ରାଜ୍ୟରେ ଆଉ ୩ ଦିନ ବର୍ଷା ! ୧୪ ଜିଲ୍ଲାରେ ବଜ୍ରପାତ ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଆଉ ତିନି ଦିନ ବର୍ଷା । ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାକୁ ମଧ୍ୟ ଆହୁରି ବର୍ଷା ଅଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର … Read More

ଅର୍ଣ୍ଣବ ପରେ ଗଞ୍ଜାମରେ ବନ୍ୟା ସ୍ଥିତି ଉତ୍କଟ: ୧୩ ସ୍ଥାନରେ ଭୂସ୍ଖଳନ, ଯାତାୟାତ ପ୍ରଭାବିତ

ଗଞ୍ଜାମ: ବାତ୍ୟା ଅର୍ଣ୍ଣବ ପରେ ବନ୍ୟା ସ୍ଥିତିରେ ଗଞ୍ଜାମ ବେହାଲ । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ବିଭିନ୍ନ ଜିଲ୍ଲାରେ ୧୩ଟି ସ୍ଥାନରେ ଭୂସ୍ଖଳନ ଘଟିଛି । କନ୍ଧମାଳ ଜିଲ୍ଲାରେ କଳିଙ୍ଗାଘାଟି, ବୋଲାଙ୍ଗିଆ, … Read More

ଗଞ୍ଜାମରେ ଜଳପ୍ରଳୟ: ଗାଁ ଦାଣ୍ଡରେ ପ୍ରଖର ସ୍ରୋତ, ଧାନ ଓ ପନିପାରିବା ଚାଷ କ୍ଷତିଗ୍ରସ୍ତ

ଗଞ୍ଜାମ: ଗଞ୍ଜାମରେ ଜଳପ୍ରଳୟ । ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ । ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଓ ଗଜପତି ଜିଲ୍ଲା । ତିନି ଦିନରୁ ଅଧିକ ସମୟ ଧରି ଜାରି ରହିଥିବା ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ । … Read More

କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ ପୂଜାରୀ

ଭୁବନେଶ୍ୱର: ଆସନ୍ତା ୨ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ଦୁଇ ଜଣିଆ କେନ୍ଦ୍ରିୟ ଟିମ୍ । ନାଭାଲ ହେଲିକପ୍ଟର ଜରିଆରେ ଖାଦ୍ୟ ପୁଡିଆ ହେବ ଏଆର ଡ୍ରପ । ଗଞ୍ଜାମର ୨୨ ସ୍ଥାନରେ … Read More

ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ଲୁଣା ନଦୀବନ୍ଧରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ବୟସ ୪୦ ହେବ ବୋଲି ଅନୁମାନ … Read More

ତପ୍ତପାଣି ଘାଟିରେ ଭୂସ୍ଖଳନ: ଧୋଇଗଲା ୩୨୬ ନଂ ଜାତୀୟ ରାଜପଥ, ଯାନବାହନ ଚଳାଚଳ ଠପ୍

ଭୁବନେଶ୍ୱର: ତପ୍ତପାଣି ଘାଟିରେ ଭୟଙ୍କର ଭୂସ୍ଖଳନ! ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୟଙ୍କର ଭୂସ୍ଖଳନ । ତପ୍ତପାଣି ଘାଟିରେ ରାସ୍ତା ଅବରୋଧ। ଧୋଇଗଲା ୩୨୬ ନମ୍ବର ଜାତୀୟ ରାଜପଥ । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଜପତି ଓ ଗଞ୍ଜାମ ସୀମାନ୍ତରେ … Read More