ପଞ୍ଚାୟତ ନିର୍ବାଚନ ପାଇଁ ମାନସ ମନ୍ଥନ କଲେ ବିଜେପି ରାଜ୍ୟ ପ୍ରଭାରୀ, ଜିତିବା ଲାଗି ଖସଡ଼ା ପ୍ରସ୍ତୁତ
ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ବଡ଼ ପରୀକ୍ଷା ହେବ। ସରକାରକୁ ଆସିବା ପରେ ବିଜେପି ପାଇଁ ବଡ଼ ଆହ୍ଵାନ ପାଲଟିଛି। ତେଣୁ ଦଳ କେମିତି ଏହି ନିର୍ବାଚନୀ ବୈତରଣୀ ପାରି ହେବ … Read More
