ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସରେ ବାରାଣସୀରେ ଏୟାର ସୋ
ବାରାଣସୀ: ଗଙ୍ଗା ଉପରେ ଗର୍ଜିଲା ଲଢୁଆ ବିମାନ । ଆକାଶରେ ଭାରତୀୟ ବାୟୁସେନା ଶକ୍ତି ପ୍ରଦର୍ଶନ । ବାରାଣସୀ ନମୋ ଘାଟରେ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ ଅବସରରେ ଚମତ୍କାର ଏୟାର ସୋ ପ୍ରଦର୍ଶିତ ହୋଇଛି । ୱିଙ୍ଗସ ଓଭର ଗଙ୍ଗା … Read More
ବାରାଣସୀ: ଗଙ୍ଗା ଉପରେ ଗର୍ଜିଲା ଲଢୁଆ ବିମାନ । ଆକାଶରେ ଭାରତୀୟ ବାୟୁସେନା ଶକ୍ତି ପ୍ରଦର୍ଶନ । ବାରାଣସୀ ନମୋ ଘାଟରେ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ ଅବସରରେ ଚମତ୍କାର ଏୟାର ସୋ ପ୍ରଦର୍ଶିତ ହୋଇଛି । ୱିଙ୍ଗସ ଓଭର ଗଙ୍ଗା … Read More
ଫ୍ଲୋରିଡା: ତାଲାହାସିର ପେରୀ ରାସ୍ତାରେ ଥିବା ଫ୍ଲୋରିଡା ଏଗ୍ରିକଲଚର ଆଣ୍ଡ ମେକାନିକାଲ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ । ଫୁଟବଲ୍ ଷ୍ଟାଡିୟମ ନିକଟରେ ଗୁଳିମାଡରେ ୬ଜଣ ଶିଶୁଙ୍କ ସହ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ଘଟଣାରେ କେହି ଗିରଫ ହୋଇନଥିବା … Read More
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ଗୋରୁମହିଷାଣୀ ଥାନା ଅଧୀନ ମଢ଼େଇକଚା ପଞ୍ଚାୟତ କାକୁଡ଼ିରୁମା-ଖେଜୁରୀ ଗାଁରେ ଜଣେ କବିରାଜ (ଆୟୁର୍ବେଦ ଚିକିତ୍ସକ)ଙ୍କୁ ହତ୍ୟା କରାଯାଇଛି। ସୂଚନାନୁସାରେ, ମୃତକ ଜଣକ ହେଉଛନ୍ତି ଗୋରୁମହିଷାଣୀ ଥାନା ତାଣ୍ଡିପାଣି ଗ୍ରାମର ବୁଧୁ ପିଙ୍ଗୁଆଙ୍କ ପୁଅ ରାମେଶ୍ୱର … Read More
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ୮ ଜଣ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲାରେ ରହି … Read More
କଟକ: ଏସସିବି ମେଡିକାଲରେ ପୁଣି ଲିଫ୍ଟ ଅଚଳ ହେବାରୁ ରୋଗୀଙ୍କ ସମ୍ପର୍କୀୟ ହଟହଟା ହୋଇଛନ୍ତି। ହସ୍ପିଟାଲର ସର୍ଜରୀ ବିଭାଗର ଲିଫ୍ଟରେ ୬ ଜଣ ରୋଗୀଙ୍କ ସମ୍ପର୍କୀୟ ପ୍ରାୟ ୩୦ ମିନିଟ୍ ଧରି ଫସି ରହିଥିଲେ। ଲିଫ୍ଟ ଭିତରେ ଦୀର୍ଘ ସମୟ ଧରି … Read More
ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ମାଟି ବନ୍ଧରେ ଗତ ଶନିବାର ବିରାଟକାୟ ପ୍ରାୟ ୩ଶହ ଫୁଟ ଲମ୍ବର ଫାଟ ସୃଷ୍ଟି ହେଵା ସହ ୩ଫୁଟ ନଦୀ ଆଡ଼କୁ ଧସିବାରେ … Read More
ଭୁବନେଶ୍ୱର : ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ୨୮ ତାରିଖରେ ସ୍ଥଳଭାଗ (ଲ୍ୟାଣ୍ଡଫଲ୍) ଛୁଇଁବ। ତେବେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର … Read More
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ନୂତନ ଡାଟା ସେଣ୍ଟର ଏବଂ ସାଇବର୍ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଅପରାହ୍ଣ ପ୍ରାୟ ୪ଟା ୧୦ରେ ବାୟୁସେନାର … Read More
ସୁନ୍ଦରଗଡ଼: ଦୁଇ ଟ୍ରେଲର ମୁହାଁମୁହିଁ । ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଅଉଁଳାବାହାଲ ଛକ ନିକଟରେ ଛାତିଥରା ସଡ଼କ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଦୁଇ ଟ୍ରଲର ମଧ୍ୟରେ ମୁହାଁମୁହିଁ … Read More
ପୁରୀ: ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି । ୨୬ରୁ ୨୯ ତାରିଖ ୪ ଦିନ ପାଇଁ ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ଉପରେ ଲାଗିଲା କଟକଣା । ଭସାପୋଲ ସହ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି … Read More