ଆସନ୍ତାକାଲିଠୁ ଉତ୍ତର ଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ !

Spread the love

Spread the love ଭୁବନେଶ୍ୱର : ସାରା ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି । ତାତି ପରେ କାଳ ବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତାକାଲି ଠୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଆସନ୍ତାକାଲି ଠୁ … Read More

ଘର ଆଗରେ ଗାଡ଼ି ପାର୍କିଂକୁ ନେଇ ମରଣାନ୍ତକ ଆକ୍ରମଣ; ଗୋଟିଏ ପରିବାରର ୩ ଆହତ

Spread the love

Spread the loveଭୁବନେଶ୍ୱର : ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ । ଖଣ୍ଡା ଧରି ଆକ୍ରମଣ କଲେ ଦୁର୍ବୃତ୍ତ । ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଘର ସାମ୍ନାରେ ରାସ୍ତା ଉପରେ ଗାଡ଼ି ପାର୍କିଂ ଯୋଗୁଁ ଉଠିଛି ବିବାଦ। ଖଣ୍ଡଗିରି ଥାନା … Read More

କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ମନା

Spread the love

Spread the loveରାଜନଗର : ମେ ୧ରୁ ଭିତରକନିକା ବନ୍ଦ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର … Read More

ବେଆଇନ୍ କରତ କଳ ଉପରେ ଚଢ଼ାଉ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

Spread the love

Spread the loveଭଞ୍ଜନଗର : ବେଆଇନ୍ କରତ କଳରେ ଚଢ଼ାଉ କଲା ବନ ବିଭାଗ । ଚଢ଼ାଉ ବେଳେ ମିଳିଲା ବନ୍ଧୁକ ଓ ମାରଣାସ୍ତ୍ର । ବିପୁଳ ପରିମାଣର ମୂଲ୍ୟବାନ କାଠ ଏବଂ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରପାତି ବନବିଭାଗ ଜବତ କଲା ବନବିଭାଗ … Read More

ଟ୍ରେନଲାଇନ କଡ଼ରୁ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Spread the love

Spread the loveଭୁବନେଶ୍ବର: ଟ୍ରେନଲାଇନ କଡ଼ରେ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ଭିଏସଏସ୍ ନଗର ତାରିଣୀ ବସ୍ତି ନିକଟ ଟ୍ରେନ ଲାଇନରୁ ମିଳିଛି ମୃତଦେହ । ମୁହଁରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୃତଦେହ … Read More

ଜଳୁଛି ନଳବଣ, ବିପଦରେ ଜଳଚର ପ୍ରାଣୀ ଓ ପକ୍ଷୀମାନଙ୍କ ଜୀବନ

Spread the love

Spread the loveପିପିଲି : ନଳବଣରେ ନିଆଁ । ଚିଲିକାର ଅଭୟାରଣ୍ୟର ନଳବଣରେ ଲାଗିଛି ନିଆଁ । ପୁରୀ ଜ଼ିଲ୍ଲା କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତ ଗୁରୁବାର ରାତିରେ ନଳବଣରେ … Read More

ପ୍ରେମିକର ମୃତ୍ୟୁ ଖବର ଶୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲା ପ୍ରେମିକା

Spread the love

Spread the loveଅନୁଗୁଳ: ପ୍ରେମିକ ପରେ ଝୁଲି ପଡ଼ିଲା ପ୍ରେମିକା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲେ ନାବାଳିକା । ସଖୀ ସେଣ୍ଟରର ବାଥରୁମରେ ଓଢଣିରେ ଝୁଲି ପଡ଼ିଲେ ନାବାଳିକା । ନାବାଳିକା ଜଣଙ୍କ ଅନୁଗୁଳ ସଦର … Read More

ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

Spread the love

Spread the loveଭୁବନେଶ୍ୱର: ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ … Read More

ଆପ୍ ଛାଡ଼ି ବିଜେପିରେ ମିଶିଥିବା ସାଂସଦମାନଙ୍କୁ ଦେଶଦ୍ରୋହୀ କହିଲେ ଭଗବତ ମାନ

Spread the love

Spread the loveନୂଆଦିଲ୍ଲୀ: ରାଜ୍ୟସଭାରେ ରାଘବ ଚଢ଼ାଙ୍କ ସହ ଆପର ୭ଜଣ ସାଂସଦ ବିଜେପିରେ ମିଶିବା ଘୋଷଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ପଞ୍ଜାବ ବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛି। ଶରଦ … Read More

ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା କରି ହେବନି ଆଧାର କାର୍ଡରେ ଠିକଣା ଅପଡେଟ୍

Spread the love

Spread the loveନୂଆଦିଲ୍ଲୀ : ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା ଆଧାର କାର୍ଡରେ ଠିକଣା ଅପଡେଟ୍ କରି ହେବ ନାହିଁ। ଫଳରେ ବ୍ୟାଙ୍କିଂ କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟ ଠପ୍ ହୋଇଯାଏ। ସରକାରୀ ଯୋଜନାର ଲାଭ ପାଇବା ମଧ୍ୟ କଷ୍ଟକର ହୋଇପଡ଼େ। … Read More