କୋଟିଆରେ ଆନ୍ଧ୍ରର ନିର୍ବାଚନ ଘୋଷଣା; ରୋକିବା ପାଇଁ ସୀମାନ୍ତରେ ଓଡିଶା ପକ୍ଷରୁ ପୋଲିସ ଚେକ୍ ପୋଷ୍ଟ

ଭୁବନେଶ୍ବର: କୋଟିଆରେ ଆନ୍ଧ୍ର ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ କରିବ ବୋଲି ଘୋଷଣା କରିଛି। ନିର୍ବାଚନ ଘୋଷଣା କରିବା ପରେ ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ପୁଣି ତେଜିଛି। । ଓଡିଶା- ଆନ୍ଧ୍ର ସୀମାନ୍ତରେ ପୋଲିସ ଚେକ୍ ପୋଷ୍ଟ ସ୍ଥାପନ କରିଛି … Read More

ଅପରେସନ୍ ଟ୍ରାଇଡେଣ୍ଟ: ୧୭ କୋଟିର ବେଆଇନ ସମ୍ପତ୍ତି ଜବତ,୧୮ ଗିରଫ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଭାରତରେ ଅପରେସନ୍ ଟ୍ରାଇଡେଣ୍ଟକୁ ବଡ଼ ସଫଳତା। ଆସାମ, ମିଜୋରାମ ଓ ମଣିପୁରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମିଳିତ ଅପରେସନ୍। ଡ୍ରଗ୍ ସିଣ୍ଡିକେଟର ଏକ ଅନ୍ତର୍ଜାତୀୟ ରାକେଟ୍ ଠାବ। ୧୮ ଗିରଫ, ୧୪୨୪ ବ୍ୟାଙ୍କ ଆକାଉଣ୍ଟ … Read More

ନଭେମ୍ବରରେ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଉ ୬ ଦିନ ପରେ ନଭେମ୍ବର ମାସ ଆରମ୍ଭ ହେବ। ସେପ୍ଟେମ୍ବର ମାସରେ ବ୍ୟାଙ୍କିଂ ସେକ୍ଟରରେ ଆନ୍ଦୋଳନ, ଓ ସରକାରୀ ଛୁଟି ଯୋଗୁ କିଛିଦିନ ବ୍ୟାଙ୍କ ଛୁଟି ରହିଥିଲା। ଅକ୍ଟୋବରରେ ବି ଏହି ସେକ୍ଟର ଚାପରେ ରହିଥିଲା। ନଭେମ୍ବର ମାସରେ … Read More

ନଭେମ୍ବର ୭ ଯାଏଁ ସାଉଦି ଆରବକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ୍

ନୂଆଦିଲ୍ଲୀ : ସାଉଦି ଆରବରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ସେବା ଉପରେ କଟକଣା ଜାରି ରହିଛି । ରିୟାଦ ଓ ଦମ୍ମାମକୁ ଉଭୟ ଏୟାରଲାଇନ୍ସର ବିମାନ ସେବା ନଭେମ୍ବର ୭ ଯାଏଁ … Read More

ଫ୍ରାନ୍ସରେ ତୀବ୍ର ହେଉଛି ବିକ୍ଷୋଭ, ୧୦୦୦ ଗିରଫ

ପ୍ୟାରିସ୍ : ଫ୍ରାନ୍ସରେ ମହଙ୍ଗା ମାଡ଼ ଏବଂ ଶିକ୍ଷା କ୍ଷେତ୍ରକୁ କମ୍ ବଜେଟ୍ ଆବଣ୍ଟନ ପ୍ରତିବାଦରେ ଶନିବାର ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନରେ ପ୍ରାୟ ୪ ଲକ୍ଷ ୧୦ ହଜାର ଲୋକ ସାମିଲ ହୋଇଥିବା ବେଳେ ରାଜଧାନୀ ପ୍ୟାରିସରେ … Read More

ତିବ୍ଦତ ପରେ ଜାପାନରେ ଭୟଙ୍କର ଭୂକମ୍ପ: ତୀବ୍ରତା ୬.୫

ଜାପାନ : ଜାପାନରେ ପୁଣି ଜୋରଦାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୫ ରେକର୍ଡ କରାଯାଇଛି । ଜାପାନର ବୋନିନ୍ ଦ୍ୱୀପ ଶନିବାର ରାତିରେ ଥରିଛି । ଭୂକମ୍ପ ଝଟକା ଯୋଗୁଁ ଲୋକମାନେ ଭୟଭୀତ ହୋଇଛନ୍ତି … Read More

ମା’ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରାରେ ଅଣ୍ଡା ଫିଙ୍ଗାଯିବାକୁ ନେଇ ଉତ୍ତେଜନା; ଥାନାରେ ମାମଲା

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ  ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଅଣ୍ଡା ଫିଙ୍ଗାଯାଇଥିବା ଅଭିଯୋଗ ପରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ରବିବାର ଭୋର ପ୍ରାୟ ୨ଟା ସମୟରେ ପୁରୁଣା ସହର (Old City) ଅଞ୍ଚଳର ମଦନ୍ନାପେଟ ଥାନା ଅଧୀନ … Read More

୨୦ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୨୪ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତକୁ ବାନ୍ଧିଲା ଦିଲ୍ଲୀ ପୁଲିସ

ଦିଲ୍ଲୀ: ବାସ୍ତବ ଜୀବନରେ ଏମିତି ଏକ ଅପରାଧୀକ କାର୍ଯ୍ୟକଳାପ ଯାହା ଶୁଣିଲେ କି ଦେଖିଲେ କେଉଁ ଫିଲ୍ମ ସ୍କ୍ରିପ୍ଟ ଠାରୁ କମ୍ ଲାଗୁନି । ଦିଲ୍ଲୀର ଜଣେ ୨୩ ବର୍ଷୀୟ ଯୁବକଙ୍କ କଳା କାରନାମା ଶୁଣିଲେ ଆପଣ ହେବେ ଆଶ୍ଚର୍ୟ୍ୟ । … Read More

ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସରେ ବାରାଣସୀରେ ଏୟାର ସୋ

ବାରାଣସୀ: ଗଙ୍ଗା ଉପରେ ଗର୍ଜିଲା ଲଢୁଆ ବିମାନ । ଆକାଶରେ ଭାରତୀୟ ବାୟୁସେନା ଶକ୍ତି ପ୍ରଦର୍ଶନ । ବାରାଣସୀ ନମୋ ଘାଟରେ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ ଅବସରରେ ଚମତ୍କାର ଏୟାର ସୋ ପ୍ରଦର୍ଶିତ ହୋଇଛି । ୱିଙ୍ଗସ ଓଭର ଗଙ୍ଗା … Read More

ଫ୍ଲୋରିଡା ୟୁନିଭର୍ସିଟି ନିକଟରେ ଗୁଳିକାଣ୍ଡ, ୧୨ ଆହତ

ଫ୍ଲୋରିଡା: ତାଲାହାସିର ପେରୀ ରାସ୍ତାରେ ଥିବା ଫ୍ଲୋରିଡା ଏଗ୍ରିକଲଚର ଆଣ୍ଡ ମେକାନିକାଲ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ । ଫୁଟବଲ୍ ଷ୍ଟାଡିୟମ ନିକଟରେ ଗୁଳିମାଡରେ ୬ଜଣ ଶିଶୁଙ୍କ ସହ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ଘଟଣାରେ କେହି ଗିରଫ ହୋଇନଥିବା … Read More