ପଟ୍ଟାମୁଣ୍ଡାଇ ୟୁ କେ ମହାବୀର କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା: ନିର୍ବାଚନ ବାତିଲ, ସାଇନ୍ ଡାଏ ଘୋଷଣା
ରାଜନଗର: ୟୁ କେ ମହାବୀର କଲେଜରେ ନିର୍ବାଚନ ବାତିଲ । ପଟ୍ଟାମୁଣ୍ଡାଇ ୟୁ କେ ମହାବୀର କଲେଜରେ ନିର୍ବାଚନ ବାତିଲ । ସାଇନ୍ ଡାଏ ଘୋଷଣା । ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ଘୋଷଣା କଲେ ସାଇନ୍ … Read More
