ଅଧଘଣ୍ଟାରେ ସରିଲା ଅଧରାତିର ଆକ୍ରମଣ: ନ୍ୟାୟ ଆଣିଦେଲା ଅପରେସନ ସିନ୍ଦୂର

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣର ପ୍ରତିଶୋଧ ଏବଂ ନ୍ୟାୟ ଦେବାକୁ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୦୫ରୁ ଅପରେସନ ଆରମ୍ଭ ହୋଇଥିବା ବେଳେ ରାତି ୧ଟା ୩୦ ବେଳକୁ ଅର୍ଥାର ମାତ୍ର … Read More

ଅପରେସନ ସିନ୍ଦୁର ପରେ ସ୍କୁଲ କଲେଜ ସବୁ ବନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ବଡ଼ ବଦଲା ନେଇଛି ଭାରତୀୟ ସେନା। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡିକ ଉପରେ ମିସାଇଲ ଆକ୍ରମଣ କରାଯାଇଛି। ଏହି ସୈନ୍ୟ ଅଭିଯାନର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣ … Read More

ଆମେ ଜାଣିଥିଲୁ ଭାରତ କିଛି କରିବ: ଅପରେସନ ସିନ୍ଦୂର ନେଇ ଟ୍ରମ୍ପ୍‌ଙ୍କ ପ୍ରତିକ୍ରିୟା

ୱାଶିଂଟନ: ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବିବୃତି ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ଅତୀତର ଅଭିଜ୍ଞତା ଆଧାରରେ ଆମେ ଜାଣିଥିଲୁ ଯେ, ଭାରତ ନିଶ୍ଚିତ ଭାବରେ କିଛି କରିବ। ଟ୍ରମ୍ପ୍ … Read More

ପ୍ରତିଶୋଧ : ପାକିସ୍ତାନ ଉପରେ ହମଲା, ବାୟୁସେନାର ‘ଅପରେସନ ସିନ୍ଦୁର’

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ଗର୍ଜିଲା ରାଫେଲ୍, ଥରିଲା ପାକିସ୍ତାନ । ରାତିର ଛାତି ଚିରି ଆତଙ୍କୀଙ୍କ ପ୍ରାଣରୁ ପିଣ୍ଡ କାଢିନେଲା ଲଢୁଆ ବିମାନ ରାଫେଲ … Read More

ଆତଙ୍କୀ ସନ୍ଦେହରେ ଥିବା ଅଟକ ଯୁବକଙ୍କୁ ଛାଡ: ଚିଠି ଲେଖିଲେ ମେହବୁବା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପିଡିପି ମୁଖ୍ୟ ମେହବୁବା ମୁଫତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଚିଠି ଲେଖି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଏଲ୍‌ଜିଙ୍କୁ ଲେଖିଥିବା ଚିଠିରେ ପହଲଗାମ୍‌ ଘଟଣା ପରେ ଅଟକ ଥିବା ଯୁବକଙ୍କୁ … Read More

ଭାରତକୁ କତରର ସମର୍ଥନ ! ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ : ମୁସଲିମ ଦେଶ କତରର ଅମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍-ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ସେ ପହଲଗାମ ହତ୍ୟାକାଣ୍ଡରେ ମୃତ ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ। ସେ ଆତଙ୍କବାଦୀମାନଙ୍କୁ ନ୍ୟାୟ ଦେବା … Read More

ଦେଶବ୍ୟାପୀ ହେବ ମକ୍ ଡ୍ରିଲ୍: କ’ଣ କରିବେ ଓ କ’ଣ କରିବେନି, ୧୦ଟି ଜିନିଷ ଉପରେ ଧ୍ୟାନ ରଖନ୍ତୁ ନାଗରିକ

ଭୁବନେଶ୍ୱର, ୫ା୫: ମେ ୭ ତାରିଖରେ, ଭାରତ ୨୪୪ଟି ନିର୍ଦ୍ଦିଷ୍ଟ ଜିଲାରେ ଜାତୀୟ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବ। ଏହି ପଦକ୍ଷେପ ଏପ୍ରିଲ ୨୨ ପାହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆଶା ଏବଂ ଭାରତ-ପାକିସ୍ତାନ ସୀମାରେ ଉଚ୍ଚ ସୁରକ୍ଷା ସତର୍କତା ମଧ୍ୟରେ … Read More

ଜାତିଗତ ଜନଗଣନା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସରକାରଙ୍କ ଜାତିଗତ ଜନଗଣନା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତେଲେଙ୍ଗାନା ମଡେଲକୁ ଗ୍ରହଣ କରିବା ସହିତ ଏହି ପ୍ରସଙ୍ଗରେ ଶୀଘ୍ର ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରିବାକୁ ଅନୁରୋଧ … Read More

ପହଲଗାମ ପୀଡିତଙ୍କ ପାଇଁ ସମଗ୍ର ବିଶ୍ୱରେ ରାଲି ଓ ପ୍ରାର୍ଥନା ସଭା ଜାରି

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମର୍ଥନ ଜଣାଇବା ପାଇଁ ସମଗ୍ର ବିଶ୍ୱରେ ଭାରତୀୟ ସମୁଦାୟ ଶାନ୍ତିପୂର୍ଣ୍ଣ ରାଲି ଏବଂ ପ୍ରାର୍ଥନା ସଭା ଜାରି ରଖିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଜର୍ଜିଆର ଭାରତୀୟ ସମୁଦାୟ ଆଟଲାଣ୍ଟାରେ ଏକ ପ୍ରତିବାଦ ରାଲି … Read More

ପିଏମ୍‌ ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୬।୫ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସହିତ ଜଡିତ ଏକ ଆଶ୍ୱସ୍ତି ଖବର ସାମ୍ନାକୁ ଆସିଛି। ସରକାର ଯୋଗ୍ୟତା ସର୍ତ୍ତାବଳୀରେ ପରିବର୍ତ୍ତନ କରିଥିବାରୁ ଏବେ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ। ପୂର୍ବରୁ ଏହି ଯୋଜନାରେ ଆବେଦନ … Read More