ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ସ୍କୁଲ ବନ୍ଦ

ଭୁବନେଶ୍ବର: ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ୪ ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛି । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ … Read More

ବନ୍ୟା ଘେରରେ ଫସିଥିବା ୧୩ ଲୋକଙ୍କୁ ୧୦ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଣ୍ଟାବାଞ୍ଜି : ବଲାଙ୍ଗୀର ଉନ୍ଦେର ନଦୀ ବନ୍ୟା ପାଣିରେ ଫସିଥିଲେ ୧୩ ଜଣ । ୧୦ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମବାହିନୀ । ବଙ୍ଗୋମୁଣ୍ଡା ବ୍ଲକ ଶୁଣ୍ଢୀମୁଣ୍ଡା ଗାଁର ୪ ଜଣ , ଗନ୍ଧର୍ଲା ଗାଁର ୫ ଜଣ ଏକ କୁକୁଡ଼ା … Read More

ଭାଙ୍ଗିଲା କାନପୁର ନଦୀବନ୍ଧର କପର୍ ଡ୍ୟାମ୍ , ନଦୀ ନିକଟକୁ ଯିବାକୁ ବାରଣ

ଯୋଡ଼ା : ଭାଙ୍ଗିଲା କପର୍ ଡ୍ୟାମ୍ । କେନ୍ଦୁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ବୈତରଣୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭାଙ୍ଗିଯାଇଛି । ସେଠାରେ ବାଜୁଛି ସତର୍କ ସାଇରନ୍ । ଡ୍ୟାମର ସ୍ପିଲଓ୍ବେ ନିର୍ମାଣ କାମ … Read More

ବାଇକ ଧକ୍କାରେ ୨ ମୃତ

ଆନନ୍ଦପୁର: ବାଇକ ଦୁର୍ଘଟଣାରେ ୨ ମୃତ । ଆନନ୍ଦପୁର ଥାନା ସିଙ୍ଗଡୋଭ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହାଟଡିହି ବ୍ଲକ ଯଶୋବନ୍ତପୁର ଗାଁର ଜ୍ଞାନ ରଞ୍ଜନ ସାହୁ ଓ ସିଙ୍ଗଡୋଭ ଗାଁର ମହିଳା ବୁଲ ବେହେରା … Read More

ପାଣିକୁଣ୍ଡରୁ ମିଳିଲା ନିଖୋଜ ଛାତ୍ରୀର ମୃତଦେହ

ଭୁବନେଶ୍ବର : ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ସକାଳେ ସ୍କୁଲ ଯାଇ ନିଖୋଜ ଥିବା ୭ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ନିକଟ ପୋଲିସ ରିଜର୍ଭ ପଡ଼ିଆ ପଛ ପଟ ପାଣି କୁଣ୍ଡରୁ ମୃତଦେହ ଉଦ୍ଧାର … Read More

ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ

କଟକ : ଫୁଲିଲା ମହାନଦୀ । ଉତ୍ତର ବାଙ୍କୀର ସୁବର୍ଣ୍ଣପୁରରୁ ତିଗିରିଆକୁ ସଂଯୋଗ କରୁଥିବା ହୁଳୁହୁଳା ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ। ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ବାଙ୍କୀ ର ଦୁଇଟି ପଞ୍ଚାୟତର ଅନେକ ଗାଁ ବାହ୍ୟ … Read More

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର : ଉତ୍ତର ଓଡିଶାରେ ପ୍ରବାହିତ ନଦୀର ଜଳସ୍ତର ଆଜି ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ବନ୍ୟା ପରବର୍ତ୍ତୀ ସ୍ଥିତିରେ ଲୋକଙ୍କ ଦୁର୍ଦ୍ଦଶା ବଢିବା ଆରମ୍ଭ କରିଛି । ବନ୍ୟା ଦ୍ୱାରା ରାଜ୍ୟର ୫ ଜିଲ୍ଲାରେ ୫ ଲକ୍ଷ ୮୭ … Read More

ମହାନଦୀରେ ବଢିବାରେ ଲାଗିଛି ଜଳସ୍ତର, ମୁଣ୍ଡୁଳିରେ ୮ ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି ପ୍ରବାହିତ

କଟକ : ମହାନଦୀରେ ବଢିବାରେ ଲାଗିଛି ଜଳସ୍ତର । ୧୧ଟା ସୁଦ୍ଧା କଟକ ମୁଣ୍ଡଳୀ ବ୍ରିଜ ଦେଇ ପ୍ରତି ସେକେଣ୍ଡ ପିଛା ୮ଲକ୍ଷ ୨୦ ହଜାର ୮୪୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ୧୦ଟି ଯାକ ଗେଟ ଦେଇ ପ୍ରବାହିତ ହେଉଛି … Read More

ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ସ୍କୁଲ ଛୁଟି, ଶିକ୍ଷକମାନେ ଉପସ୍ଥିତ ରହିବାକୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ସ୍କୁଲ ବନ୍ଦ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି … Read More

ରାଜସ୍ବ ବିଭାଗର ବନ୍ୟା କ୍ଷୟକ୍ଷତି ସମୀକ୍ଷା, ବାଲେଶ୍ୱର-ଭଦ୍ରକ-ଯାଜପୁର ଯିବ ଉଚ୍ଚସ୍ତରୀୟ ଟିମ୍

ଭୁବନେଶ୍ୱର : ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ବିଭାଗର ସମୀକ୍ଷା । ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ । ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ କେନ୍ଦୁଝରରେ ବି ଲୋକ ବି ପ୍ରଭାବିତ … Read More