ବିଷାକ୍ତ ଖାଦ୍ୟ ଖାଇ ଦମ୍ପତିଙ୍କ ମୃତ୍ୟୁ

ରାଇରଙ୍ଗପୁର : ବିଷାକ୍ତ ଖାଦ୍ୟ ଖାଇ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ନିକଟ ଜାଟିପାଣି ଗ୍ରାମରେ ଦମ୍ପତିଙ୍କ ମୃତ୍ୟୂ ଘଟିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ବିଷାକ୍ତ ଖାଦ୍ୟ ନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।  ସୂଚନା ଅନୁଯାୟୀ, ବିଶୋଇ … Read More

ଡକାୟତି ଯୋଜନା ପଣ୍ଡ, ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ରାଇରଙ୍ଗପୁର: ବହଳଦା ଅଞ୍ଚଳରେ ଦୁଇଟି ପୃଥକ ସ୍ଥାନରେ ପୁଲିସ ଟିମ୍ ସମନ୍ବିତ ଭାବେ ଚଢ଼ାଉ କରି ଡକାୟତି ଉଦ୍ୟମକୁ ପଣ୍ଡ କରିଛନ୍ତି। ଏହି ଚଢ଼ାଉରେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ୯ ଜଣ ପେଷାଦାର ଅପରାଧୀଙ୍କୁ ଗିରଫ କରାଯାଇଛି।  ଆଜି … Read More

ନିଶା କାରବାରକୁ ନେଇ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ହିଞ୍ଜିଳିକାଟୁ: ଆମ ସମାଜରୁ ଦିନକୁ ଦିନ ମାନବିକତା ମରିଯାଉଛି। ‘ଦୟା’ ବୋଲି ଥିବା ଶଦ୍ଦ ମନୁଷ୍ୟର ହୃଦୟରୁ ସରିଯାଉଛି। ବ୍ୟକ୍ତିଗତ ଲାଭ ହେଉ ଅବା ଆକ୍ରୋଶ କାରଣରୁ ପ୍ରଭାବଶାଳୀ ବ୍ୟକ୍ତି ନିରୀହ ଲୋକଙ୍କ ଉପରେ ନିର୍ଯାତନା ଦେଉଛି। ଅକାରଣରେ ହେଉ ଅଥବା … Read More

ସମୁଦ୍ରରେ ବୁଡ଼ିଗଲେ ୩ ସାଙ୍ଗ, ଜଣଙ୍କ ମୃତଦେହ ଉଦ୍ଧାର, ୨ ନିଖୋଜ

ଜଗତସିଂହପୁର: ପାରାଦୀପ ବେଳାଭୂମିକୁ ବୁଲିବାକୁ ଯାଇଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ଆଶ୍ଚର୍ଯ୍ୟଜନକ ଭାବେ ନିଖୋଜ ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ପୂର୍ବରୁ ସେମାନେ ତିଆରି କରିଥିବା ରିଲ୍‌ସକୁ ନେଇ ଏବେ ତଦନ୍ତ ଆଗକୁ … Read More

ଶକ୍ତି ପୀଠରେ ଆଜିଠୁ ନବରାତ୍ର ପୂଜା

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ଚଳଚଞ୍ଚଳ ବିଭିନ୍ନ ଶକ୍ତି ପୀଠ । ନବରାତ୍ରର ପ୍ରଥମ ଦିନରେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଜୟଦୂର୍ଗା ବେଶରେ ଦର୍ଶନ ଦେଉଛନ୍ତି ସେହିଭଳି ରାଜ ରାଜରାଜେଶ୍ୱରୀ ବେଶରେ ଦର୍ଶନ … Read More

ଛାତ୍ର ସଂସଦ ନିର୍ବାଚନ ନେଇ ପିପିଲିରେ ହିିଂସା: ସଭାପତି ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି: କଲେଜ ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରକୁ ନେଇ ରବିବାର ପିପିଲିରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଇନ୍ଦିରା ମଇଦାନଠାରେ ଭୋଟ୍‍ ପ୍ରଚାର ପାଇଁ ବୈଠକ ଚାଲିଥିବା ବେଳେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କଲେଜର ଛାତ୍ରସଂସଦ ନିର୍ବାଚନରେ ସଭାପତି ପଦବୀରେ … Read More

ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱଗ୍ରହଣ କଲେ ଅନ୍ୟା ଦାସ

ନୂଆପଡ଼ା: ଅନ୍ୟା ଦାସ ନୂଆପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଆନୁଷ୍ଠାନିକ ଭାବରେ ଦାୟିତ୍ୱଗ୍ରହଣ କରିଛନ୍ତି। ସେ ଗତକାଲିଠାରୁ ନୂଆପଡ଼ାରେ ପହଞ୍ଚିଥିଲେ ମଧ୍ୟ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ରଇତଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ନୂଆପଡ଼ା ଏକ ଶାନ୍ତିପୂର୍ଣ୍ଣ ଜିଲ୍ଲା ବୋଲି ସେ ଶୁଣିଥିବା ବେଳେ ଏଠାରେ ବିକାଶର ଅନେକ ସମ୍ଭାବନା ରହିଥିବା ମତ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ଯେପରି ଶୀଘ୍ର ସମ୍ପୂର୍ଣ୍ଣ ହେବ, ସେଥିପ୍ରତି ତାଙ୍କର ବିଶେଷ ଦୃଷ୍ଟି ରହିବ ବୋଲି ସେ କହିଛନ୍ତି।ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଉନ୍ନତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ନୂତନ ଜିଲ୍ଲାପାଳ ମତ ଦେଇଛନ୍ତି।ନୂଆପଡ଼ା ଜିଲ୍ଲାରେ ଅନେକ ଜଳସେଚନ ପ୍ରକଳ୍ପ ରହିଥିବା ବେଳେ ଧାନ ଏଠାକାର ଏକ ପ୍ରମୁଖ ଫସଲ। ତେଣୁ ଚାଷୀମାନେ ଯେପରି ସହଜ ଓ ସରଳ ଉପାୟରେ ନିଜ ଧାନ ବିକ୍ରି କରିପାରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଅନ୍ୟା ଦାସ କହିଛନ୍ତି। ଜିଲ୍ଲାରେ ଚାଲିଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକର ଶୀଘ୍ର ସମାପନ, ପ୍ରାଥମିକ ଶିକ୍ଷାର ବିକାଶ ଓ ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟାକୁ ସରଳ କରିବା ଉପରେ ନୂତନ ଜିଲ୍ଲାପାଳଙ୍କ ପ୍ରାଥମିକତା ରହିବ। ତାଙ୍କ ନୂତନ ଦାୟିତ୍ୱକାଳରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଜଳିଗଲା ଦୋକାନ, ୭ ଆହତ

ସାଲେପୁର  : ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଳିଗଲା ଦୋକାନ  ।  ୭ ଜଣ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଜପକୁଦ ବଜାରରେ ଏଭଳି ଘଟଣା ଘଟିଛି  … Read More

ଏସସିବି ମେଡିକାଲରେ ମାନସିକ ରୋଗୀ ମୃତ୍ୟୁ ଘଟଣା: ୨ ଗିରଫ

କଟକ  :  କଟକ ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ରୋଗୀଙ୍କୁ ପିଟିପିଟି ମାରିଦେବା ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଜଣେ ଆଟେଣ୍ଡାଣ୍ଟ, ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ଜଗନ୍ନାଥ ରାଓ ଓ ଦିଲୀପ … Read More

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ମଝି ଆକାଶରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ଇଣ୍ଡିଗୋ ବିମାନ ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନ। ହାଇଦ୍ରାବାଦରେ ବିମାନର ଜରୁରୀ ଅବତରଣ। ବିମାନ ଉଡ଼ାଣ ଭରିବା ପରେ ଜଣେ ଯାତ୍ରୀଙ୍କର ଏକ ବୈଦ୍ୟୁତିକ ଉପକରଣରୁ ହଠାତ୍ ଧୂଆଁ … Read More