୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନିରୀକ୍ଷକ
ଭୁବନେଶ୍ୱର : ଲିଗାଲ୍ ହେୟାର ସାର୍ଟିଫିକେଟ୍ର ତଦନ୍ତ ରିପୋର୍ଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେଶରୀନଗର ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂହ । ଆଜି ଭୁବନେଶ୍ୱର ୟୁନିଟ୍-୬ସ୍ଥିତ କେଶରୀନଗର ଆର୍ଆଇ ସର୍କଲ୍ରେ ତାଙ୍କୁ ୫ … Read More
