କୁଖ୍ୟାତ ଅପରାଧୀ ଦେବାଶିଷ ନାୟକ ଘର ଉପରେ ବୁଲିଲା ବୁଲ୍ଡୋଜର
ଭୁବନେଶ୍ୱର: ଭୁବନେଶ୍ୱରର ପେଶାଦାର ଅପରାଧୀ ଦେବାଶିଷ ନାୟକ ଓରଫ୍ ‘ସାଲୁ’ର ବେଆଇନ ଘର ଉପରେ ବୁଲଡୋଜର ଚାଲିଛି। ସାଲୁର ଘର ଭାଙ୍ଗିଲା ଚନ୍ଦ୍ରଶେଖରପୁର ପୋଲିସ। ଭୁବନେଶ୍ୱର ମହାନଗର ନିଗମ (BMC) ଏବଂ ଚନ୍ଦ୍ରଶେଖରପୁର ଥାନା ପୋଲିସ ମିଳିତ ଭାବେ ଏହି ବଡ଼ … Read More
