ତାଣ୍ଡବ ରଚିବ ଅର୍ଣ୍ଣବ, ଟ୍ୱିନ୍ ସିଟିକୁ ହାଇଆଲର୍ଟ

ଭୁବନେଶ୍ୱର : ମାଡ଼ିଆସୁଛି ଅର୍ଣ୍ଣବ । ସମୁଦ୍ରରେ ଦେଖାଇଲାଣି କରାଳ ରୂପ । ଉପକୂଳରେ ହେଲାଣି ଜୋରଦାର ବର୍ଷା ସାଙ୍ଗକୁ ପବନ । ୧୦୦ କିମି ବେଗରେ ବହିବ ପବନ, ୨୦୦ ମିଲିମିଟରରୁ ଅଧିକ ହେବ ବର୍ଷା । ୩୬ ଘଣ୍ଟା ଧରି … Read More

ବାତ୍ୟା ପାଇଁ ପ୍ରଶାସନ ବନ୍ଦ କଲା ଦାରିଙ୍ଗିବାଡି ଘାଟି, ଭୂସ୍ଖଳନ ଆଶଙ୍କା

ସୋରଡା : ବାତ୍ୟା ଅର୍ନବ ପାଇ ସୋରଡା ପ୍ରଶାସନ ବନ୍ଦ କଲା ଦାରିଙ୍ଗିବାଡି ଘାଟି ।  ବାତ୍ୟାର ପ୍ରଭାବରେ ଦାରିଙ୍ଗିବାଡି ଘାଟିରେ ଭୂସ୍ଖଳନ ଓ ମାଟି ଅତଡା ଖସିବା ଆଶଙ୍କାରେ ଗାଜଳବାଡି ଗାଁ ନିକଟ NH ବନ୍ଦ ।  ସୋରଡା ତହସିଲଦାର ଓ … Read More

ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ, ୮ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ବର : ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି । ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି ସହ ନୂଆ ଦାୟିତ୍ୱ ଦିଆଯାଇଛି । କେତେକ ଅଧିକାରୀଙ୍କୁ ନୂଆ ପଦବୀରେ ନିଯୁକ୍ତ କରାଯାଇଥିବା ବେଳେ ଅନ୍ୟ କେତେକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି … Read More

ଅର୍ଣ୍ଣବ ପାଇଁ ମୋଟ ୧୨ଟି ଟ୍ରେନ ବାତିଲ୍

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପାଇଁ ମୋଟ ୧୨ଟି ଟ୍ରେନ ବାତିଲ୍ । ସେଥିମଧ୍ୟରୁ ୨ଟି ଟ୍ରେନ୍ ର ସର୍ଟ ଟର୍ମ ପାଇଁ ବାତିଲ । ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନ PNR ଯାଞ୍ଚ ପାଇଁ ପରାମର୍ଶ ଦିଆଯାଇଛି । ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ … Read More

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ଜଳେଶ୍ୱର ବନ୍ଦ

ଜଳେଶ୍ୱର : ଆଜି ୧୨ ଘଣ୍ଟିଆ ଜଳେଶ୍ୱର ବନ୍ଦ । ନାବାଳିକାକୁ ଦୁଷ୍କର୍ମ ଏବଂ ଜୀବନରୁ ମାରିବ ଘଟଣାକୁ ନେଇ ବିଜେଡି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ ହୋଇଛି … Read More