ଜର୍ମାନୀ ବୋଚୁମ୍ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ୩ ଭାରତୀୟ ମୃତ
ନୂଆଦିଲ୍ଲୀ: ମଙ୍ଗଳବାର ଜର୍ମାନୀର ବୋଚୁମ୍ ସହରରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗି ୨ ଜଣ ଭାରତୀୟ ଯୁବତୀ ଓ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଯୁବତୀ ଦୁଇଜଣଙ୍କ ବୟସ ୨୫ରୁ ୨୭ ମଧ୍ୟରେ ହୋଇଥିବା … Read More
