ନାବାଳିକାଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ପୋଲିସ ହାତରେ ବ୍ଲାକମେଲର୍ । ନାବାଳିକାଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ କରୁଥିଲା ବ୍ଲାକମେଲ୍, ଅଭିଯୁକ୍ତ ଦୀପ୍ତି ରଞ୍ଜନ ସାହୁ ଗିରଫ । ସୋସିଆଲ୍ ମିଡିଆରେ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ ଯୁବତୀଙ୍କୁ ବ୍ଲାକମେଲ୍ କରୁଥିବା … Read More
