୪ ବର୍ଷ ପରେ ରେପୋ ରେଟ୍‌ରେ ବୃଦ୍ଧି କଲା RBI, ମହଙ୍ଗା ହେବ ଲୋନ୍‌… ବଢ଼ିବ EMI

ନୂଆଦିଲ୍ଲୀ: ଲୋନ୍‌ ନେଇଥିବା ଲୋକଙ୍କୁ ବଡ଼ ଝଟକା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପ୍ରାୟ ୪ ବର୍ଷ ପରେ ପ୍ରଥମଥର ପାଇଁ ରେପୋ ରେଟ୍‌ରେ ବୃଦ୍ଧି କରିଛି RBI। ବୁଧବାର ତିନିଦିନିଆ ମୁଦ୍ରାନୀତି କମିଟି ବା MPC ବୈଠକର ଫଳାଫଳ ଘୋଷଣା … Read More

ଦନ୍ତେୱାଡ଼ାରେ ନକ୍ସଲ-ବିରୋଧୀ ଅଭିଯାନ: ଜଙ୍ଗଲରୁ ମାଓଡମ୍ପ୍‌ ଠାବ, AK-47, ବିଜିଏଲ୍ ଲଞ୍ଚର୍ ସହ ଗୁଳିଗୋଳା ଜବତ

ଦନ୍ତେୱାଡ଼ା: ଛତିଶଗଡ଼ର ଦକ୍ଷିଣ ବସ୍ତର ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ ନକ୍ସଲ-ବିରୋଧୀ ଅଭିଯାନ ଚାଲିଛି। ଏହି କ୍ରମରେ, ଏକ ତଲାସୀ ଅଭିଯାନ ସମୟରେ ବାହିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ବାରସୁର ଜଙ୍ଗଲରେ ନକ୍ସଲମାନଙ୍କର ଏକ ବଡ଼ … Read More

ଭାବନଗରରେ ଟ୍ରେଲରକୁ ଧକ୍କା ଦେଲା ବୋଲେରୋ, ୭ ମୃତ

ଗୁଜରାଟ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ବୋଲେରୋ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଧକ୍କା ଏତେ ଭୟଙ୍କର ଥିଲା ଯେ, ବୋଲେରୋଟି … Read More

ଏୟାରପୋର୍ଟ ଲେବର ରୁମରେ ଭୟଙ୍କର ଅଗ୍ନିକାଣ୍ଡ

ଲକ୍ଷ୍ନୌ:  ଚୌଧୁରୀ ଚରଣ ସିଂହ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଥିବା ଲେବର ରୁମରେ ଭୟଙ୍କର ନିଆଁ ଲାଗିଛି । ଏୟାରପୋର୍ଟ ସୁରକ୍ଷାକର୍ମୀ ଏବଂ ସରୋଜିନୀ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ଗାଡ଼ି ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । ଦମକଳ ବିଭାଗର … Read More

ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍‌ !

କିଭ୍ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ରେଳସେବା ଉପରେ ଋଷିଆର ଭୟଙ୍କର ଆକ୍ରମଣ ଜାରି ରହିଛି। ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ୟୁକ୍ରେନର ଶହ ଶହ ରେଳ ଇଞ୍ଜିନ୍ ନଷ୍ଟ ହୋଇଯାଇଛି, ଯାହାଫଳରେ … Read More

ନ୍ୟୁଟ୍ରିନୋ ଗବେଷଣା ପାଇଁ ଫ୍ରାନ୍ସିସ୍ ହାଲଜେନଙ୍କୁ ୨୦୨୬ ପଦାର୍ଥ ବିଜ୍ଞାନ ନୋବେଲ

ନୂଆଦିଲ୍ଲୀ : ୨୦୨୬ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ବେଲଜିୟମରେ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ସମ୍ମାନ ମିଳିଛି । ସେ ଆମେରିକାର ୱିସକନସିନ୍–ମାଡିସନ୍ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ । ଆଇସ୍ କ୍ୟୁବ୍ … Read More

ବ୍ଲାକ୍ ସି’ରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ, ୨ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ଥରେ ସମୁଦ୍ରରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ । ବ୍ଲାକ୍ ସି’ରେ ଏକ କମର୍ଶିଆଲ୍ ଜାହାଜକୁ ଟାର୍ଗେଟ୍ କରାଯାଇଥିବା ବେଳେ, ଦୁଇ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଜାହାଜରେ ଥିବା ୩ ଜଣ ଭାରତୀୟ … Read More

CECଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ବହୁ ନେତା ଅଟକ

ନୂଆଦିଲ୍ଲୀ: ଭୋଟର ତାଲିକାରେ ଚାଲିଥିବା ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)କୁ ନେଇ ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକର ବଡ଼ ବିକ୍ଷୋଭ ଦେଖିବାକୁ ମିଳିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ INDIA ମେଣ୍ଟର ଅନେକ ସାଂସଦ ସଂସଦ ଭବନରୁ ନିର୍ବାଚନ … Read More

ନାଇଜେରିଆରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୩୨ ମୃତ

ନାଇଜିରିୟା: ନାଇଜିରିୟାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ନାଇଜେରିୟାର ବାୟୁ ସେନାର ବିମାନ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି ନିୟମିତ ମିଶନରେ ଥିବା ସମୟରେ ଏହି ଘଟଣା ଘଟିଛି । ସୂଚନାନୁଯାୟୀ, ନାଇଜେରିଆର … Read More

ଜେଲ୍‌ ଡିଆଇଜି ସୋମାଶେଖର ଗିରଫ: ସୁପ୍ରିମକୋର୍ଟଙ୍କ ନକଲି ଆଦେଶ ବ୍ୟବହାର କରି ଆଜୀବନ କଏଦୀଙ୍କୁ ମୁକ୍ତ କରିଥିଲେ

ବେଙ୍ଗାଲୁରୁ: ୨୦୧୮ ମସିହାରେ ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ କାରାଗାରର ମୁଖ୍ୟ ଅଧୀକ୍ଷକ ଥିବା ଜେଲ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଏମ୍ ସୋମାଶେଖରଙ୍କୁ ରବିବାର ରାତିରେ ଗିରଫ କରାଯାଇଛି। ୨୦୧୮ରେ ଜେଲରୁ ଜଣେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କୁ ମୁକ୍ତ କରିବା … Read More