ଚମ୍ପୁଆ ରେଞ୍ଜରେ ୧୬ ଟିକିଆ ହାତୀ ପଲଙ୍କ ଆତଙ୍କ, ଘର ଭାଙ୍ଗି ଖାଉଛନ୍ତି ଧାନ

Spread the love

Spread the loveଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ । ପଦ୍ମପୁର ଗାଁରେ ଘର ଭାଙ୍ଗି ଧାନ ଖାଇଛନ୍ତି ୧୬ ଟିକିଆ ହାତୀପଲ । ସେହିପରି ବାଲିବନ୍ଧ ସେକ୍ସନର ବଳଭଦ୍ରପୁର ଗାଁରେ ଗୋଟିଏ ଘର ଭାଙ୍ଗିଦେଇଛନ୍ତି ହାତୀ । ହାତୀ … Read More

ଜମି ଭାଗବଣ୍ଟାକୁ ନେଇ ଶ୍ବଶୁର ଘରେ ଜ୍ବାଇଁଙ୍କୁ ଗୁଳିକରି ହତ୍ୟା

Spread the love

Spread the loveଭୁବନେଶ୍ବର: ଶ୍ବଶୁରଘରେ ଜ୍ବାଇଁଙ୍କୁ ଗୁଳିକରି ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜ୍ବାଇଁର ମୃତଦେହ ଉଦ୍ଧାର। କନ୍ଧମାଳ ବେଲଘର ଥାନା ସାପେରି ଗାଁରେ ଚାଞ୍ଚଲ୍ୟ ଦେଶୀ ବନ୍ଧୁକରୁ ଗୁଳିକରି ହତ୍ୟା ଅଭିଯୋଗ । ଶିକାର କରିବା ବାହାନାରେ ଡାକିନେଇ ହତ୍ୟା … Read More

ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା କଲା ପୁଅ

Spread the love

Spread the loveଆଠଗଡ଼: ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ରକ୍ତମୁଖା ସାଜିଲା ଜନ୍ମକଲା ପୁଅ । ସାମାନ୍ଯ କଳହରୁ ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା । ଆଠଗଡ଼ ଥାନା ଜାଗିଆପଡା ହରିଜନ ସାହିରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । … Read More

ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ, ୩ ପୁଅ ଗୁରୁତର

Spread the love

Spread the loveଭୁବନେଶ୍ବର: ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ । ୩ ପୁଅ ଗୁରୁତର ।  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ବଜାରସାହିରେ ଘଟିଛି ହୃଦୟବିଦାରକ ଘଟଣା ।  ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ମହିଳା । ମୃତ ମହିଳାଙ୍କ … Read More

ଦହିବରା ଖାଇ ପାଟପୁର ଗାଁର ୫୦ ଅସୁସ୍ଥ

Spread the love

Spread the loveଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ଜୟନ୍ତରା ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ରାସ୍ତା କଡ଼ରୁ ‘ଦହିବରା’ ଖାଇବା ପରେ ସେମାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାଁ ଲୋକେ … Read More

ଜିତୁ ମୁଣ୍ଡା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

Spread the love

Spread the loveଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତିଙ୍କ ସହ ଘଟିଥିବା ଅଘଟଣକୁ ନେଇ “ଗଭୀର ଦୁଃଖ” ପ୍ରକାଶ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି … Read More

ଇରାନକୁ ଝଟକା ଦେବାକୁ ହର୍ମୁଜ ପ୍ରଣାଳୀକୁ ଅସ୍ତ୍ର କରିବେ ଟ୍ରମ୍ପ, ଦୀର୍ଘକାଳୀନ ଅବରୋଧ ଯୋଜନା

Spread the love

Spread the loveୱାସିଂଟନ: ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ତେବେ ଗତ ୨ ମାସ ଧରି ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏହି ମାର୍ଗ ଗୁରୁତର ଭାବେ ପ୍ରଭାବିତ … Read More

ବାଂଲାଦେଶରେ ମହାମାରୀ ରୂପ ନେଲାଣି ମିଳିମିଳା: ଗଲାଣି ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ

Spread the love

Spread the loveଢ଼ାକା: ମିଳିମିଳାର ଘାତକ ଲହରୀର ସାମ୍ନା କରୁଛି ବାଂଲାଦେଶ। ଟିକାକରଣରେ ଚାମ୍ପିୟନ ବାଂଲାଦେଶ ଏବେ ମିଳିମିଳା ମହାମାରୀ ଗତି କରୁଛି। ମିଳିମିଳା ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ ଗଲାଣି। ମିଳିମିଳା ଯୋଗୁ ମାର୍ଚ୍ଚ ୧୫ରୁ ଇତି … Read More

ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ୧୦ ହଜାର ଜରିମାନା!

Spread the love

Spread the loveନୂଆଦିଲ୍ଲୀ : ବଦଳିଲା ପାନ୍ କାର୍ଡ ନିୟମ। ମେ ମାସ ଆରମ୍ଭ ହେବା ସହିତ ପାନ କାର୍ଡ ସହିତ ଜଡିତ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ସମୟ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନ … Read More

ପତ୍ନୀଙ୍କୁ ମାରି ସିମେଣ୍ଟ ପ୍ଲାଷ୍ଟର କଲା ସ୍ୱାମୀ

Spread the love

Spread the loveଗୁଜରାଟ : ସୁରଟର ଗୋଡାଦରା ଅଞ୍ଚଳରୁ ଚାଞ୍ଚଲ୍ୟକର ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସହରକୁ ସ୍ତବ୍ଧ କରି ଦେଇଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଉପରେ ନିଜ ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଅଭିବନ ଉପାୟରେ ଲୁଚାଇ … Read More