ଆଇଇଡି ଲଗାଇ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଉଡ଼ାଇ ଦେଲେ ନକ୍ସଲ: ୮ ଯବାନ ସହିଦ, ଡ୍ରାଇଭର ମୃତ

ରାୟପୁର : ଛତିଶଗଡ଼ର ବିଜାପୁରରେ ଭୟଙ୍କର ବିସ୍ଫୋରଣ କରିଛନ୍ତି ନକ୍ସଲ। ଅପରେସନରୁ ଫେରୁଥିବା ସୁରକ୍ଷାକର୍ମୀଙ୍କ ସ୍କର୍ପିଓକୁ ସେମାନେ ଆଇଇଡି ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଛନ୍ତି। ଏଥିରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ଗାଡ଼ି ଡ୍ରାଇଭର ବି ପ୍ରାଣ ହରାଇଛନ୍ତି। … Read More

କଂଗ୍ରେସର ‘ପ୍ରିୟ ଦିଦି ଯୋଜନା’: ପ୍ରତି ମହିଳାଙ୍କୁ ଦେବ ୨,୫୦୦ ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀରେ ଦୀର୍ଘ ବର୍ଷ ହେଲା କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିଛି। ଏଥିପାଇଁ ଦଳ ପକ୍ଷରୁ ମହିଳାମାନଙ୍କ ପାଇଁ ପ୍ରିୟ ଦିଦି ଯୋଜନା ଲାଗୁ ହେବ ବୋଲି … Read More

ରାଗିଗଲେ ରାଜ୍ୟପାଳ, ବିଧାନସଭା ଗୃହ ଛାଡ଼ି ପଳାଇଲେ

ଚେନ୍ନାଇ : ରାଗିଗଲେ ରାଜ୍ୟପାଳ। ରାଗରେ ତମତମ ହୋଇ ବିଧାନସଭାକୁ ସମ୍ବୋଧିତ କରିବାକୁ ମନା କଲେ। ଏପରିକି ଗୃହ ଛାଡ଼ି ମଧ୍ୟ ପଳାଇଲେ। ତାମିଲନାଡୁ ବିଧାନସଭାରେ ଦେଖିବାକୁ ମିଳିଛି ଏଭଳି କିଛି ହାଇ ଭୋଲଟେଜ ଡ୍ରାମା। ବିଧାନସଭା ଅଧିବେଶନରେ ଜାତୀୟ ସଙ୍ଗୀତକୁ … Read More

ଭାରତରେ ପ୍ରବେଶ କଲା ଏଚଏମପିଭି

ବେଙ୍ଗାଲୁରୁ : ଭାରତକୁ ବ୍ୟାପିଲା HMPV। ଭାରତରୁ ଚିହ୍ନଟ ହେଲେ ଦୁଇ ହ୍ୟୁମାନ୍ ମେଟାନିମୋ ଭାଇରସ୍- HMPV ଆକ୍ରାନ୍ତ । ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି ଆଇସିଏମଆର। ପୂର୍ବରୁ ଜଣେ ୮ … Read More

ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୫ ମୃତ

ଶ୍ରୀନଗର : ବନ୍ଦ ଘରୁ ମିଳିଲା ୫ ଜଣଙ୍କ ମୃତଦେହ। ଶୋଇଥିବା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ଆଖିବୁଜିଲେ ଗୋଟିଏ ପରିବାରର ୫ ଜଣ। ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରେ ଘଟିଛି ଏଭଳି କିଛି ହୃଦୟ ବିଦାରକ ଘଟଣା। ସୂଚନା ଅନୁଯାୟୀ, ଶ୍ରୀନଗରର ପନ୍ଦ୍ରେଥନ … Read More

ଏଣିକି ଅବିବାହିତ ପ୍ରେମୀ ଯୁଗଳଙ୍କ ଓୟୋ ମନା

ଲକ୍ଷ୍ନୌ: ନୂଆବର୍ଷରେ ନୂଆ ନିୟମ ଆଣିଲା ଓୟୋ । ଏଣିକି ଅବିବାହିତ ଯୋଡ଼ିଙ୍କୁ ଓୟୋ ମନା । ଓୟୋରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ମିଳିବ ଅନୁମତି । ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ ଓୟୋ ଏପରି ନିଷ୍ପତ୍ତି ନେଇଛି । … Read More

ବିଜେପି ନେତାଙ୍କ ବିବାଦୀୟ ବୟାନ: କହିଲେ- ପ୍ରିୟଙ୍କାଙ୍କ ଗାଲ ଭଳି ରାସ୍ତା କରିଦେବି

ଦେଶର ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ। ଏହାରି ଭିତରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇ ବିବାଦରେ ବିଜେପି ନେତା ରମେଶ ବିଧୁଡ଼ି। ଦିଲ୍ଲୀର କାଲକାଜୀ ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା … Read More

କୋଷ୍ଟଗାର୍ଡ ହେଲିକପ୍ଟର କ୍ରାଶ୍‌, ୩ ମୃତ

ବଡ଼ ଦୁର୍ଘଟଣା। ଗୁଜରାଟ ପୋରବନ୍ଦରରେ ଭାରତୀୟ ତଟରକ୍ଷୀ ବାହିନୀ ତଥା କୋଷ୍ଟଗାର୍ଡର ଏକ ହେଲିକପ୍ଟର ଦୁର୍ଘଟାଗ୍ରସ୍ତ ହୋଇଛି। ଏଥିରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାଇଲଟ ଓ ଦୁଇ ଜଣ କୋ-ପଇଲଟ ସାମିଲ ଅଛନ୍ତି। କୁହାଯାଉଛି ଯେ, … Read More

ଖାଇକୁ ଖସିଲା ବୋଲେରୋ, ୪ ମୃତ

ଖାଇକୁ ଖସିଲା ବୋଲେରୋ। ଘଟଣାସ୍ଥଳରେ ହିଁ ଆଖିବୁଜିଲେ ୪ ଜଣ। ଜମ୍ମୁ-କଶ୍ମୀରର କିସ୍ତିବାଡା ସ୍ଥିତ ପଦ୍ଦାରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ବୋଲେରୋରେ ମୋଟ ୬ ଜଣ ଥିଲେ। ସୂଚନା ମୁତାବକ, ବୋଲେରୋରେ ଯାତ୍ରା କରୁଥିବା ଲୋକମାନେ ପଦ୍ଦାରରୁ ମାସୁ ଗାଁ … Read More

କୁମ୍ଭମେଳାକୁ ବୋମାରେ ଉଡ଼ାଇବାକୁ ଧମକ, ବନ୍ଧା ହେଲେ ଯୁବକ

ଆଉ ଦିନ କେଇଟା ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ କୁମ୍ଭମେଳା। ତେବେ ଏବେ ଠାରୁ ହିଁ ଏଠାରେ ଶ୍ରଦ୍ଧାଳୁ ଓ ବିଭିନ୍ନ କୋଣ ଅନୁକୋଣରୁ ବାବାମାନେ ଆସି ଡେରା ପକାଇ ସାରିଲେଣି। କୁମ୍ଭମେଳାକୁ ନେଇ ପ୍ରୟାଗରାଜରେ ବ୍ୟାପକ ପ୍ରସ୍ତୁତି ଚାଲିଛି। … Read More