ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଗୁଳି କରି ହତ୍ୟା
ଅମୃତସର: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧୁସୂଦନ ଓର୍ଫ ମ୍ୟାଡ ସନ୍ଧୁଙ୍କୁ ଗୁଳି କରି ହତ୍ୟା କରାଯିବାର ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତ କିଛି ଦିନ ହେଲା ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମିଳି ଆସୁଥିଲା। ଏକାଧିକ ଗୁଳି ବାଜିବା ଯୋଗୁ … Read More
