ଆନ୍ଧ୍ର ମୁହାଁ ’ଅର୍ଣ୍ଣବ’, ଲ୍ୟାଣ୍ଡଫଲ ବେଳେ ୧୨୫ ଛୁଇଁପାରେ ପବନର ବେଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ’ଅର୍ଣ୍ଣବ’। ଗଭୀର ଅବପାତରେ ପରିଣତ ହେଉଛି ଭୀଷଣ ବାତ୍ୟା। ଏହା ୨୮ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ … Read More

ବାତ୍ୟା ମୁକାବିଲା ପାଇଁ ମୁଖ୍ୟାଳୟରେ ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ, ୫ ଆଇଏଏସଙ୍କୁ ୫ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଆସନ୍ତାକାଲି ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, … Read More

୬ ମାସ ପରେ DFO ଅଫିସର ସିନିଅର ଆସିଷ୍ଟାଣ୍ଟ ଭିରଫ, ସରକାରୀ ଅର୍ଥ ହେରଫେର୍ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ରବିବାର ଦିନ ନୂଆପଡ଼ା ସ୍ଥିତ ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ଡିଭିଜନାଲ୍ ଫରେଷ୍ଟ ଅଫିସର (DFO)ଙ୍କ କାର୍ଯ୍ୟାଳୟରେ ‘ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍’ର ଦାୟିତ୍ୱରେ ଥିବା ବରିଷ୍ଠ ସହାୟକ ବବୁଲୁ ସୁନାଙ୍କୁ ଗିରଫ କରିଛି। ସେ ଗତ ଛଅ ମାସ … Read More

କୋଟିଆର ସୀମାନ୍ତ ଗ୍ରାମରେ ଆନ୍ଧ୍ର ପୋଲିସର ଉପସ୍ଥିତିକୁ କୋରାପୁଟ ବିଧାୟକଙ୍କ ବିରୋଧ

ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ବିବାଦ ବଢିବାରେ ଲାଗିଛି । କୋଟିଆର ସୀମାନ୍ତ ଗ୍ରାମରେ ଆନ୍ଧ୍ର ପୋଲିସର ଉପସ୍ଥିତିକୁ କୋରାପୁଟ ବିଧାୟକ ରଘୁରାମ ମାଛ ବିରୋଧ କରିଛନ୍ତି। ଓଡ଼ିଶାର ସୀମାନ୍ତ ଗ୍ରାମକୁ କୌଣସି କାମରେ … Read More

୧୧ କୋଟି କୃଷକଙ୍କୁ ମିଳିଲା ଡିଜିଟାଲ ପରିଚୟପତ୍ର: ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: ଦେଶରେ ୧୧ କୋଟି କୃଷକଙ୍କ ପାଇଁ ସ୍ୱତନ୍ତ୍ର ଡିଜିଟାଲ୍ ପରିଚୟପତ୍ର ପ୍ରସ୍ତୁତ କରିବାର ଲକ୍ଷ୍ୟ ଧାର୍ଯ୍ୟ ସମୟର ପାଞ୍ଚ ମାସ ପୂର୍ବରୁ ପୂରଣ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଏହି ସୂଚନା … Read More

ଜାମିଆ ୟୁନିଭର୍ସିଟିରେ ହିଂସକ ରୂପ ନେଲା ଛାତ୍ର ଆନ୍ଦୋଳନ: ଲାଗିଲା ଫ୍ରି କାଶ୍ମୀର, ଆରଏସଏସ ଗୋ ବ୍ୟାକ୍ ପୋଷ୍ଟର

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହିଂସକ ରୂପ ନେଇଛି। କ୍ୟାମ୍ପସ ଇଲେକ୍ସନକୁ ପୁନଃ ଆରମ୍ଭ କରିବାକୁ ଦାବି କରୁଥିବା ଛାତ୍ରଛାତ୍ରୀମାନେ ଶନିବାର ୟୁନିଭର୍ସିଟି ସୁରକ୍ଷାକର୍ମୀଙ୍କ ସହ ମାରପିଟ କରିଥିଲେ। ଗଣ୍ଡଗୋଳ ବଢ଼ିବାରୁ ୟୁନିଭର୍ସିଟି କର୍ତ୍ତୃପକ୍ଷ … Read More

ସ୍କୁଲ ପରିସରରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର

ନୂଆଦିଲ୍ଲୀ: ସବୁ ଦିନ ପରି ଆଜି ବି ହସ ଖୁସିରେ ସ୍କୁଲ ଆସିଲେ। ହେଲେ କିଏ ଜାଣିଥିଲା ଆଜି ତାଙ୍କ ଜୀବନର ହେବ ଶେଷ ଦିନ। କିଛି ସମୟ ଆଗରୁ ହସୁଥିବା ଝିଅଟି କେମିତି ଏଭଳି ଚରମ ନିଷ୍ପତ୍ତି ନେବ, ତାହା କେହି … Read More

ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ପରେ ଖୋଲିଲା ଇନ୍ଦ୍ରାବତୀର ଦୁଇଟି ଗେଟ୍

ନବରଙ୍ଗପୁର : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ପରେ ଖୋଲିଲା ଇନ୍ଦ୍ରାବତୀର ଦୁଇଟି ଗେଟ୍ । ଜଳଭଣ୍ଡାରର ୩ ନଂ ଓ ୬ନଂ ଗେଟକୁ ୦.୫ ମିଟର ଲେଖାଏଁ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଦୁଇଟି ଗେଟ … Read More

ରାପିଡୋ ଚାଳକ ବେଶରେ ଆତଙ୍କୀ ! ଜୈସ୍ ଲିଙ୍କ ସନ୍ଦେହରେ ଜଣଙ୍କୁ ବାନ୍ଧିଲା ଏଟିଏସ୍

ମୁମ୍ବାଇ: ଜୈସ୍ ସହ ଲିଙ୍କ ଅଭିଯୋଗରେ ମୁମ୍ବାଇର ଜଣେ ବ୍ୟକ୍ତି ଗିରଫ । ସନ୍ଦେହ ନହେବା ପାଇଁ ରାପିଡୋ ଚଳାଉଥିଲେ । ମାହିମ ମେଟ୍ରୋ ଷ୍ଟେସନ ନିକଟରୁ ଗିରଫ କରିଛି ଏଟିଏସ୍ । ମୁମ୍ବାଇ ମାହିମ୍ ଅଂଚଳର ମହମ୍ମଦ ହସନ ଅବ୍ୱୁ … Read More

ପ୍ରଶିକ୍ଷଣ ବେଳେ ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ, ୪ ପାଇଲଟ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ଉଡ଼ୁଥିବା ବେଳେ ପରସ୍ପର ସହ ଧକ୍କା ହେଲା ଦୁଇଟି ସାମରିକ ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ଫିଲିପାଇନ୍ସ ବାୟୁସେନାର ୪ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି ।ଫିଲିପାଇନ୍ସର ବାଟାଙ୍ଗାସ୍ ପ୍ରଦେଶର ଲିପା … Read More