ଯୁଦ୍ଧ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ: ‘ବର୍ଷେ ଯାଏଁ କିଣନି ସୁନା, ପେଟ୍ରୋଲ୍ ଡିଜେଲ୍ ସଞ୍ଚୟ କର’
ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ସଞ୍ଚୟ ପାଇଁ ସୁନା, ଇନ୍ଧନ, ଖାଇବା ତେଲ, ସାର ଓ ବିଦେଶ ଯାତ୍ରା ଆଦି ବାବଦରେ ଖର୍ଚ୍ଚ କମ୍ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ । ଏହାପରେ, ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । କିଛି … Read More
