ସୁକମାରେ ମାଓ ଡମ୍ପ ଠାବ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାରେ ମାଓ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ସୁକମା ଅଞ୍ଚଳରୁ ମାଓବାଦୀ ହଟିଥିଲେ ମଧ୍ୟ ଏବେବି ଜଙ୍ଗଲ ଭିତରେ ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷାକର୍ମୀ ଉଦ୍ଧାର କରୁଛନ୍ତି … Read More
