ବାତ୍ୟା ପାଇଁ ବଦଳିଲା OCS ମୁଖ୍ୟ ଲିଖିତ ପରୀକ୍ଷାର କାର୍ଯ୍ୟସୂଚୀ
ଭୁବନେଶ୍ୱର : ବାତ୍ୟା ‘ଅର୍ଣ୍ଣବ’ ପାଇଁ ବଦଳିଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ ବା OCS ମୁଖ୍ୟ ଲିଖିତ ପରୀକ୍ଷାର କାର୍ଯ୍ୟସୂଚୀ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ ବା OPSC ଦୁଇଟି ପରୀକ୍ଷା ଦିନରେ ପରିବର୍ତ୍ତନ କରିଛି। … Read More
