ରଥଯାତ୍ରା ପୂର୍ବରୁ ସକ୍ରିୟ ସାଇବର୍ ଠକ: ମହାପ୍ରଭୁଙ୍କୁ ତୁଳସୀ ଚଢ଼ା ନାଁରେ ଅନଲାଇନରେ ମାଗୁଛନ୍ତି ଟଙ୍କା
ପୁରୀ: ରଥଯାତ୍ରା ଆରମ୍ଭ ନ ହେଉଣୁ ସକ୍ରିୟ ହୋଇଗଲେଣି ସାଇବର୍ ଠକମାନେ । ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଫେସବୁକ୍ ରେ ମାଳମାଳ ବିଜ୍ଞାପନ ଛାଡୁଛନ୍ତି । ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲି … Read More
