟ ରାଜପଥର ମାଜଲଗାଓଁ ତାଲୁକା ଅନ୍ତର୍ଗତ ଶିନ୍ଦେୱାଡ଼ି ଫାଟା ନିକଟରେ ଏକ କାର୍ ଓ ST ବସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ଦୁର୍ଘଟଣାରେ … Read More

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ଼

ମୁମ୍ବାଇ: ମୁମ୍ବାଇରେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ହୋଇଛି। ମୁମ୍ବାଇର ଜୁହୁରେ ଅଭିନେତାଙ୍କୁ ଗୁଳି କରାଯାଇଥିଲା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଟାଇଗରଙ୍କ ଉପରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣ ଖବର ସମଗ୍ର ସିନେ ଜଗତରେ ଭୟର … Read More

ଆସନସୋଲ୍ ପାୱାର ପ୍ଲାଣ୍ଟରେ ନିର୍ମାଣାଧୀନ ଚିମିନି ଭୁଶୁଡ଼ି ୪ ମୃତ

କୋଲକତା : ପଶ୍ଚିମବଙ୍ଗର ଆସନସୋଲରେ ଏକ ପାୱାର ପ୍ଲାଣ୍ଟର ନିର୍ମାଣାଧୀନ ଚିମିନିର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ସହରର ଜାମୁଡ଼ିଆ ଅଞ୍ଚଳରେ ଥିବା ଶ୍ୟାମ୍ ଏସ୍ଇଏଲ୍ ଆଣ୍ଡ ପାୱାର ଲିମିଟେଡରେ ଏହି ଦୁର୍ଘଟଣା ଘଟିଛି … Read More

ଫ୍ରାନ୍ସରେ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ହିଂସାକାଣ୍ଡ, ବ୍ୟାପକ ଲୁଟପାଟ୍, ୧୨୦୦ରୁ ଅଧିକ ଗିରଫ

ନୂଆଦିଲ୍ଲୀ : ଫ୍ରାନ୍ସରେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ବିସ୍ଫୋରକ ରୂପ ନେଇଛି । ରାଜଧାନୀ ପ୍ୟାରିସ୍ ସମେତ ସାରା ଦେଶର ପ୍ରମୁଖ ସହରଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ, ପୋଡ଼ାଜଳା ଏବଂ ଲୁଟପାଟ୍ … Read More

ଦାଣ୍ଡିଆ କାର୍ଯ୍ୟକ୍ରମ ବେଳେ ଭୁଶୁଡିଲା ତୋରଣ: ଜଣେ ମୃତ, ୧୪ ଆହତ

ତେଲଙ୍ଗାନା: ହାଇଦ୍ରାବାଦ ସ୍ଥିତ ନାଦେରଗୁଲର ଏକ ଇଞ୍ଜିନିୟରିଂ କଲେଜରେ ଦାଣ୍ଡିଆ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଘଟଣ । ଏକ ତୋରଣ ଭୁଶୁଡ଼ି ପଡ଼ିବାରୁ ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । … Read More

ଗ୍ୱାଲିଅର ଶୀତଳା ମାତା ମନ୍ଦିର ନିକଟରେ ଭକ୍ତଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୧୩ ମୃତ ଓ ୨୦ରୁ ଅଧିକ ଆହତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଗ୍ୱାଲିଅର ଶୀତଳା ମାତା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭକ୍ତଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ୧୩ ମୃତ ଓ ୨୦ରୁ ଅଧିକ ଆହତ। ​ପୋଲିସ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର କାନ୍ଥରେ ପିଟିହୋଇ ଓଲଟିଲା ଧାନ ବୋଝେଇ … Read More

ଚୋରବାଗାନ ପୂଜା ପେଣ୍ଡାଲରେ ଦଳାଚକଟା: ୧୯ ମୃତ, ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ମିଳିବ ସରକାରୀ ଚାକିରି

କୋଲକାତା: କୋଲକାତା ଦୁର୍ଗାପୂଜାରେ ଅଘଟଣ। ଦଳାଚକଟା ସ୍ଥିତି ଯୋଗୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।  ଚୋରାବାଗାନ୍ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ଓ ପେଣ୍ଡାଲ ଭୁଶୁଡ଼ି ଦଳାଚକଟା ସ୍ଥିତି ଉପୁଜିଛି ।  ମଣ୍ଡପ ବୁଲିବାକୁ ଆସିଥିବା ବହୁ ଶ୍ରଦ୍ଧାଳୁମାନେ ପେଣ୍ଡାଲ … Read More