ନଭେମ୍ବରରେ ପୋଲିସ SI ପରୀକ୍ଷା, ଆସନ୍ତା ୭ରୁ ୮ ଦିନ ମଧ୍ୟରେ ଆସିପାରେ ନୋଟିଫିକେସନ୍

ଭୁବନେଶ୍ୱର: ନଭେମ୍ବରରେ ପୋଲିସ SI ପରୀକ୍ଷା । ଓଡ଼ିଶା ପୋଲିସ SI ନିଯୁକ୍ତି ପରୀକ୍ଷାକୁ ନେଇ ପୁଣି ଆରମ୍ଭ ହେଉଛି ପ୍ରକ୍ରିୟା । OUSSSC ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସୂଚନା ଅନୁସାରେ, ଆସନ୍ତା ୭ରୁ ୮ ଦିନ ମଧ୍ୟରେ ପରୀକ୍ଷା ସମ୍ପର୍କିତ ନୋଟିଫିକେସନ୍ … Read More

ଗଞ୍ଜାମରେ ଦୁଇ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅବକାରୀ ବିଭାଗର ଦୁଇ ଜଣ ଅଧିକାରୀ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଖଲ୍ଲିକୋଟ ଥାନା ଅଧୀନ ଭାରସା ଗ୍ରାମ ନିକଟରେ ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ … Read More

ଦନ୍ତେୱାଡ଼ାରେ ନକ୍ସଲ-ବିରୋଧୀ ଅଭିଯାନ: ଜଙ୍ଗଲରୁ ମାଓଡମ୍ପ୍‌ ଠାବ, AK-47, ବିଜିଏଲ୍ ଲଞ୍ଚର୍ ସହ ଗୁଳିଗୋଳା ଜବତ

ଦନ୍ତେୱାଡ଼ା: ଛତିଶଗଡ଼ର ଦକ୍ଷିଣ ବସ୍ତର ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ ନକ୍ସଲ-ବିରୋଧୀ ଅଭିଯାନ ଚାଲିଛି। ଏହି କ୍ରମରେ, ଏକ ତଲାସୀ ଅଭିଯାନ ସମୟରେ ବାହିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ବାରସୁର ଜଙ୍ଗଲରେ ନକ୍ସଲମାନଙ୍କର ଏକ ବଡ଼ … Read More

ଅନୁଗୋଳରେ ଗୁଳି କରି ଯୁବକଙ୍କୁ ହତ୍ୟା

ଅନୁଗୋଳ : ଅନୁଗୋଳରେ ଫୁଟିଲା ଗୁଳି। ବନ୍ତଳା ଥାନା ବନ୍ତଳ ଗାଁ ନିମ ଛକରେ ଗୁଳିକାଣ୍ଡରେ ଜଣେ ଯୁବକ ମୃତ। ମୃତକ ହେଲେ ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ। ଗୁଳିମାଡ ପରେ ସୁଶାନ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । … Read More

ଭାବନଗରରେ ଟ୍ରେଲରକୁ ଧକ୍କା ଦେଲା ବୋଲେରୋ, ୭ ମୃତ

ଗୁଜରାଟ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ବୋଲେରୋ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଧକ୍କା ଏତେ ଭୟଙ୍କର ଥିଲା ଯେ, ବୋଲେରୋଟି … Read More

ଜମିବାଡ଼ି ବିବାଦରୁ ସନ୍ଥଙ୍କ ଉପରେ ଅଟୋ ଚଢ଼ାଇ ହତ୍ୟା ଉଦ୍ୟମ: ବିଚ୍ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ପୋଲିସ ଭୂମିକା ଉପରେ ପ୍ରଶ୍ନବାଚୀ

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ମଣ୍ଡଳସିଂହ ଗ୍ରାମରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ବିଭିନ୍ନ ମଠ ଓ ଆଖଡ଼ାର ପ୍ରମୁଖ ସନ୍ଥ ମଦନ ମୋହନ ରଣଜିତ ସିଂହଦେଓଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଉପରେ ଅଟୋ … Read More

ଏୟାରପୋର୍ଟ ଲେବର ରୁମରେ ଭୟଙ୍କର ଅଗ୍ନିକାଣ୍ଡ

ଲକ୍ଷ୍ନୌ:  ଚୌଧୁରୀ ଚରଣ ସିଂହ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଥିବା ଲେବର ରୁମରେ ଭୟଙ୍କର ନିଆଁ ଲାଗିଛି । ଏୟାରପୋର୍ଟ ସୁରକ୍ଷାକର୍ମୀ ଏବଂ ସରୋଜିନୀ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ଗାଡ଼ି ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । ଦମକଳ ବିଭାଗର … Read More

ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍‌ !

କିଭ୍ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ରେଳସେବା ଉପରେ ଋଷିଆର ଭୟଙ୍କର ଆକ୍ରମଣ ଜାରି ରହିଛି। ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ୟୁକ୍ରେନର ଶହ ଶହ ରେଳ ଇଞ୍ଜିନ୍ ନଷ୍ଟ ହୋଇଯାଇଛି, ଯାହାଫଳରେ … Read More

ନ୍ୟୁଟ୍ରିନୋ ଗବେଷଣା ପାଇଁ ଫ୍ରାନ୍ସିସ୍ ହାଲଜେନଙ୍କୁ ୨୦୨୬ ପଦାର୍ଥ ବିଜ୍ଞାନ ନୋବେଲ

ନୂଆଦିଲ୍ଲୀ : ୨୦୨୬ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ବେଲଜିୟମରେ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ସମ୍ମାନ ମିଳିଛି । ସେ ଆମେରିକାର ୱିସକନସିନ୍–ମାଡିସନ୍ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ । ଆଇସ୍ କ୍ୟୁବ୍ … Read More

ବ୍ଲାକ୍ ସି’ରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ, ୨ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ଥରେ ସମୁଦ୍ରରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ । ବ୍ଲାକ୍ ସି’ରେ ଏକ କମର୍ଶିଆଲ୍ ଜାହାଜକୁ ଟାର୍ଗେଟ୍ କରାଯାଇଥିବା ବେଳେ, ଦୁଇ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଜାହାଜରେ ଥିବା ୩ ଜଣ ଭାରତୀୟ … Read More