ଭାରତ ଆସିବେ ଡୋନାଲ୍ଡ ଟ୍ରମ୍ପ!
Spread the loveନୂଆଦିଲ୍ଲୀ : ଭାରତ ଗସ୍ତ କରି ପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୭ ମସିହା ସୁଦ୍ଧା ଭାରତ ଗସ୍ତ କରିପାରନ୍ତି ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସୂଚିତ କରିଛନ୍ତି। … Read More
