ସିଇସିଙ୍କ ଇସ୍ତଫା ଦାବିରେ ଚେନ୍ନାଇରେ ପ୍ରତିବାଦ କରୁଥିବା ବେଳେ ୧୦୦ରୁ ଅଧିକ ଯୁବକ ଅଟକ
ଚେନ୍ନାଇ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ଶନିବାର ଚେନ୍ନାଇରେ ପ୍ରତିବାଦ କରୁଥିବା ୧୦୦ରୁ ଅଧିକ ଛାତ୍ର ଓ ଯୁବ ସଂଗଠନର କର୍ମୀଙ୍କୁ ପୁଲିସ ଅଟକ ରଖିଛି। ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେସନ୍ (ଏଆଇଏସ୍ଏଫ୍) ଓ ଅଲ୍ … Read More
