POK ଲଞ୍ଚପ୍ୟାଡ୍‌ରେ ସକ୍ରିୟ ୫୦୦ ଆତଙ୍କବାଦୀ, ଶୀତ ବଢ଼ିଲେ ସୀମା ଲଂଘିବାକୁ ଯୋଜନା ! ଭାରତୀୟ ସେନା ସଜାଗ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନର ପ୍ରକୃତି ପରିବର୍ତ୍ତନ ହେଉନାହିଁ। ଶୀତଦିନେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରୁଛି । ସୀମା ଆରପଟେ ଶତାଧିକ ଆତଙ୍କବାଦୀ ସଜାଗ ରହିଛନ୍ତି ଏବଂ ସୁଯୋଗକୁ ଅପେକ୍ଷା କରିଛନ୍ତି । ଶୀତ ବଢ଼ିଲେ, ସେମାନେ ସୀମା ଡେଇଁ … Read More

SIRକୁ ନେଇ ଗୁଜବ: ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନ ଚଳାଇବ ବିଜେପି

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ବିରୋଧୀ ଦଳମାନେ ସାରା ଦେଶରେ ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଏଥି ମଧ୍ୟରେ ବିଜେପି ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆଗାମୀ ସପ୍ତାହରୁ ବିଜେପି ଏକ ଦେଶବ୍ୟାପୀ ଅଭିଯାନ … Read More

ପତିହନ୍ତା ପତ୍ନୀକୁ ଫାଶୀଦଣ୍ଡ, ପ୍ରେମିକ ସହ ମିିଶି ସ୍ୱାମୀଙ୍କୁ ହତ୍ୟା କରିଥିଲା

ମିରଟ: ପରକୀୟା ପ୍ରୀତି ପାଇଁ ନିଜ ପତିଙ୍କ ତଣ୍ଟିଚିପି ହତ୍ୟା କରିଥିବା ଜଣେ ମହିଳା ଓ ତାଙ୍କ ପ୍ରେମିକକୁ ମିରଟର ଏକ ଅଦାଲତ ଶୁକ୍ରବାର ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୩ ଦିନ ତଳେ ଏପରି ଏକ ପ୍ରେମିକ ପ୍ରେମିକାଙ୍କୁ … Read More

ତିରଙ୍ଗା ମାର୍ଚ୍ଚ ପୂର୍ବରୁ ଅଭିଜିତ ଦୀପକେ ଅଟକ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ପ୍ରସ୍ତାବିତ ତିରଙ୍ଗା ମାର୍ଚ୍ଚ ପୂର୍ବରୁ ଅଭିଜିତ ଦୀପକେଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ସେ କନଟ୍ ପ୍ଲେସ୍ ଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ … Read More

ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ ପାଇଁ ଷଡ଼ଯନ୍ତ୍ର କରୁଛି ଇଣ୍ଡିଆ ମେଣ୍ଟ: ରାଜନାଥ ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଇଣ୍ଡିଆ ମେଣ୍ଟ ଉପରେ ଆକ୍ରମଣ କରିଛନ୍ତି । ସିଜେପିର ପ୍ରଦର୍ଶନ କେବଳ ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ହାସଲ ପାଇଁ ଉଦ୍ୟମ ଚାଲିଥିବା ଅଭିଯୋଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦେଶର … Read More

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୪ ମୃତ, ୧୪ ଆହତ

କର୍ଣ୍ଣାଟକ: କର୍ଣ୍ଣାଟକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି … Read More

ରୁଷରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୭.୦

ରୁଷ: ରୁଷିଆର ସୁଦୂର ପୂର୍ବରେ ଅବସ୍ଥିତ କାମଚାଟକା ଉପଦ୍ୱୀପ ଅଞ୍ଚଳରେ ଶୁକ୍ରବାର ଦିନ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୭.୦ ଥିବା ସୂଚନା ମିଳିଛି । ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (NOAA) ସ୍ପଷ୍ଟ … Read More

ସ୍କୁଲରେ ଗୁଳିମାଡ଼, ଶିକ୍ଷକଙ୍କ ସମେତ ୫ ମୃତ

ଆମେରିକା: ଆମେରିକାର ଓରେଗନ୍ ରାଜ୍ୟର ବେଣ୍ଡ୍ ସହରର ଏକ ପ୍ରାଥମିକ ବିଦ୍ୟାଳୟରେ ଗୁଳିକାଣ୍ଡ ଘଟିଛି । ୧୬ ବର୍ଷୀୟ ଜଣେ ନାବାଳକର ଗୁଳିମାଡ଼ରେ ତିନି ଜଣ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ ମଧ୍ୟ … Read More

ୟେମେନ ରାଷ୍ଟ୍ରପତି ଭବନ ଉପରେ ହୁତିର ଆକ୍ରମଣ; ୪ ମୃତ

ସନା: ୟେମେନରେ ସଂଘର୍ଷ ଜୋରଦାର ହେବାରେ ଲାଗିଛି। ଆଦେନ ସହର ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀ ଗୁରୁବାର ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଏହି ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ସାୟା ମୋହସେନ ଅଲ-ଜିନ୍ଦାନୀ ଓ ଅନେକ ମନ୍ତ୍ରୀ … Read More

ରାଜଧାନୀରେ ଜୋରଦାର ହେବ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ, ଜଗିବେ ୧୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ରାଜଧାନୀରେ ଦଶହରାରେ ଜୋରଦାର ହେବ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ । ମଦୁଆ ଡ୍ରାଇଭରଙ୍କୁ ମିଳିବନି ତ୍ରାହି । ଛକ ବଜାରରେ ମଦ୍ୟପ ଡ୍ରାଇଭରଙ୍କ ଉପରେ ରହିବ ନଜର। ରାଜଧାନୀ ଭୁବନେଶ୍ବରରେ ଦଶହରା ପାଇଁ ଟ୍ରାଫିକ ଦାୟିତ୍ୱରେ ୭୩ ଅଫିସରଙ୍କ … Read More