ପାକିସ୍ତାନକୁ କଡ଼ା ସମାଲୋଚନା କଲେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କାଟଜୁ

ନୂଆଦିଲ୍ଲୀ,୯।୫: ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ମାର୍କଣ୍ଡେୟ କାଟଜୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ଉପରେ କଟାକ୍ଷ କରିଛନ୍ତି। ସେ ଫେସବୁକରେ ଦୁଇଟି ପୋଷ୍ଟ ଲେଖିଛନ୍ତି ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଆମେ ଖୁବ … Read More

ଏହା ଆବଶ୍ୟକତା ଥିଲା, ସେନାକୁ ଅଭିନନ୍ଦନ: ମୋହନ ଭାଗବତ

ନାଗପୁର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଏହି ପରିସ୍ଥିତିରେ ସେ ସରକାର ଏବଂ ସଶସ୍ତ୍ର ବାହିନୀ ସହିତ ଠିଆ ହେବେ ବୋଲି ଆରଏସଏସ ମୁଖ୍ୟ … Read More

ଆଇପିଏଲ ଏକ ସପ୍ତାହ ଲାଗି ସ୍ଥଗିତ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଦେଶରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ କୁ ୧ ସପ୍ତାହ ଲାଗି ସ୍ଥଗିତ ରଖିଛି ବିସିସିଆଇ | ବିସିସିଆଇ ପକ୍ଷରୁ କୁହାଯାଇଛି … Read More

ଅଚାନକ ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା ଆଶଙ୍କା

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ପରେ ଭାରତ ନୂଆ ଚାଲ୍‌ ଖେଳିଛି। ସାମରିକ ଆକ୍ରମର ସହିତ ପାକିସ୍ତାନ ଉପରେ ପାଣି ମାଡ଼ କରିଛି ଭାରତ। ଅର୍ଥାତ ଭାରତ ଚେନାବ ନଦୀ ଜଳକୁ ଅଚାନକ ପାକିସ୍ତାନକୁ ଛାଡ଼ି … Read More

ଓଟିଟି ପ୍ଳାଟଫର୍ମରୁ ହଟିବ ପାକିସ୍ତାନୀ ବିଷୟବସ୍ତୁ, କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମ, ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନଙ୍କୁ ପାକିସ୍ତାନର ସମସ୍ତ ୱେବ୍-ସିରିଜ୍, ଚଳଚ୍ଚିତ୍ର, ଗୀତ, ପଡକାଷ୍ଟ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ମିଡିଆ ବିଷୟବସ୍ତୁକୁ ତୁରନ୍ତ ବନ୍ଦ … Read More

ଲା​‌ହୋରରେ ପାକ୍ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କଲା ଭାରତ​‌

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବରେ ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ବିଳିବିଳେଇ ହୋଇଉଠି ସେ ଭାରତର ଅନେକ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିବର୍ଷା କରିଛି। ତେବେ ଭାରତୀୟ ସେନାର ପ୍ରତିଜବାବରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଭାରତ … Read More

ପାକ୍‌ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ, ସର୍ବଦଳୀୟ ବୈଠକ ପରେ ଆଗାମୀ ଯୋଜନା ବିଷୟରେ କହିଲେ ଓଓ୍ବୈସି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସରକାର ରାଜନୈତିକ ଦଳଗୁଡ଼ିକୁ ‘ଅପରେସନ ସିନ୍ଦୂର’ ବିଷୟରେ ସୂଚନା ଦେଇଛନ୍ତି। ଏହି ବୈଠକ ପରେ ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ-ମୁସ୍ଲିମିନ୍ର ଅଧ୍ୟକ୍ଷ ଅସଦୁଦ୍ଦୀନ ଓଓ୍ବୈସି … Read More

ଲାହୋର ଛାଡ଼ିବାକୁ ଆମେରିକା ନାଗରିକଙ୍କୁ ନିର୍ଦେଶ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧସ୍ଵରୂପ ଭାରତର ଅପରେସନ ‘ସିନ୍ଦୂର’ର ୨ୟ ଦିନରେ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ପାକିସ୍ତାନ ପ୍ରତିଆକ୍ରମଣ କରିବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ୨ୟ ଦିନରେ ଭାରତ ପାକିସ୍ତାନର ରାଓ୍ବଲପିଣ୍ଡି … Read More

ପାକିସ୍ତାନ ଟାର୍ଗେଟ୍‌ରେ ଭାରତର ଏହି ୧୫ ସହର, କେଉଁ ମୁହୂର୍ତ୍ତରେ ବି କରିପାରେ ଆକ୍ରମଣ

ନୂଆଦିଲ୍ଲୀ,୮ା୫: ଭାରତର ୧୫ଟି ସହରକୁ ପାକିସ୍ତାନ ଟାର୍ଗେଟ୍‌ କରିଛି। ଏନେଇ ଗୁରୁବାର ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଶତ୍ରୁଦେଶ ଟାର୍ଗେଟ କରିଛି। ଏଥିମଧ୍ୟରେ ଅବନ୍ତିପୁର, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, … Read More

ପାକିସ୍ତାନକୁ ଘାଇଲା କଲା ଭାରତର ଦେଶୀ ‘ଆତ୍ମଘାତୀ ଡ୍ରୋନ’, ଶତ୍ରୁଙ୍କୁ ନିଶାନା କରିବାରେ ଏକ୍ସପର୍ଟ

ନୂଆଦିଲ୍ଲୀ,୮।୫: ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ପାଇଁ ଭାରତର ପସନ୍ଦଯୋଗ୍ୟ ଅସ୍ତ୍ର ସ୍କାଲ୍ପ କ୍ରୁଜ ମିସାଇଲ ଏବଂ ହାମର ବୋମା ସହିତ, ଭାରତୀୟ ସେନା ମଧ୍ୟ ଦେଶୀୟ ନିର୍ମିତ ‘ସ୍କାଇଷ୍ଟ୍ରାଇକର’ ଆତ୍ମଘାତୀ ଡ୍ରୋନକୁ ସଠିକ ଆକ୍ରମଣ ପାଇଁ ମୁତୟନ କରିଥିଲା … Read More