ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଖଲ୍ଲିକୋଟ ବିଧାୟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଖଲ୍ଲିକୋଟ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶନିବାର ଦିନ ଜିଲ୍ଲାର ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ କୁମାରୀ … Read More

ବନ୍ୟା ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗଞ୍ଜାମରେ ୧୦ ଅଧିକାରୀ ନିୟୋଜିତ

ଭୁବନେଶ୍ୱର: ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ସହକାରୀ କମିଶନର, ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲାରେ … Read More

ଲକ୍ଷ୍ନୌରେ ପୁଲିସ ଓ ସେନା ଅଧିକାରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ପୁଲିସ କିମ୍ବା ସେନା ଅଧିକାରୀଙ୍କୁ ଟାର୍ଗେଟ୍‌ କିଲିଂ ପାଇଁ ହୋଇଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ରାଜ୍ୟର ଆତଙ୍କବାଦ ନିରୋଧୀ ଟିମ୍ (ଏଟିଏସ୍‌)। ଏହି ଘଟଣାରେ ପଞ୍ଜାବର ତିନି ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ … Read More

ଜାନୁଆରୀ ୨୫ରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଭାରତରେ ଜନଗଣନା

ନୂଆଦିଲ୍ଲୀ: ଜନଗଣନାକୁ ନେଇ ବଡ଼ ଘୋଷଣା ସାମ୍ନାକୁ ଆସିଛି । ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁଯାୟୀ, ୨୦୨୭ ଜାନୁଆରୀ ମାସରୁ ଆରମ୍ଭ ହେବ ଜନଗଣନା (Population Census 2027) । ଦେଶର ବିଭିନ୍ନ ରାଜ୍ୟ ଏବଂ … Read More

୨୩ ମହଲାରୁ ପଡ଼ି ବାପ-ପୁଅ ମୃତ

ଉତ୍ତର ପ୍ରଦେଶ: ବେଳେ ବେଳେ ମୃତ୍ୟୁ ମଣିଷକୁ କେଉଁ ରୂପରେ କେଉଁ ସ୍ଥାନରେ ଭେଟେ, ତାହା ସମସ୍ତଙ୍କ କଳ୍ପନା ବାହାରେ ଥାଏ । ଏଇ ଯେମିତି ଉତ୍ତର ପ୍ରଦେଶ ଗ୍ରେଟର ନୋଏଡା ଅଂଚଳର ୪୦ ବର୍ଷୀୟ ରନଦୀପ ପାତ୍ର ଏବଂ ତାଙ୍କ … Read More

ଭାରତୀୟ ନୌସେନାକୁ ମିଳିବ ୮ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ, ବ୍ୟୟ ହେବ ୪୦ ହଜାର କୋଟି

ନୂଆଦିଲ୍ଲୀ : ଭାରତୀୟ ନୌସେନାକୁ ମିଳିବ ୮ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ୪୦ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବ ୮ଟି ନେକ୍ସଟ୍ ଜେନେରେସନ ଷ୍ଟିଲଥ ୱାରସିପ୍ । କେନ୍ଦ୍ର କ୍ୟାବିନେଟ୍ କମିଟି ପକ୍ଷରୁ ୱାରସିପ୍ ନିର୍ମାଣ ପ୍ରକଳ୍ପକୁ … Read More

ଯୋଶୀମଠ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବଦ୍ରୀନାଥ ଏବଂ ଯୋଶୀମଠ ମଧ୍ୟରେ ମାରୱାଡି ନିକଟରେ ଶୁକ୍ରବାର ଅପରାହ୍‌ଣରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଚମୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏନ୍‌ … Read More

ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ସତର୍କତା ଜାରି

ଭୁଟାନ: କିଛିଦିନ ତଳେ ନେପାଳରେ ଗ୍ଲେସିୟର ହ୍ରଦ ଫାଟିବା ଯୋଗୁଁ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ହୋଇଥିଲା । ଏବେ ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ଉତ୍ତର ବଙ୍ଗର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଲେମଥାଙ୍ଗ ଅଞ୍ଚଳରେ ଥିବା ଶିତାଂଫୁ … Read More

ଅର୍ଣ୍ଣବ ପ୍ରଭାବ: ଆନ୍ଧ୍ରରେ ୭ ମୃତ, ୪୬୦୦ କୋଟିର କ୍ଷୟକ୍ଷତି ଆକଳନ

ଆନ୍ଧ୍ରପ୍ରଦେଶ: ବାତ୍ୟା ଯାଇଛି, କରିଛି ଅନେକ କ୍ଷୟକ୍ଷତିା ପାଣି ଘେରରେ ଅନେକ ଚାଷ କ୍ଷେତ, ଅନେକ ଲୋକ ନିଜ ଘର ଛାଡି ଆଶ୍ରୟସ୍ଥଳୀରେ ନେଇଛନ୍ତି ଆଶ୍ରୟ । ବାତ୍ୟା ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି । ପାଖାପାଖି ୭ଜଣଙ୍କ ମୃତୁ୍ୟ ନେଇ … Read More

ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନର ୨୪ତମ କିସ୍ତି

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି। ଶୁକ୍ରବାର ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି … Read More