କନ୍ଧମାଳରେ ଶୀତର ଆଗମନ, କୁହୁଡ଼ିର ଧଳା ଚାଦର ସହ ହାଲୁକା ଥଣ୍ଡା ଅନୁଭୂତ

କନ୍ଧମାଳ: କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା କନ୍ଧମାଳ ଜିଲ୍ଲା । ଧୀରେ ଧୀରେ ଶୀତର ଆଗମନ ହେଉଛି । ଆଜି ସକାଳୁ ସକାଳୁ ସମଗ୍ର ଅଞ୍ଚଳ ଘନ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଯାଉଥିବା ବେଳେ ହାଲୁକା ଥଣ୍ଡା ଅନୁଭବ ହୋଇଥିଲା … Read More

ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ

ମାଲକାନଗିରି: ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ମାଓବାଦୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାରେ ସକ୍ରିୟଥିବା ୪ ମାଓବାଦୀ ଓ ପଶ୍ଚିମ ବସ୍ତର ଡିଭିଜନର ଦୁଇ ହାର୍ଡକୋର … Read More

ଏସଆଇଆର ବିରୁଦ୍ଧରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କଲେ ଇଣ୍ଡିଆ ବ୍ଲକର ୧୦ ନେତା

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ବ୍ଲକର ୧୦ ଜଣ ନେତା ସୋମବାର ସୁପ୍ରିମ କୋର୍ଟ ଯାଇ ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିବା ଏସଆଇଆର(ସ୍ପେଶାଲ ଇଂଟେନସିଭ ରିଭିଜନ) ବିରୁଦ୍ଧରେ ପିଟିସନ ଦାଖଲ କରିଛନ୍ତି । ରାହୁଲ … Read More

ଅର୍ଥନୀତିରେ ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ୨୦୨୬ ନୋବେଲ୍ ସମ୍ମାନ

ଷ୍ଟକହୋମ୍: ଅର୍ଥନୀତି କ୍ଷେତ୍ରରେ ୨୦୨୬ ବର୍ଷ ପାଇଁ ନୋବେଲ୍ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଛି। ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ। ମାକ୍ରୋ ଅର୍ଥନୀତିର ସ୍ଥିରତା ପାଇଁ ମାଇକ୍ରୋ … Read More

ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ IED ବିସ୍ଫୋରଣ, ୪ ପାକ୍ ଆତଙ୍କୀ ମୃତ

 ଜାମ୍ମୁ :  ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ବଡ଼ ଧରଣର IED ବିସ୍ଫୋରଣ ।  ଭୟଙ୍କର ବିସ୍ଫୋରଣରେ ୪ ପାକିସ୍ତାନୀ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଞ୍ଚ୍ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟର LoCର ଜିରୋ ଲାଇନ୍ ନିକଟ ସତୱାଲ-ନାକି ଅଞ୍ଚଳରେ ଏହି … Read More

ପାକିସ୍ତାନରେ ସେନା ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଇସଲାମାବାଦ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର କ୍ୱେଟା ନିକଟରେ ଏକ ସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନୀ ସେନା ପକ୍ଷରୁ ଏହି ଘଟଣା ସମ୍ପର୍କରେ ସୂଚନା … Read More

ପ୍ରତିବାଦ ସ୍ଥାନ ତାଲିକାରୁ ବାଦ୍ ପଡ଼ିଲା ଯନ୍ତରମନ୍ତର

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଆଧାରରେ, ଯନ୍ତରମନ୍ତରକୁ ପ୍ରତିବାଦ ସ୍ଥାନ ତାଲିକାରୁ ବାଦ ଦିଆଯାଇଛି। ଦିଲ୍ଲୀରେ ପ୍ରତିବାଦ କରିବା ପାଇଁ ବର୍ତ୍ତମାନ ତିନୋଟି ନୂତନ ସ୍ଥାନ ଚିହ୍ନଟ କରାଯାଇଛି। ଦିଲ୍ଲୀର ତିନୋଟି ନୂତନ … Read More

ପ୍ଲାଣ୍ଟ ବିବାଦକୁ ନେଇ ପୂର୍ବତନ ବିଧାୟକଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକ

ରାଜସ୍ଥାନ : ରାଜସ୍ଥାନର ଭରତପୁର ଜିଲ୍ଲାରେ କ୍ରେଶର ପ୍ଲାଣ୍ଟକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଉଗ୍ର ରୂପ ନେଇଛି । ଏହି ସଂଘର୍ଷରେ ବୟାନାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଅତର ସିଂହ ଭଡ଼ାନାଙ୍କ ମୃତ୍ୟୁ ହୋଇଛି । ଠେଙ୍ଗା … Read More

ପାକ୍ ସୈନ୍ୟ ପୋଷ୍ଟ ଓ ଜାହାଜ ଉପରେ BLAର ଆକ୍ରମଣ, ୧୩ ଯବାନ ନିହତ

ଲାହୋର : ପାକ୍ ବେଲୁଚିସ୍ତାନ ପ୍ରାନ୍ତରେ ଥିବା ଗ୍ୱାଦର ଜିଲ୍ଲାରେ ବେଲୁଚ୍ ଲିବରେସନ୍ ଆର୍ମୀ(BLA) ବଡ ଆକ୍ରମଣ କରିଛି । ଏଥିରେ ପାକ୍ ସୈନ୍ୟ ପୋଷ୍ଟ ଏବଂ ଛୋଟ ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ୧୩ ଜଣ ପାକ୍ କୋଷ୍ଟ୍ ଗାର୍ଡଙ୍କ … Read More

ନେପାଳରେ ପ୍ରକୃତିର ତାଣ୍ଡବ: ଭାସିଗଲା ୪୦ ଘର, ଫସିଛନ୍ତି ଶତାଧିକ ପର୍ଯ୍ୟଟକ

ନେପାଳ: ନେପାଳରେ ପ୍ରକୃତିର ତାଣ୍ଡବ । ମନାସ୍ଲୁ ଟ୍ରେକିଂ ଅଞ୍ଚଳରେ ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ବନ୍ୟାରେ ପ୍ରାୟ ୪୦ଟି ଘର, ୬ଟି ପୋଲ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପର ଭିତ୍ତିଭୂମି ଭାସିଯାଇଛି । ପ୍ରାୟ ୧୦ ଜଣ ନିଖୋଜ ଥିବାବେଳେ … Read More