ଜଳ ଜୀବନ ମିଶନ ସ୍କାମ୍: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଗିରଫ

Spread the love

Spread the love ଜୟପୁର: ଜୟପୁରରେ ପୁଣି ଥରେ ଏକ ବଡ଼ ଠକେଇ ହଇଚଇ ସୃଷ୍ଟି କରିଛି। ଦୀର୍ଘ ସମୟ ଧରି ତଦନ୍ତ ଚାଲିଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁବୋଧ ଅଗ୍ରୱାଲଙ୍କୁ ଶେଷରେ ନୂଆଦିଲ୍ଲୀରୁ ଗିରଫ କରାଯାଇଛି। ତାଙ୍କୁ ଅଧିକ ପଚରାଉଚରା … Read More

ପୁନଃ ନିର୍ବାଚିତ ହେଲେ ପ୍ରଥମରୁ ପିଜି ଯାଏଁ ମାଗଣା ଶିକ୍ଷା, ଛାତ୍ରୀମାନଙ୍କ ପାଇଁ ଷ୍ଟାଇପେଣ୍ଡ ବ୍ୟବସ୍ଥା

Spread the love

Spread the love ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଯଦି ସେ ପୁନଃ ନିର୍ବାଚିତ ହୁଅନ୍ତି ତେବେ ପ୍ରାଥମିକ ଶିକ୍ଷା ଠାରୁ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବେ ବୋଲି … Read More

ବିଧାନସଭା ନିର୍ବାଚନ ପାଇଁ ଆସାମ, କେରଳ, ପୁଡ଼ୁଚେରୀରେ ମତଦାନ ଶେଷ

Spread the love

Spread the loveନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ ପୁଡ଼ୁଚେରୀରେ ସର୍ବାଧିକ ୮୬.୯୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଆସାମରେ ୮୪.୪୨ ପ୍ରତିଶତ … Read More

ହିଜବୁଲ୍ଲା ନେତାର ବ୍ୟକ୍ତିଗତ ପରାମର୍ଶଦାତା ମୃତ

Spread the love

Spread the loveନୂଆଦିଲ୍ଲୀ : ଇରାନ-ଆମେରିକା ଅସ୍ତ୍ରବିରତି ପରେ ଲେବାନନର ରାଜଧାନୀ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ହିଜବୁଲ୍ଲା ନେତା ନଇମ କାସିମର ବ୍ୟକ୍ତିଗତ ପରାମର୍ଶଦାତା ଏବଂ ପୁତୁରାର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଦାବି କରିଛି । … Read More

୧୫,୪୦୦ ଟନ୍ ଏଲପିଜି ନେଇ ଭାରତ ପହଞ୍ଚିଲା ଗ୍ରୀନ ଆଶା

Spread the love

Spread the loveମୁମ୍ବାଇ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସଙ୍କଟ ଭିତରେ ହର୍ମୁଜ ପ୍ରଣାଳୀ ପାର ଭାରତରେ ପହଞ୍ଚିଛି ଆଉ ଏକ ଏଲପିଜି ଟ୍ୟାଙ୍କର ଜାହାଜ । ଏହି ଜାହାଜରେ ୧୫,୪୦୦ ଟନର ଏଲପିଜି ରହିଛି । ମୁମ୍ବାଇର ଜବାହରଲାଲ ନେହରୁ … Read More

ରେଷ୍ଟୁରାଣ୍ଟ ଖାଦ୍ୟ ଖାଇ ଯୁବକ ମୃତ, ୨ ଗୁରୁତର

Spread the love

Spread the loveବିହାର : ବିହାର ଭଭୁଆ ସହରରେ ଥିବା ଏକ ରେଷ୍ଟୁରାଣ୍ଟର ଖାଦ୍ୟ ଗୋଟେ ପରିବାରକୁ ଛାରଖାର କରିଦେଇଛି । ଏଠାରୁ ପ୍ୟାକ୍ କରିନେଇଥିବା ମଞ୍ଚୁରିଆନ ଏବଂ କଢାଇ ପନିର ଖାଇବାର କିଛି ଘଣ୍ଟା ଭିତରେ ୨୦ ବର୍ଷୀୟ ଯୁବକଙ୍କ ଜୀବନ … Read More

୨୦ ଘଣ୍ଟା ଧରି କେଦାରନାଥରେ ତୁଷାରପାତ, ଏପ୍ରିଲ ୨୨ରେ ଖୋଲିବ ଦ୍ବାର

Spread the love

Spread the loveଉତ୍ତରାଖଣ୍ଡ : କେଦାରନାଥରେ ତୁଷାରପାତ କମିବାର ନାଁ ନେଉନି । ମଙ୍ଗଳବାରଠାରୁ ଲଗାତାର ଭଗବାନ ଶିବଙ୍କ ତୀର୍ଥସ୍ଥାନରେ ତୁଷାରପାତ ଲାଗି ରହିଛି । ଯାହା ତୀର୍ଥଯାତ୍ରୀଙ୍କ ଯାତ୍ରାରେ ବାଧା ସୃଷ୍ଟି କରୁଛି । ଭଗବାନଙ୍କ ଦର୍ଶନ କରିବାକୁ ଥିବା ଭକ୍ତଙ୍କ … Read More

ଜୀଅନ୍ତା ମାଛ ଗିଳିଦେଲା ବର୍ଷକର ଶିଶୁ, ସୁରକ୍ଷିତ ଭାବେ ବାହାର କଲେ ଡାକ୍ତର

Spread the love

Spread the loveଇନ୍ଦୋର : ଜୀଅନ୍ତା ମାଛ ଗିଳିଦେଲା ବର୍ଷକର ଛୁଆ । ହେଲେ ଡାକ୍ତରଙ୍କ ଯୋଗୁଁ ବଞ୍ଚିଗଲା ଜୀବନ । ମାଛ ସହିତ ଖେଳିଖେଳି ପିଲାଟି ମାଛକୁ ଗିଳିଦେଇଥିଲା । ଡାକ୍ତର ଯାହାକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି । ମଧ୍ୟପ୍ରଦେଶର … Read More

୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ମିଳିବ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା

Spread the love

Spread the love ଭୁବନେଶ୍ୱର : ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲିଅନ୍ତା ଠାରେ ୩ଟି ନୂତନ ଗ୍ରୀଡ୍ ସବ୍ ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ ସମିସନ ଲାଇନ୍ ଉଦ୍ଘାଟନ … Read More

ବଢ଼ିଲା OTET 2026 ପାଇଁ ଅନଲାଇନ୍ ଆବେଦନର ଅବଧି

Spread the love

Spread the love କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଗୁରୁବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, ବୋର୍ଡ ଘୋଷଣା … Read More