ଡାକ୍ତରଖାନାରେ ଆଖି ବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା ରାଜଲକ୍ଷ୍ମୀ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ବାସୁଦେବ ନଗରରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଭାବେ ପୋଡ଼ିଯାଇଥିବା ରାଜଲକ୍ଷ୍ମୀ ମିଶ୍ରଙ୍କର ଶନିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ନିଜ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା, ବ୍ଲାକମେଲ ଓ ମାନସିକ … Read More

ଗାଁ ଦାଣ୍ଡରେ ଯୁବକକୁ ନିର୍ମମ ହତ୍ୟା

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଳୁଅକଟା ଗ୍ରାମ ପଞ୍ଚାୟତ କୁମ୍ଭକର୍ଣ୍ଣ ସାହିରେ ଶନିବାର ରାତି ପ୍ରାୟ ସାଢେ ନଅଟା ବେଳେ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରା ଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ପର୍ଶୁ ବେହେରାଙ୍କ ପୁଅ ହେମନ୍ତ … Read More

ରଥଯାତ୍ରା ପୂଜା ଓ ସେବା ନାଁରେ ଠକେଇ, ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଶ୍ରୀମନ୍ଦିର ଆପ୍

ପୁରୀ : ରଥଯାତ୍ରା ପୂଜା ଓ ସେବା ନାଁରେ ଠକେଇ । ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଶ୍ରୀମନ୍ଦିର ନାମକ ଆପ ।  ଶ୍ରୀମନ୍ଦିର ଟିମ୍ ନାଁରେ ପୂଜା ଓ ସେବାର ବିଜ୍ଞାପନ ଦେଇ ଭକ୍ତଙ୍କୁ ଠକୁଛି ଏହି ଆପ ।  ମାତ୍ର … Read More

ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ଇସ୍କନର ସ୍ପଷ୍ଟୀକରଣ, ଜାରି ହେଲା ପ୍ରେସ୍ ବିବୃତ୍ତି

ଭୁବନେଶ୍ବର: ଶାସ୍ତ୍ର ସମ୍ମତ ଏବଂ ମହାପ୍ରଭୁଙ୍କ ପ୍ରକୃତ ଭାବଧାରାରେ ସୀମିତ । ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ସ୍ପଷ୍ଟୀକରଣ ରଖିଲା ଇସ୍କନ । ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରଥଯାତ୍ରା ଉତ୍ସବକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଓ ଚର୍ଚ୍ଚା ଉପରେ ଆଜି … Read More

ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ

ଭୁବନେଶ୍ବର: ରାଜଧାନୀରେ ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ । ସଚିବାଳୟର ଇନକ୍ବାରି ଅଫିସର ପରିଚୟ ଦେଇ କରୁଥିଲା ଠକେଇ । ସୁଟ୍ ବୁଟ୍ ପିନ୍ଧି ସରକାରୀ କ୍ଷମତାର ଭୟ ଦେଖାଇ ପୁରୀ, କୋଣାର୍କ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ରେଡ୍ କରୁଥିଲା … Read More

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ: ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବନ୍ଧ ଉପର ସାହି ଗାଁର ହେମନ୍ତ ବେହେରା । ହେମନ୍ତ କୌଣସି … Read More

ମହାନଦୀକୁ ଡେଇଁଲେ ନାବାଳିକା, ମିଳୁନି ପତ୍ତା

ସମ୍ବଲପୁର: ସମ୍ବଲପୁର ସହରରେ ଏକ ଦୁଃଖଦ ଘଟଣା ଘଟିଛି । ମହାନଦୀକୁ ଡେଇଁ ନାବାଳିକା ନିଖୋଜ । ସମ୍ବଲପୁର ସହରର ଚାଉଁରପୁର ପୋଲ ଉପରୁ ମହାନଦୀକୁ ଡ଼େଇଁ ନାବାଳିକା ନିଖୋଜ ଅଛନ୍ତି । ଏବେବି ମିଳୁନି ପତ୍ତା । ନାବାଳିକା ଜଣକ ସହରର … Read More

ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ, ରଥ ଉପରେ ମୋବାଇଲ ବ୍ୟବହାର ମନା

ପୁରୀ: ସୁବ୍ୟବସ୍ଥିତ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ । ତିନି ରଥ ଉପରେ ରହିବେନି ଛଦ୍ମବେଶୀଧାରୀ ସେବାୟତ । କୌଣସି ସେବାୟତଙ୍କ ସହାୟତାରେ ରଥକୁ ଚଢ଼ିବେନି ଶ୍ରଦ୍ଧାଳୁ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା । … Read More

ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ବାଣ୍ଡେଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ଶନିବାର ବିଳମ୍ବିତ ରାତିରେ ଘଟିଛି। ଛତିଶଗଡ଼ର ବାସିନ୍ଦା ଏହି ନାବାଳିକା ବାଣ୍ଡେଗାରେ ତାଙ୍କ … Read More

ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ; ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

ପୁରୀ:ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ । ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା ଘଟଗାଁ ଥାନା ହୁଣ୍ଡାପିଟା ଗ୍ରାମର ପ୍ରଦୀପ ମହାନ୍ତ ଆଉ ଘରକୁ ଫେରିପାରିଲେନି।  ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର … Read More