ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ଖୁବଶୀଘ୍ର ନିଜର ପଦ ଗ୍ରହଣ କରିବେ । ଏହାସହିତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢି ୩୭ ହୋଇଛି । ଏବେ ବି ସୁପ୍ରିମକୋର୍ଟରେ ଜଣେ ବିଚାରପତିଙ୍କ ସ୍ଥାନ … Read More

JEE ଆଡଭାନ୍ସଡ ରେଜଲ୍ଟ : IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୬ JEE ଆଡଭାନ୍ସଡ ରେଜଲ୍ଟ । IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି । ୩୬୦ରୁ ୩୩୦ ନମ୍ବର ରଖି ଶୁଭମ ଟପ୍ପର ହୋଇଛନ୍ତି । ଅଲ୍ ଇଣ୍ଡିଆ ରାଙ୍କ ୨ରେ ଆଇଆଇଟି ଦିଲ୍ଲୀ … Read More

ମିଆଁମାରରେ ଭୟଙ୍କର ବିସ୍ଫୋରଣ, ୫୫ ମୃତ, ୧୦୦ ଆହତ

ବ୍ୟାଙ୍କକ୍‌ : ଉତ୍ତର-ପୂର୍ବ ମ୍ୟାଁମାରର ଏକ କୋଠାରେ ଭୟଙ୍କର ବିସ୍ଫୋରଣ ଘଟି ୫୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ଜଣ ଆହତ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଶାନ ପ୍ରଦେଶ ଅନ୍ତର୍ଗତ ନାମହକାମ ସହରର କାଉଙ୍ଗଟୁପ୍ ଗାଁରେ ରବିବାର ଏହି ବିସ୍ଫୋରଣ ହୋଇଛି। … Read More

ଦୁର୍ଘଟଣାସ୍ଥଳର ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ସୈଦୁଲାଜବ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ିବା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତକାଲି ରାତିରୁ ଉଦ୍ଧାରକାରୀ ଦଳ ନିରନ୍ତର ଭାବେ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ … Read More

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ,ବିଜେପି କହିଲା ଡ୍ରାମା

କଲକାତା:ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କୁ ଆକ୍ରମଣ ଘଟଣାରେ ଜୋରଦାର ହୋଇଛି ରାଜନୀତି।ପଶ୍ଚିମବଙ୍ଗରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ହୁଗୁଲି ସ୍ଥିତ ଚଣ୍ଡିତଲା ପୋଲିସ ଷ୍ଟେସନ ସାମ୍ନାରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ … Read More

ଏପ୍ରିଲ୍‌ରେ ୧.୩୮ କୋଟି ଯାତ୍ରୀ ବିମାନରେ ଯାତ୍ରା

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ କମ୍‌ ସଂଖ୍ୟକ ଲୋକ ବିମାନରେ ଯାତ୍ରା କରିଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟ ଅନୁସାରେ ଏପ୍ରିଲ୍‌ରେ ୧.୩୮ କୋଟି ଯାତ୍ରୀ ବିମାନରେ ଯାତ୍ରା କରିଥି‌ଲେ। ଏହି ସଂଖ୍ୟା ଗତବର୍ଷର ୧.୪୩ କୋଟି … Read More

ଟିଏମ୍‌ସିରେ ନିରବ ବିଦ୍ରୋହ; ବୈଠକକୁ ଆସିଲେନି ୬୦ ବିଧାୟକ

କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି)ର ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳର ଆଭ୍ୟନ୍ତରୀଣ ସ୍ଥିତି ଜଟିଳ ରୂପ ନେଇଛି। ଦଳରେ ଲାଗି ରହିଥିବା ବଡ଼ ଧରଣର ସାଂଗଠନିକ ସଙ୍କଟ ଏବେ ସାମନାକୁ ଆସିଛି। ଦଳର ଦୁଇ ଶୀର୍ଷ ନେତା ଅଭିଷେକ ବାନାର୍ଜୀ … Read More

ବ୍ୟବସାୟିକ ଯୌନ ଶୋଷଣର ଶିକାର ବ୍ୟକ୍ତି ନାବାଳିକା ହେଲେ ପୋକ୍ସୋ ଆଇନ ଲାଗୁ ହେବ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଏବଂ ଅନୈତିକ ଟ୍ରାଫିକ୍ (ନିବାରଣ) ଆଇନ (ଆଇଟିପିଏ) ବ୍ୟତୀତ ନାବାଳିକାଙ୍କ ବ୍ୟବସାୟିକ ଯୌନ ଶୋଷଣ (ସିଏସ୍ଇ) ସହ ଜଡିତ ଚାଲାଣକାରୀଙ୍କ ବିରୋଧରେ କଠୋର ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇପାରିବ ବୋଲି ସୁପ୍ରିମ୍‌କୋର୍ଟ … Read More

ପଞ୍ଜାବ ପୌର ନିର୍ବାଚନରେ ବିପର୍ଯ୍ୟୟ ପାଇଁ କଂଗ୍ରେସର ଗୋଷ୍ଠୀ କନ୍ଦଳ ଦାୟୀ

ଚଣ୍ଡୀଗଡ଼: ପଞ୍ଜାବର ପୌର ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଏହାର କ୍ରମାଗତ ଗୋଷ୍ଠୀକନ୍ଦଳକୁ ସାମ୍ନାକୁ ଆଣିଛି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଏକାଧିକ ବରିଷ୍ଠ ନେତା ପ୍ରମୁଖ ସାଂଗଠନିକ ଓ ବିଧାନସଭା ଭୂମିକା ପାଇଁ ଗୋଷ୍ଠୀବାଦକୁ ପ୍ରୋତ୍ସାହିତ କରିଛନ୍ତି। … Read More

ସିୟୁଇଟି ୟୁଜି ପରୀକ୍ଷା ପରିଚାଳନାରେ ତ୍ରୁଟି: କ୍ଷମା ମାଗିଲା ଏନ୍‌ଟିଏ

ନୂଆଦିଲ୍ଲୀ : ଦେଶରେ ପୂର୍ବରୁ ମେଡିକାଲ ପରୀକ୍ଷା  ଏନ୍‌ଇଇଟିକୁ ନେଇ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବିବାଦରେ ଫସି ରହିଛି। ଏହି ସମୟରେ, ୩୦ମେ’ ଶନିବାର ଆଉ ଏକ ଏନ୍‌ଟିଏ ପରୀକ୍ଷା ସିୟୁଇଟି ୟୁଜି … Read More