ରାଜ୍ୟ ଜେଲ୍ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଚୌଦ୍ୱାର ଥାନାରେ ମାମଲା

କଟକ: ରାଜ୍ୟ ଜେଲ୍ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଧମକ ଅଭିଯୋଗ । ଚୌଦ୍ୱାର ଥାନାରେ ସଙ୍ଗୀନ ମାମଲା ରୁଜୁ । ​ଚୌଦ୍ୱାର ସର୍କଲ ଜେଲ୍ ର ପୂର୍ବତନ ମହିଳା ଜେଲର୍ ସନ୍ତୋଷିନୀ ଦାଶ ଆଣିଲେ ସାଂଘାତିକ ଅଭିଯୋଗ । ​ହୋଟେଲକୁ … Read More

ଅଧ ରାତିରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର

ମାଲକାନଗିରି: ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ପୁଅ ଗୁରୁତର । ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅର୍ନ୍ତଗତ ଏମଭି-36 ଗାଁରେ । ମୃତକ ହେଲେ ରବୀନ୍ଦ୍ର ନାଥ ସରକାର ଓ ତାଙ୍କ ପତ୍ନୀ ରେବା … Read More

ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି, ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା

ରାଜନଗର: ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ । ବିରଳ ଅଲିଭି ରିଡେଲ କଇଁଛଙ୍କ ଏନ୍ତୁଡିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା କଡାକଡି । … Read More

ବଜ୍ରାଘାତରେ ଚାଲିଗଲା ମାଆ ଓ ୮ ମାସର ଶିଶୁର ଜୀବନ

କୋରାପୁଟ:  ବଜ୍ରାଘାତ ଛଡ଼ାଇ ନେଲା ମାଆ ଓ ୮ ମାସର ଶିଶୁର ଜୀବନ! ଯେଉଁ କୋଳରେ ହସି ଖେଳି ବଡ଼ ହେବାର ସ୍ୱପ୍ନ ଦେଖୁଥିଲା ୮ ମାସର ଶିଶୁ, ସେହି ମାଆ ସହ ସବୁଦିନ ପାଇଁ ଚାଲିଗଲା ଆରପାରିକୁ । ଘରେ … Read More

ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଆତ୍ମସାତ୍ ଅଭିଯୋଗ; ବନ୍ଧା ହେଲେ ବରିଷ୍ଠ ରାଜସ୍ୱ ସହାୟକ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବରୁ ବରିଷ୍ଠ ରାଜସ୍ୱ ସହାୟକ (SRA) ଭାବେ କାର୍ଯ୍ୟରତ ସଦାଶିବ ପ୍ରଧାନଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ଦିନ ଗିରଫ କରିଛି। ତାଙ୍କ ବିରୋଧରେ ୮.୬୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ କରିଥିବା … Read More

‘ମୁରାସୁ’ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି: ୧୫୦ ଭୂସ୍ଖଳନ ସ୍ପଟ୍ ଚିହ୍ନଟ, ସୁରକ୍ଷିତ ସ୍ଥାନକୁ ଯିବାକୁ ଗଞ୍ଜାମବାସୀଙ୍କୁ ପରାମର୍ଶ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ‘ମୁରାସୁ’ ନାମକ ଏକ ବାତ୍ୟାରେ ପରିଣତ ହୋଇଛି।। ଆସନ୍ତାକାଲି ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ତେବେ … Read More

କାରକୁ ଧକ୍କା ଦେଲା ବସ୍: ୨ ମୃତ, ଜଣେ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ଭୟଙ୍କର ହିଟ୍ ଆଣ୍ଡ ରନ୍ । ବସ୍ ଧକ୍କାରେ ୨ ମୃତ, ଜଣେ ଗୁରୁତର । ନୟାପଲ୍ଲୀ ନିକଟରେ ଭୟଙ୍କର ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନା କରି କାର୍ କୁ ଶକ୍ତ ଧକ୍କା ଦେଲା ବସ୍ । ଏତିକିରେ … Read More