ଆସନ୍ତାକାଲିଠୁ ନଭେମ୍ବର ୭ ତାରିଖ ଯାଏ OCS ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ଲିଖିତ ପରୀକ୍ଷା । ଓଡ଼ିଶା ଲୋକସେବା ଆୟୋଗ ବା OPSCର ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତାକାଲିଠୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୂର୍ବରୁ … Read More

ଓଡ଼ିଶାର ୩୫ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘ପିଏମ୍ କିଷାନ’ କିସ୍ତି ରାଶି

ଭୁବନେଶ୍ୱର: ଦେଶର କୃଷକ ସମାଜକୁ ଆର୍ଥିକ ଭାବେ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ଦିଗରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି’‘ପିଏମ୍ କିଷାନ’ ଯୋଜନାର ୨୪ତମ କିସ୍ତି ସହାୟତା ରାଶି ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ … Read More

ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଓ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ଓ ବର୍ଷା ପରବର୍ତ୍ତୀ ବନ୍ୟା ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା … Read More

ପ୍ରଫେସରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରାମାଡ଼ । ଅଭିଯୁକ୍ତ ଅଟକ । ରସାୟନ ବିଜ୍ଞାନ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରା ମାଡ଼ । ଆହତ ପ୍ରଫେସର ବୁର୍ଲା ଭିମସାରରେ ଚିକିତ୍ସାଧୀନ । ରସାୟନିକ ବିଜ୍ଞାନ ବିଭାଗକୁ ପଶି ଜଣେ ଅବସରପ୍ରାପ୍ତ ସୁଇପର … Read More

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୪୨ ବରିଷ୍ଠ ଅଧିକାରୀଙ୍କ ବଦଳି

ଭୁବନେଶ୍ବର: ବରିଷ୍ଠ OAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୪୨ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର । ବିଧାନ ଚନ୍ଦ୍ର ରାୟ ହେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ । ସରୋଜ ରାଉତ ହେଲେ GA … Read More

ରାଜ୍ୟରେ ଆଉ ୩ ଦିନ ବର୍ଷା ! ୧୪ ଜିଲ୍ଲାରେ ବଜ୍ରପାତ ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଆଉ ତିନି ଦିନ ବର୍ଷା । ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାକୁ ମଧ୍ୟ ଆହୁରି ବର୍ଷା ଅଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର … Read More

ଅର୍ଣ୍ଣବ ପରେ ଗଞ୍ଜାମରେ ବନ୍ୟା ସ୍ଥିତି ଉତ୍କଟ: ୧୩ ସ୍ଥାନରେ ଭୂସ୍ଖଳନ, ଯାତାୟାତ ପ୍ରଭାବିତ

ଗଞ୍ଜାମ: ବାତ୍ୟା ଅର୍ଣ୍ଣବ ପରେ ବନ୍ୟା ସ୍ଥିତିରେ ଗଞ୍ଜାମ ବେହାଲ । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ବିଭିନ୍ନ ଜିଲ୍ଲାରେ ୧୩ଟି ସ୍ଥାନରେ ଭୂସ୍ଖଳନ ଘଟିଛି । କନ୍ଧମାଳ ଜିଲ୍ଲାରେ କଳିଙ୍ଗାଘାଟି, ବୋଲାଙ୍ଗିଆ, … Read More

ଗଞ୍ଜାମରେ ଜଳପ୍ରଳୟ: ଗାଁ ଦାଣ୍ଡରେ ପ୍ରଖର ସ୍ରୋତ, ଧାନ ଓ ପନିପାରିବା ଚାଷ କ୍ଷତିଗ୍ରସ୍ତ

ଗଞ୍ଜାମ: ଗଞ୍ଜାମରେ ଜଳପ୍ରଳୟ । ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ । ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଓ ଗଜପତି ଜିଲ୍ଲା । ତିନି ଦିନରୁ ଅଧିକ ସମୟ ଧରି ଜାରି ରହିଥିବା ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ । … Read More

କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ ପୂଜାରୀ

ଭୁବନେଶ୍ୱର: ଆସନ୍ତା ୨ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ଦୁଇ ଜଣିଆ କେନ୍ଦ୍ରିୟ ଟିମ୍ । ନାଭାଲ ହେଲିକପ୍ଟର ଜରିଆରେ ଖାଦ୍ୟ ପୁଡିଆ ହେବ ଏଆର ଡ୍ରପ । ଗଞ୍ଜାମର ୨୨ ସ୍ଥାନରେ … Read More

ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ଲୁଣା ନଦୀବନ୍ଧରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ବୟସ ୪୦ ହେବ ବୋଲି ଅନୁମାନ … Read More