କବିସୂର୍ଯ୍ୟନଗରରେ ଜଳବନ୍ଦୀଙ୍କୁ କରାଗଲା ଏୟାରଲିଫ୍ଟ
ଭୁବନେଶ୍ୱର : କୋଷ୍ଟଗାର୍ଡ ହେଲିକପ୍ଟରରେ ବିପନ୍ନଙ୍କୁ ଉଦ୍ଧାର କରାଯାଉଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଜଳବନ୍ଦୀରେ ଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨ ହଜାର ଲୋକ ଏବେ ବି ବନ୍ୟା ପାଣି ଘେରରେ ଫସି ରହିଛନ୍ତି। … Read More
