BPUTକୁ ମିଳିଲା ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଏସିଆ ବୁକ ଅଫ୍ ରେକର୍ଡସର ପୁରସ୍କାର

Spread the love

Spread the loveରାଉରକେଲା ୦୭।୦୪ : BPUT ମିଳିଲା ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଓ ଏସିଆ ବୁକ୍ ଅଫ୍ ରେକର୍ଡସ ପୁରସ୍କାର । ରାଉରକେଲାର ସ୍ଥିତି ବୈଷୟିକ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ( BPUT)କୁ ମିଳିଛି ଏହି ପୁରସ୍କାର। … Read More

ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ପୂର୍ବତନ ମନ୍ତ୍ରୀ, କହିଲେ ଜବାବ ମାଗୁଛନ୍ତି ରାଜ୍ୟବାସୀ

Spread the love

Spread the loveଭୁବନେଶ୍ୱର: ଟାଟା ପାୱାର ଉପରେ ବିଧାୟକ ଜୟନାରାୟଣଙ୍କ ଟିପ୍ପଣୀକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ । ବିଧାୟକ ଜୟନାରାୟଣ ମିଶ୍ର ଟାଟା ପାୱାରର ସମସ୍ତ ଶୋଷଣ, ଦୁର୍ନୀତି ଏବଂ … Read More

ଧାମରା ଭଦ୍ରକ ରେଳପଥରେ ଜମିହରା ବିଧବା ସ୍ତ୍ରୀଙ୍କ ରେଳରୋକ

Spread the love

Spread the loveଧାମରା:ଧାମରା ବନ୍ଦର କର୍ତ୍ତୃପକ୍ଷ ଙ୍କ ମନମାନୀ ପାଇଁ ଆଜି ନିଜର ସର୍ବସ୍ୱ ହରାଇଥିବା ଜଣେ ବିଧବା ସ୍ତ୍ରୀ ଲୋକ ଧାମରା ଭଦ୍ରକ ରେଳପଥ କୁ ଅବରୋଧ କରିବା ସହ ଧାରଣା ଦେଇଥିଲେ। ଅଭିଯୋଗ ଅନୁଯାଇ ନରସିଂହ ପ୍ରସାଦ ଗାଁର … Read More

ଦମ୍ପତିଙ୍କ କାରନାମା ; ଏମିତି କରୁଥିଲେ ଛିନତାଇ

Spread the love

Spread the loveଭୁବନେଶ୍ୱର : ପ୍ରଥମେ ଥିଲେ ପାନଦୋକନୀ। ତା’ପରେ ଲୁଟି ଚାଲିଲେ ସୁନା ଚେନ୍। ଦମ୍ପତିଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତାରେ ଟାର୍ଗେଟ କରି ଲୋକଙ୍କ ଠାରୁ ଲୁଟି ନେଉଥିଲେ ଚେନ୍। ମିଳିଥିବା ସୂଚନାନୁଯାୟୀ, ନିଳାଦ୍ରିବିହାରର ସଞ୍ଜୁକଟା … Read More

ଅମୃତ ୨.୦ କାର୍ଯ୍ୟକାରିତାରେ ଦେଶରେ ଓଡ଼ିଶାକୁ ପ୍ରଥମ ସ୍ଥାନ

Spread the love

Spread the loveଭୁବନେଶ୍ୱର:  ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଗୌରବମୟ ସଫଳତା ହାସଲ କରିଛି। ‘ଅଟଳ ମିସନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ’ (ଅମୃତ) ୨.୦ ର ସଫଳ କାର୍ଯ୍ୟକାରିତାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର … Read More

ଉତ୍ପାଦନ ବୃଦ୍ଧି କରିବାକୁ ଲୁହା ଖଣିଲିଜ୍‌ଧାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Spread the love

Spread the loveଭୁବନେଶ୍ବର: ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳ୍ପପତିମାନଙ୍କୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର, ଲୋକସେବା ଭବନରେ ଖଣି ଲିଜ୍‌ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ … Read More

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂଘ ସହ ଆଲୋଚନା

Spread the love

Spread the loveଭୁବନେଶ୍ୱର: ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି … Read More

ବୁଧବାରଠାରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ମଣତିର ଦ୍ବିତୀୟ ପର୍ଯ୍ୟାୟ

Spread the love

Spread the loveପୁରୀ : ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗତ ୨୫ ତାରିଖରେ ଆରମ୍ଭ ହୋଇଥିବା ରତ୍ନ ଭଣ୍ଡାର ଗଣତି ମଣତି ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଛି। ବୁଧବାର (୮ ଅପ୍ରିଲ୍‌ରୁ) ସକାଳୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ … Read More

ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲର ୧୮ତମ ବାର୍ଷିକ ଉତ୍ସବ ‘ଗ୍ଲୋରିଆଲ୍-୨୦୨୫-୨୬’ ଅନୁଷ୍ଠିତ

Spread the love

Spread the loveଚନ୍ଦକା  :  ଭୁବନେଶ୍ୱର ସୁନ୍ଦରପୁର ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲ’ ପରିସରରେ ବିଦ୍ୟାଳୟର ୧୮ତମ ବାର୍ଷିକ ଉତ୍ସବ “ଗ୍ଲୋରିଆଲ୍-୨୦୨୫-୨୬” ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି ।  ଶିକ୍ଷା, ସଂସ୍କୃତି ଓ ସଫଳତାର ଏହି … Read More

ଉତ୍ତରବଙ୍ଗରେ ଟିଏମ୍‌ସି-ବିଜେପି ମୁହାଁମୁହିଁ ଲଢ଼େଇ:ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ୫୪ ଆସନ

Spread the love

Spread the loveକୋଲକାତା: ଉତ୍ତରବଙ୍ଗରେ ଚା ରାଜନୀତି ପୁଣିଥରେ ଜୋରଦାର ହୋଇଛି। ପଶ୍ଚିମବଙ୍ଗରେ ପରବର୍ତ୍ତୀ ସରକାର ଗଠନରେ ଉତ୍ତରବଙ୍ଗର ୫୪ ବିଧାନସଭା ଆସନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି ଅଞ୍ଚଳର ପ୍ରସିଦ୍ଧ ଚା ପରି, ଏଠାକାର ନିର୍ବାଚନୀ ସ୍ୱାଦ ସମୟ, … Read More