ଦୀପାବଳିରେ ବାଣ ଫୁଟାକୁ ନେଇ ପ୍ରଦୂଷଣ ବୋର୍ଡର ମାର୍ଗଦର୍ଶିକା
ଭୁବନେଶ୍ୱର: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ପରିବେଶ ପ୍ରଦୂଷଣ ରୋକିବା ସହ ଧ୍ୱନି ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇ ବାଣ ଫୁଟାଇବାର ସମୟ ଓ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।ମାର୍ଗଦର୍ଶିକା ଅନୁଯାୟୀ, … Read More
