ଭାରତୀୟ ଫାର୍ମା କମ୍ପାନୀ ଉପରେ ରୁଷର ଡ୍ରୋନ୍ ଆଟାକ୍, ଜଣେ ମୃତ
ୟୁକ୍ରେନ୍: ୟୁକ୍ରେନର ସୁମି ସହରରେ ଥିବା ଏକ ଭାରତୀୟ ଔଷଧ କମ୍ପାନୀ ‘କୁସୁମ୍ ଗ୍ରୁପ୍’ ର ଏକ ବଡ଼ ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟ ଉପରେ ଶନିବାର ରୁଷର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି … Read More
