ମାଲକାନଗିରିରେ ବ୍ୟାପୁଛି ମ୍ୟାଲେରିଆ, ବଣ୍ଡାଘାଟିରେ ସ୍ଥିତି ଅନୁଧ୍ୟାନ କରୁଛି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍

Spread the love

Spread the loveମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ। ଗାଁରେ ଗାଁରେ ବ୍ୟାପୁଛି ମ୍ୟାଲେରିଆ ଜ୍ବର । ଆକ୍ରାନ୍ତଙ୍କ ସଂକ୍ୟା ବଢୁଥିବାବେଳେ ବଣ୍ଡାଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍ । ଦୁର୍ଗମ ଓ ଅପହଞ୍ଚପ୍ରବଣ ଅଞ୍ଚଳରେ … Read More

ଟ୍ରେନ୍ ଧକ୍କାରେ ଦନ୍ତା ମୃତ, ତଦନ୍ତ କରୁଛି ଆରପିଏଫ୍ ଓ ବନ ବିଭାଗ

Spread the love

Spread the loveରାୟଗଡା: ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ନିକଟସ୍ଥ ବୃନ୍ଦାବାଡ଼ି ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ରେଳ ଧାରଣା ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା … Read More

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ରହସ୍ୟ ଖୋଲିବ STFର ୨ ଟି ଟିମ୍

Spread the love

Spread the loveବାଲେଶ୍ୱର: ବାଲେଶ୍ୱରରୁ ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ । ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି ବାଲେଶ୍ୱର ବନ ବିଭାଗ । ଭୋଗରାଇ ଜେଏମସି କୋର୍ଟରେ ମାମଲା ରୁଜୁ କରାଯାଇଛି । ଏଥିସହ  କ୍ରାଇମବ୍ରାଞ୍ଚ … Read More

ସ୍କୁଲରେ ମଦ୍ୟପାନ କରି ପ୍ରଧାନଶିକ୍ଷକ ନିଲମ୍ବିତ

Spread the love

Spread the love କେନ୍ଦ୍ରାପଡା : ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ l କେନ୍ଦ୍ରାପଡା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଖେଳ ଛୁଟିରେ ପ୍ରଧାନ ଶିକ୍ଷକ ସୁନାକର ନାୟକ … Read More

ନୂଆ ଜାତିସଂଘ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌କୁ ନେଇ ଅସଙ୍ଗତି ଉପରେ ଭାରତର ଆପତ୍ତି

Spread the love

Spread the loveନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌କୁ ନେଇ ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରରେ ଦେଖାଯାଇଥିବା ଅସଙ୍ଗତି ଉପରେ ଭାରତ ଆପତ୍ତି ଜଣାଇଛି। ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚିନ୍‌କୁ ଭାରତ ଓ ଚୀନ୍‌ର ନିଜ … Read More

ଦେଶର ୭ଟି ରେଲୱେ ପ୍ରୋଜେକ୍ଟ ହେବ ଫୋର୍ ଲେନ୍, ମିଳିଲା କ୍ୟାବିନେଟ ମଞ୍ଜୁରୀ

Spread the love

Spread the loveନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ହୋଇଥିବା କ୍ୟାବିନେଟ ମିଟିଂରେ ଭାରତୀୟ ରେଳବାଇକୁ ଆଧୁନିକ ଓ ଅଧିକ କ୍ଷମତାଶୀଳ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଦେଶର … Read More

୨ ଦିନର ଚେଷ୍ଟା ବିଫଳ ! ଫେଲ ମାରିଲେ ଇଂଜିନିୟର୍ସ, ଟିକେ ବି ହଲିଲେନି ମହାବୀର

Spread the love

Spread the loveଉଜ୍ଜୟିନୀ: ଧର୍ମ ଏବଂ ଆଧ୍ୟାତ୍ମିକତାର ନଗରୀ ଉଜ୍ଜୟିନୀରେ ସିଂହସ୍ଥ ୨୦୨୮ ମସିହାର ପ୍ରସ୍ତୁତି ପାଇଁ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ ଅଭିଯାନ ମଧ୍ୟରେ ଏକ ଅନନ୍ୟ ଏବଂ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଫେଲ ମାରିଲେ ଇଂଜିନିୟର୍ସ । କାମ … Read More

ବନ୍ୟା ପରେ ନେପାଳରେ ଭୂକମ୍ପ ଝଟକା, ତୀବ୍ରତା ୫.୩

Spread the love

Spread the loveନେପାଳ : ମଙ୍ଗଳବାରରେ ନେପାଳର ମୁସ୍ତାଙ୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୩ ଥିବା ରିକ୍ଟର ସ୍କେଲରେ ମପାଯାଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ  ସୃଷ୍ଟି କରିଥିଲା ​​ଏବଂ ଲୋକେ ଭୟରେ ଘରୁ ବାହାରକୁ … Read More

BRICS ପୂର୍ବରୁ ହେବ ମୋଦି-ପୁଟିନଙ୍କ ବଡ଼ ବୈଠକ! ଟେବୁଲ୍‌ରେ ରହିବ Su-57 ଡିଲ୍

Spread the love

Spread the loveନୂଆଦିଲ୍ଲୀ: ଦିଲ୍ଲୀରେ BRICS ସମ୍ମିଳନୀ ପୂର୍ବରୁ ହେବ ଭାରତ-ରୁଷିଆର ଏକ ବଡ଼ ଆଲୋଚନା। ସେପ୍ଟେମ୍ବର ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସ୍କୋଭ … Read More

ବ୍ରିଟେନରେ ATC ସିଷ୍ଟମରେ ତ୍ରୁଟି, ୧୦୦୦ରୁ ଅଧିକ ବିମାନ ପ୍ରଭାବିତ

Spread the love

Spread the loveନୂଆଦିଲ୍ଲୀ : ବ୍ରିଟେନର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମରେ ବଡ଼ ଧରଣର ବୈଷୟିକ ତ୍ରୁଟି ଦେଖାଦେବା ପରେ ଦେଶର ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଦେଶରେ ପ୍ରାୟ ୧୦୦୦ରୁ ଅଧିକ ବିମାନ ବାତିଲ ହୋଇଥିବା ଜଣାପଡିଛି … Read More