୩ ରଥର ଅଖ ନିର୍ମାଣ ଲାଗି କନ୍ଧମାଳରୁ ପୁରୀ ଗଲା କାଠ

Spread the love

Spread the loveପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କନ୍ଧମାଳରୁ ପୁରୀ ଗଲା ରଥକାଠ । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳରୁ ରଥଯାତ୍ରା ପାଇଁ କାଠ ଯାଇଛି । ଏହି କାଠ ୩ ରଥର ଅଖ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯିବ … Read More

ବାହାଘର ପ୍ରୋଶେସନ ବେଳେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

Spread the love

Spread the loveପୋଲସରା: ବଡ଼ ଭାଇର ବାହାଘରରେ ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାନଭାଇକୁ ବରବେଶରେ ଜଗିରହିଛି ବଡ଼ଭାଇ । ଏହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗାଁରେ … Read More

ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ, ନୋଟିସ ଦେଲେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ

Spread the love

Spread the loveଭୁବନେଶ୍ୱର: ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ । ଦୀର୍ଘ ୧୭ବର୍ଷ ପରେ ଏହା ଅଲଗା ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ଅଚାନକ କାର୍ଯ୍ୟାଳୟ ଖାଲି କରିବାକୁ ଭାରତୀୟ ପର୍ଯ୍ୟଟନ ବିଭାଗର … Read More

ପଶ୍ଚିମ ଓଡ଼ିଶାରେ ୪୩ ଡିଗ୍ରୀ ଛୁଇଁଲା ପାରଦ, ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ୱାର୍ଣ୍ଣିଂ

Spread the love

Spread the loveଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରୁ ଉପକୂଳ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶନିବାରଠାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ଅନ୍ୟପକ୍ଷରେ, ରାଜ୍ୟର ଆଭ୍ୟନ୍ତରୀଣ ତଥା ପଶ୍ଚିମ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମର ପ୍ରକୋପ ଜାରି … Read More

ଦୁଇ ମାସ ପରେ ତେହେରାନ ବିମାନବନ୍ଦରରୁ ପ୍ରଥମ ଥର ଉଡ଼ାଣ ଭରିଲା ବିମାନ

Spread the love

Spread the loveନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବାର ଦୁଇ ମାସ ପରେ ଶନିବାର ପ୍ରଥମ ଥର ପାଇଁ ଇରାନ ରାଜଧାନୀ ତେହେରାନର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଇରାନର ସରକାରୀ … Read More

ହିଂସାତ୍ମକ ମନ୍ତବ୍ୟ ପାଇଁ ଶାହଙ୍କ ବିରୋଧରେ “ଆଇନଗତ ମାମଲା” ରୁଜୁ କରିବେ ମମତା !

Spread the love

Spread the loveପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରାଜନୈତିକ ଉତ୍ତେଜନା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କହିଛନ୍ତି ଯେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହିଂସାତ୍ମକ ମନ୍ତବ୍ୟ ପାଇଁ “ଆଇନଗତ ମାମଲା” ରୁଜୁ କରିବାକୁ … Read More

ବେଙ୍ଗାଲୁରୁରୁ ଛାଡ଼ିବେ ଅନୁପ୍ରବେଶକାରୀ: ଅମିତ ଶାହାଙ୍କ ବଡ଼ ଘୋଷଣା

Spread the love

Spread the loveନୂଆଦିଲ୍ଲୀ :  ବେଙ୍ଗାଲୁରୁରୁ ବାହାରିବେ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରିଛନ୍ତି ଏ ବଡ଼ ଘୋଷଣା । ଅମିତ ଶାହା କହିଛନ୍ତି ଯେ, ମେ ୫ ତାରିଖ ପରେ ଆମେ … Read More

ଟ୍ରଲର ସହ ଧକ୍କା ହେଲା ସ୍କୋର୍ପିଓ, ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୫ ଜୀବନ

Spread the love

Spread the loveଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମଉ ଜିଲ୍ଲାର ଦୋହରୀଘାଟ ଥାନା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି । ରାଞ୍ଚିର ଏକ ବିବାହ ଉତ୍ସବ ସାରି ସ୍କର୍ପିଓ ଗାଡିରେ … Read More

ପକ୍ଷପାତିତା ଅଭିଯୋଗରେ ୫ ପୋଲିସ୍ ଅଧିକାରୀ ନିଲମ୍ବିତ

Spread the love

Spread the loveକୋଲକାତା : ନିର୍ବାଚନ ଆୟୋଗ ଶୁକ୍ରବାର ଅର୍ଥାତ୍ ଗତକାଲି ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲାର ୫ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଏଏସପି ଏବଂ ଏସଡିପିଓ ସାମିଲ ରହିଛନ୍ତି । ଏହି … Read More

ଚିତାବାଘ ସହ ଲଢ଼ି ୪ ବର୍ଷର ଝିଅକୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ବାପା

Spread the love

Spread the loveଗୁଜରାଟ: ଗୁଜରାଟରୁ ଆସିଛି ଏକ ବଡ଼ ଖବର । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଜରାଟର ଛୋଟା ଉଦୟପୁର ଜିଲ୍ଲାର ରାସାଲି ଗାଁରେ ଘଟିଛି ଏହି ଘଟଣା । ଜଣେ ବାପା ତାଙ୍କ ଚାରି ବର୍ଷର ଝିଅର … Read More